ମାତ୍ର ୨ ଘଣ୍ଟାରେ ଚିହ୍ନଟ ହୋଇପାରିବ ଓମିକ୍ରନ୍

ନୂଆଦିଲ୍ଲୀ: ମାତ୍ର ୨ ଘଣ୍ଟାରେ ଚିହ୍ନଟ ହୋଇପାରିବ ଓମିକ୍ରନ୍ । କରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟକୁ ମାତ୍ର ୨ ଘଣ୍ଟାରେ ଚିହ୍ନଟ କରିବାକୁ ନୂଆ କିଟ୍। ଏନେଇ  ICMR ପକ୍ଷରୁ କିଟ୍‌ ତିଆରି ହୋଇଛି। ସାରା ବିଶ୍ୱରେ କରୋନାର ଓମିକ୍ରନ୍  ଭ୍ୟାରିଆଣ୍ଟ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେଶୀଘ୍ର ସମ୍ଭବ ଏହି ଭ୍ୟାରିଆଣ୍ଟ୍  ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଉପଲବ୍ଧ ସୁବିଧାରେ ଜଣେ କରୋନା ଆକ୍ରାନ୍ତ ଓମିକ୍ରନ୍ […]

covid

covid

Tapas Behera
  • Published: Sunday, 12 December 2021
  • Updated: 13 December 2021, 08:15 AM IST

Sports

Latest News

ନୂଆଦିଲ୍ଲୀ: ମାତ୍ର ୨ ଘଣ୍ଟାରେ ଚିହ୍ନଟ ହୋଇପାରିବ ଓମିକ୍ରନ୍ । କରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟକୁ ମାତ୍ର ୨ ଘଣ୍ଟାରେ ଚିହ୍ନଟ କରିବାକୁ ନୂଆ କିଟ୍। ଏନେଇ  ICMR ପକ୍ଷରୁ କିଟ୍‌ ତିଆରି ହୋଇଛି। ସାରା ବିଶ୍ୱରେ କରୋନାର ଓମିକ୍ରନ୍  ଭ୍ୟାରିଆଣ୍ଟ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେଶୀଘ୍ର ସମ୍ଭବ ଏହି ଭ୍ୟାରିଆଣ୍ଟ୍  ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।

ବର୍ତ୍ତମାନ ଉପଲବ୍ଧ ସୁବିଧାରେ ଜଣେ କରୋନା ଆକ୍ରାନ୍ତ ଓମିକ୍ରନ୍ ଦ୍ୱାରା ସଂକ୍ରମିତ କି ନାହିଁ ଜାଣିବା ପାଇଁ ୩ରୁ ୪ ଦିନ ସମୟ ଲାଗୁଥିଲା ।  ହେଲେ ଇଣ୍ଡିଆନ୍ କାଉନ୍ସିଲ ଅଫ୍  ମେଡିକାଲ୍ ରିସର୍ଚ୍ଚ ବା ICMR ଦ୍ୱାରା ବିକଶିତ ନୂଆ କିଟ୍  ମାତ୍ର ୨ ଘଣ୍ଟାରେ ଏହାକୁ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସାମ ଦିବ୍ରୁଗଡ଼ ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ଏହାକୁ ଡିଜାଇନ୍ କରାଯାଇଛି।

ସେପଟେ ଆନ୍ଧ୍ରପ୍ରଦେଶରରେ ପ୍ରଥମ ଓମିକ୍ରନ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି।  ଜଣେ ୩୪ବର୍ଷୀୟ ଯୁବକଙ୍କ ଠାରେ ଏହା ଚିହ୍ନଟ ହୋଇଛି। ଯୁବକ ଜଣଙ୍କ ଆୟାରଲାଣ୍ଡରୁ ଫେରିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମକ ସଂଖ୍ୟା  ୩୬କୁ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story