ଓମିକ୍ରନରୁ ସୁସ୍ଥ ହେଲେ ୩୧, ହସପିଟାଲରୁ ଡିସ୍‌ଚାର୍ଜ

ମୁମ୍ବାଇ: ଭାରତରେ ସୋମବାର ୫ଟି ରାଜ୍ୟରେ ୧୯ଟି ନୂଆ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଆଜି ଓଡ଼ିଶାରେ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ଏହି ମାମଲା ୧୭୬ ଛୁଇଁଛି। ବିଷେଶ କରି ବିଦେଶ ଫେରନ୍ତାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ବିଦେଶରୁ ଇନ୍ଦୋରକୁ ଫେରିଥିବା ୬ ଜଣଙ୍କଠାରେ କୋଭିଡ୍ ଭାଇରସ୍ ଚିହ୍ନଟ ହୋଇଛି। ତେବେ ସେମାନଙ୍କ ଜିନୋମ ସିକୁଏନ୍ସ ପାଇଁ ନମୁନା ପଠାଯାଇଛି। ଏହାରି ମଧ୍ୟରେ ଓମିକ୍ରନକୁ ନେଇ ସକରାତ୍ମକ ଖବର ଆସିଛି। […]

Covid19

Covid19

Tapas Behera
  • Published: Tuesday, 21 December 2021
  • Updated: 21 December 2021, 10:47 AM IST

Sports

Latest News

ମୁମ୍ବାଇ: ଭାରତରେ ସୋମବାର ୫ଟି ରାଜ୍ୟରେ ୧୯ଟି ନୂଆ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଆଜି ଓଡ଼ିଶାରେ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ଏହି ମାମଲା ୧୭୬ ଛୁଇଁଛି। ବିଷେଶ କରି ବିଦେଶ ଫେରନ୍ତାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ବିଦେଶରୁ ଇନ୍ଦୋରକୁ ଫେରିଥିବା ୬ ଜଣଙ୍କଠାରେ କୋଭିଡ୍ ଭାଇରସ୍ ଚିହ୍ନଟ ହୋଇଛି। ତେବେ ସେମାନଙ୍କ ଜିନୋମ ସିକୁଏନ୍ସ ପାଇଁ ନମୁନା ପଠାଯାଇଛି। ଏହାରି ମଧ୍ୟରେ ଓମିକ୍ରନକୁ ନେଇ ସକରାତ୍ମକ ଖବର ଆସିଛି। ମହାରାଷ୍ଟ୍ରରୁ ୩୧ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ  ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏପର୍ଯ୍ୟନ୍ତ  ମହାରାଷ୍ଟ୍ରରେ ୫୪ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇଛନ୍ତି।

ଏବେ ରାଜ୍ୟରେ ଆକ୍ଟିଭ୍ ମାମଲା ୨୩କୁ ହ୍ରାସ ପାଇଛି। ତେବେ ସୋମବାର ଦିଲ୍ଲୀରେ ଓମିକ୍ରନର ୮ଟି  ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହିତ କର୍ଣ୍ଣାଟକରେ ୫ଟି ଏବଂ କେରଳରେ ୪ଟି ନୂତନ ମାମଲା ରେକର୍ଡ଼ ହୋଇଛି। ଏଥିସହ ରାଜସ୍ତାନ ଏବଂ ଗୁଜରାଟରେ ଦୁଇଟି ଓମିକ୍ରନ୍ ସଂକ୍ରମିତ ମାମଲା ସ୍ପଷ୍ଟ ହୋଇଛି।

ସୋମବାର ଏହି ୫ଟି ରାଜ୍ୟରେ ୧୯ଟି ମାମଲା ରିପୋର୍ଟ ହେବା ପରେ ସମଗ୍ର ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି ପାଇଛି। ତେବେ ଧିରେ ଧିରେ ଏହି ଭ୍ୟାରିଆଣ୍ଟ ପ୍ରଭାବ ବିସ୍ତାର କରୁଥିବାରୁ ଭୟ ଘାରୁଛି। ଏହି ସଂକ୍ରମଣ ହେତୁ ପ୍ରଥମ ମୃତ୍ୟୁ ଆମେରିକାରେ ରେକର୍ଡ ହୋଇଛି। ଏହାପୂର୍ବରୁ ବ୍ରିଟେନରେ ଓମିକ୍ରନ୍‌ରେ ଜଣକର ମୃତ୍ୟୁ ଘଟିଛି। ଏହି ଦୁଇଟି କେସ୍‌ ସହ ସମଗ୍ର ଦେଶରେ ଓମିକ୍ରନ୍ ମୃତ୍ୟୁ ମାମଲା ଦୁଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story