ପୁଣି ଝୁଲିଲା ଅନ୍ତର୍ଜାତୀୟ ବିମାନ ସେବା ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଣି ଛାନିଆ କଲା କରୋନାର ନୂଆ ଭ୍ୟାରିଆଣ୍ଟ। ଦକ୍ଷିଣ ଆଫ୍ରିକାର କେତେକ ଦେଶରେ ନୂତନ କରୋନାଭାଇରସ୍ ଭ୍ୟାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ପରେ ଆତଙ୍କ ବଢ଼ିଯାଇଛି। ତେଣୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାବଦରେ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। କେତେକ ଦେଶ ଦକ୍ଷିଣ ଆଫ୍ରିକାକୁ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି।  ଏନେଇ ରବିବାର କେନ୍ଦ୍ର ଗୃହ ସଚିବ ରବିବାର ଜରୁରୀ କାଳୀନ ବୈଠକ ଡାକିଛନ୍ତି। ତେବେ ସ୍ଥିତି ଉପରେ ସମୀକ୍ଷା ପରେ ନିଷ୍ପତି […]

BANGLADESH-FLIGHT

BANGLADESH-FLIGHT

Tapas Behera
  • Published: Sunday, 28 November 2021
  • Updated: 28 November 2021, 07:57 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଛାନିଆ କଲା କରୋନାର ନୂଆ ଭ୍ୟାରିଆଣ୍ଟ। ଦକ୍ଷିଣ ଆଫ୍ରିକାର କେତେକ ଦେଶରେ ନୂତନ କରୋନାଭାଇରସ୍ ଭ୍ୟାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ପରେ ଆତଙ୍କ ବଢ଼ିଯାଇଛି। ତେଣୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାବଦରେ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। କେତେକ ଦେଶ ଦକ୍ଷିଣ ଆଫ୍ରିକାକୁ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି।  ଏନେଇ ରବିବାର କେନ୍ଦ୍ର ଗୃହ ସଚିବ ରବିବାର ଜରୁରୀ କାଳୀନ ବୈଠକ ଡାକିଛନ୍ତି। ତେବେ ସ୍ଥିତି ଉପରେ ସମୀକ୍ଷା ପରେ ନିଷ୍ପତି ନିଆଯିବ ବୋଲି କୁହାଯାଇଛି। ସେପଟେ ଦୀର୍ଘ ଦିନ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ଥିବାରୁ ଆସନ୍ତା ଡିସେମ୍ବର ୧୫ରୁ ଏହି ସେବା ଆରମ୍ଭ ହେବା ନେଇ କୁହାଯାଇଥିଲା।

୧୪ଟି ଦେଶ ପାଇଁ ଭାରତ ଏହି ସେବା ଆରମ୍ଭ ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଳା । କରୋନା ସଂକ୍ରମଣ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ୟୁକେ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସାଉଥ ଆଫ୍ରିକା, ବ୍ରାଜିଲ୍, ଚୀନ, ମୋରିସନ୍, ସିଙ୍ଗାପୁର, ବାଂଲାଦେଶ ଭଳି ୧୪ଟି ଦେଶକୁ ବିମାନ ଚଳାଚଳ କରିବ। କରୋନା ସଂକ୍ରମଣକୁ ଦେଖି ଏହି ୧୪ଟି ଦେଶ ସହିତ ବିମାନ ଚଳାଚଳ ପାଇଁ ପ୍ରତିବନ୍ଧକ ଲଗାଇଥିଲା ଭାରତ। ସେହିପରି

ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା। ଗତ ମାସରେ ହିଁ କେନ୍ଦ୍ର ସରକାର ଘରୋଇ ବିମାନ ସେବା ପୂର୍ଣ୍ଣ କ୍ଷମତାର ସହ କରିବାକୁ ଅନୁମତି ଦେଇଛନ୍ତି। କରୋନା ବେଳେ ମାତ୍ର ୨ ମାସ ପାଇଁ ଘରୋଇ ବିମାନ ସେବା ବନ୍ଦ ରହିଥିଲା। ଏହାପରେ ୨୦୨୦ ମେ’ ମାସରୁ ଶକ୍ତ କଟକଣା ମଧ୍ୟରେ ବିମାନ ସେବାକୁ ଆରମ୍ଭ କରାଯାଇଥିଲା। ପ୍ରଥମେ ୩୩% କ୍ଷମତାର ସହ ବିମାନ ସେବା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଥିଲେ।

ଏହାପରେ ଗତବର୍ଷ ଡିସେମ୍ବରରେ ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା। ସେହିପରି ଚଳିତ ବର୍ଷ ଜୁନ୍ ମାସରେ କରୋନାର ଦ୍ୱିତୀୟ ୱେଭ ଯୋଗୁ ପୁଣିଥରେ ସରକାର ସିଟ୍ କ୍ଷମତାକୁ ୫୦%କୁ ହ୍ରାସ କରିଥିଲେ। ଏବେ ଏହାକୁ ୧୦୦%କୁ ବୃଦ୍ଧି କରି ସରକାର ବିମାନ ସେବାକୁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story