ଓମିକ୍ରନ୍‌ ନୀରବ ଦର୍ଶକ: ପୁଅ, ଝିଅ ଓ ସ୍ତ୍ରୀକୁ ମର୍ଡର କରିଦେଲେ ଡାକ୍ତର

କାନପୁର: କିଛି ମାସର ନୀରବତା ପରେ ନୂଆ ରୂପକୁ ନେଇ ପୁଣି ଥରେ ନିଜର ନିଷ୍ଠୁର ରୂପକୁ ଜାହିର କରିଛି କରୋନା। ଭାଇରସକୁ ନେଇ ଆସିଛି ଏକ କରୁଣ କାହାଣୀ। ହେଲେ ଏହି ଭୂତାଣୁ କିଛି କରିବା ପୂର୍ବରୁ ନିଜ ସୁନାର ସଂସାରରେ ନିଜେ ନିଆଁ ଲଗାଇଦେଇଛନ୍ତି ଜଣେ ଡାକ୍ତର। ନୂଆ ଭ୍ୟାରିଆଣ୍ଟ ଆସିଥିବା ଓମିକ୍ରନ୍‌ ସଂକ୍ରମଣ ଭୟରେ ଜଣେ ଡାକ୍ତର ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆକୁ ମର୍ଡ଼ର କରିଦେଇଛନ୍ତି । ଘଟଣାଟି ଉତ୍ତରପ୍ରଦେଶର କାନପୁରରେ […]

Doctor

Doctor

Tapas Behera
  • Published: Saturday, 04 December 2021
  • Updated: 15 December 2021, 02:10 PM IST

Sports

Latest News

କାନପୁର: କିଛି ମାସର ନୀରବତା ପରେ ନୂଆ ରୂପକୁ ନେଇ ପୁଣି ଥରେ ନିଜର ନିଷ୍ଠୁର ରୂପକୁ ଜାହିର କରିଛି କରୋନା। ଭାଇରସକୁ ନେଇ ଆସିଛି ଏକ କରୁଣ କାହାଣୀ। ହେଲେ ଏହି ଭୂତାଣୁ କିଛି କରିବା ପୂର୍ବରୁ ନିଜ ସୁନାର ସଂସାରରେ ନିଜେ ନିଆଁ ଲଗାଇଦେଇଛନ୍ତି ଜଣେ ଡାକ୍ତର। ନୂଆ ଭ୍ୟାରିଆଣ୍ଟ ଆସିଥିବା ଓମିକ୍ରନ୍‌ ସଂକ୍ରମଣ ଭୟରେ ଜଣେ ଡାକ୍ତର ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆକୁ ମର୍ଡ଼ର କରିଦେଇଛନ୍ତି । ଘଟଣାଟି ଉତ୍ତରପ୍ରଦେଶର କାନପୁରରେ ଘଟିଛି।

ଏହି ଘଟଣା ପରେ ଡାକ୍ତର ଜଣକ ଫେରାର ହୋଇଯାଇଥିବା ବେଳେ ପୁଲିସ ତାଙ୍କୁ ଖୋଜୁଛି। ଡାକ୍ତର ଜଣକ ଘଟଣା ବାବଦରେ ଏକ ଡାଏରୀରେ ଲେଖି ଘରେ ଛାଡ଼ିଯାଇଥିବା ଜଣାପଡ଼ିଛି। ସେଥିରେ ଲେଖାଯାଇଛି ଯେ, ମୋର ଅସାବଧାନତା ପାଇଁ ଓମିକ୍ରନ୍‌ ମୋର ପରିବାକୁ ଶେଷ କରିଦେବ।  ତେଣୁ ତାପୂର୍ବରୁ ମୁଁ ନିଜେ ମୁକ୍ତି ଦେଇଦେଲି ବୋଲି ଡାଏରୀରେ ଲେଖାଯାଛି। ସମ୍ପୃକ୍ତ ଡାକ୍ତର ଜଣକ ଦୀର୍ଘଦିନ ଧରି ମାନସିକ ଚାପରେ ଥିବା ପୁଲିସ ଅନୁମାନ କରୁଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଡାକ୍ତର ଜଣକ ହେଉଛନ୍ତି ସୁଶିଲ କୁମାର।  ୪୮ ବର୍ଷୀୟ ସୁଶିଲ କାନୁପର  ଏକ ଡାକ୍ତରଖାନାର ଫୋରେନସିକ୍ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରନ୍ତି। ପତ୍ନୀ ସହ ଜଣେ ୧୮ ବର୍ଷର ପୁଅ ଏବଂ ୧୫ ବର୍ଷର ଝିଅକୁ ନେଇ ତାଙ୍କ ପରିବାର। ଏନେଇ ଡାକ୍ତରଙ୍କ ଭାଇ ସୂଚନା ଦେଇଛନ୍ତି।

ତେବେ ଘଟଣା ଘଟିବା ପରେ ତାଙ୍କ ଭାଇ କିମ୍ବା ପୁଲିସ ପହଞ୍ଚିବା ପୂର୍ବରୁ ଡାକ୍ତର ସୁଶିଲ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ପହଞ୍ଚିଲା ବେଳେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ ଦେହ ପଡ଼ିଥିଲା। ସେହିପରି ଉକ୍ତ ଘରୁ ରକ୍ତ ଭିଜା ଏକ ଡାତୁଡ଼ିକୁ ମଧ୍ୟ ପୁଲିସ ଜବତ କରିଛି। ଘଟଣାସ୍ଥଳରୁ ଏକ ଡାଏରୀ ମିଳିଥିବା ବେଳେ ସେଥିରେ ସେ ଏକ ବିରଳ ରୋଗରେ ପୀଡ଼ିତ ଥିବା  ଉଲ୍ଲେଖ ରହିଛି। ଯେଉଁଥିରୁ ଚିକିତ୍ସା ଅସମ୍ଭବ । ତେଣୁ ତାଙ୍କ ପରିବାରକୁ ବିପଦ ମୁହଁକୁ ଠେଲି ଦେଇ ପାରିବେ ନାହିଁ ।  ସେମାନଙ୍କ ମୁକ୍ତି ପାଇଁ ସେ ଏଭଳି କାଣ୍ଡ ଘଟାଇଥିବା ଉଲ୍ଲେଖ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story