ପାନିପଥ ଯୁଦ୍ଧରେ ସିନ୍ଧିଆଙ୍କ ବଂଶର ସନ୍ଦେହଜନକ ଭୂମିକାକୁ ଉଖାଡ଼ିଲେ ଦିଗ୍‌ବିଜୟ

ଜବଲପୁର: କଂଗ୍ରେସର ବରିଷ୍ଟ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗ୍‌ ବିଜୟ ସିଂଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ଦିଗ୍‌ ବିଜୟଙ୍କ ଭଳି ମୁଁ ଏତେ ନିମ୍ନସ୍ତରକୁ ଖସିପାରିବି ନାହିଁ।  ‘ଯେଉଁମାନେ ଓସମା ବିନ୍‌ ଲାଡେନଙ୍କୁ ଓସମା ଜୀ’ ବୋଲି ସମ୍ବୋଧନ କରୁଛନ୍ତି ସେମାନେ କ୍ଷମତାକୁ ଆସିଲେ ଧାରା ୩୭୦କୁ ପୁନର୍ବାର ଲାଗୁ କରିବାକୁ କହୁଛନ୍ତି ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି।  କିଏ ଦେଶଦ୍ରୋହୀ ଓ କିଏ ନୁହେଁ […]

digvijay_scindia

digvijay_scindia

Tapas Behera
  • Published: Monday, 06 December 2021
  • Updated: 06 December 2021, 05:30 PM IST

Sports

Latest News

ଜବଲପୁର: କଂଗ୍ରେସର ବରିଷ୍ଟ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗ୍‌ ବିଜୟ ସିଂଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ଦିଗ୍‌ ବିଜୟଙ୍କ ଭଳି ମୁଁ ଏତେ ନିମ୍ନସ୍ତରକୁ ଖସିପାରିବି ନାହିଁ।  ‘ଯେଉଁମାନେ ଓସମା ବିନ୍‌ ଲାଡେନଙ୍କୁ ଓସମା ଜୀ’ ବୋଲି ସମ୍ବୋଧନ କରୁଛନ୍ତି ସେମାନେ କ୍ଷମତାକୁ ଆସିଲେ ଧାରା ୩୭୦କୁ ପୁନର୍ବାର ଲାଗୁ କରିବାକୁ କହୁଛନ୍ତି ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି।  କିଏ ଦେଶଦ୍ରୋହୀ ଓ କିଏ ନୁହେଁ ତାହା ଲୋକେ ସ୍ଥିର କରିବେ ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି ।

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ ସିଂଙ୍କୁ ଦେଶ ଦ୍ରୋହୀ ବୋଲି କହିଥିଲେ ଦିଗ୍‌ ବିଜୟ ସିଂ। କଂଗ୍ରେସରେ ଥିଲା ବେଳେ ଜ୍ୟୋତିରାଦିତ୍ୟ ସବୁ ସୁବିଧା ନେଇଛନ୍ତି । ଏଥିସହ କଂଗ୍ରେସର କିଛି ବିଧାୟକଙ୍କୁ ଟଙ୍କା ଲୋଭ ଦେଇ ସାଥିରେ ନେଇଯାଇଛନ୍ତି। ଜ୍ୟୋତିରାଦିତ୍ୟଙ୍କ ବିଶ୍ୱାସଘାତକତା ବର୍ତ୍ତମାନର ପିଢ଼ି ଭୁଲିବେ ନାହିଁ ବୋଲି ଦିଗ୍‌ ବିଜୟ ସିଂ କହିଛନ୍ତି ।

ଦେଶଦ୍ରୋହୀମାନଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ ବୋଲି ସେ କହିଛନ୍ତି । ଏଥିସହ ପାନିପଥ ଯୁଦ୍ଧରେ  ସିନ୍ଧିଆଙ୍କ ପରିବାରର ଭୂମିକାକୁ ନେଇ ଦିଗ୍‌ ବିଜୟ ସିଂ ଟାର୍ଗେଟ କରିଛନ୍ତି।  କହିଛନ୍ତି ଯଦି ପାନିପଥ ଯୁଦ୍ଧରେ ହିନ୍ଦୁ ରାଜାଙ୍କୁ ସିନ୍ଧିଆ ପରିବାର ରାଜା ସହଯୋଗ କରିଥାନ୍ତେ ତେବେ ଅହମ୍ମଦ ଶାହ ଅବ୍ଦଲି ଯୁଦ୍ଧରେ ପରାସ୍ତ ହୋଇଥାନ୍ତେ ବୋଲି ଦିଗବିଜୟ କହିଛନ୍ତି । ସେମିତି ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଶ୍ୱାସଘାତକ କରି ନଥାନ୍ତେ ତେବେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାରେ ଥାନ୍ତା ବୋଲି ସେ କହିଛନ୍ତି  । ତେବେ ଦିଗ୍‌ ବିଜୟ ସିଂଙ୍କୁ ସିନ୍ଧିଆ ଜବାବ ଦେଇଛନ୍ତି । ବିବାର ସିନ୍ଧିଆ ଏକ ରାଲିରେ ଦିଗ୍‌ ବିଜୟଙ୍କ ନା ନନେଇ ଯେଉଁ ନେତା ରାଜନୀତି ପ୍ରତି ସମର୍ପିତ ନୁହଁନ୍ତି ସେମାନଙ୍କର  ବିକାଶ ପାଇଁ ଆଗ୍ରହ ନଥାଏ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story