ଆରବ ସାଗରରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର, ୩ ନିଖୋଜ

ନୂଆଦିଲ୍ଲୀ: ଆବର ସାଗରରେ ଓଏନ୍‌ଜିସି ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ। ସାଗର କିରଣ ରିଗ୍‌ ନିକଟରେ ବିମାନଟିକୁ ପାଇଲଟଙ୍କୁ ଜରୁରୀ ଅବତରଣ କରିବାକୁ ପଡିଛି। ଏହି ହେଲିକପ୍ଟରରେ ୨ ଜଣ ପାଇଲଟ ଓ ୭ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୩ଜଣ ଏବେବି ନିଖୋଜ ଅଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ଓଏନ୍‌ଜିସି ପକ୍ଷରୁ ସୂଚନା ମିଳିଛି। #Helicopter carrying 7 passengers & 2 pilots […]

ONGC chopper

ONGC chopper

Madhupriya Mistry
  • Published: Tuesday, 28 June 2022
  • Updated: 28 June 2022, 01:58 PM IST

Sports

Latest News

ନୂଆଦିଲ୍ଲୀ: ଆବର ସାଗରରେ ଓଏନ୍‌ଜିସି ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ। ସାଗର କିରଣ ରିଗ୍‌ ନିକଟରେ ବିମାନଟିକୁ ପାଇଲଟଙ୍କୁ ଜରୁରୀ ଅବତରଣ କରିବାକୁ ପଡିଛି। ଏହି ହେଲିକପ୍ଟରରେ ୨ ଜଣ ପାଇଲଟ ଓ ୭ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୩ଜଣ ଏବେବି ନିଖୋଜ ଅଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ଓଏନ୍‌ଜିସି ପକ୍ଷରୁ ସୂଚନା ମିଳିଛି।

https://twitter.com/ONGC_/status/1541687071907098624?s=20&t=XwwyurIbOuJRK2cmcTmsvA

ସୂଚନା ମୁତାବକ, ୭ ଯାତ୍ରୀ ଓ ୨ ଜଣ ପାଇଲଟଙ୍କୁ ନେଇ ମୁମ୍ବାଇରୁ ଉଡାଣ ଭରିଥିବା ଏକ ହେଲିକପ୍ଟର ଆଜି  ସାଗର କିରଣର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍‌ ରିଗ୍‌ ପାଖରେ ଆରବ ସାଗରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଏହି ହେଲିକପ୍ଟରରେ ୬ଜଣ ଓଏନ୍‌ଜିସି କର୍ମୀ ଥିଲେ। ତେବେ ହେଲିକପ୍ଟରକୁ କେଉଁ କାରଣରୁ ଆରବ ସାଗରରେ ଜରୁରୀ ଅବତରଣ କରିବାକୁ ପଡିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ONGC ର ଆରବ ସାଗରରେ ଅନେକ ରିଗ୍ ଏବଂ ଇନଷ୍ଟଲେସନ୍ ଅଛି ଯାହାର ବ୍ୟବହାର ସମୁଦ୍ର ପତ୍ତନ ତଳେ ଅବସ୍ଥିତ ଜଳଭଣ୍ଡାରରୁ ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ପାଇଁ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story