ଲୋକଙ୍କୁ କମ ଚା’ ପିଇବାକୁ କହିଲେ ମନ୍ତ୍ରୀ, ଜାଣନ୍ତୁ କାରଣ

ଇସଲାମାବାଦ: ଆର୍ଥିକ ଦୃଷ୍ଟି କୋଣରୁ ବେହାଲ ହୋଇଥିବା ପାକିସ୍ତାନ ଏବେ ନିଜର ସ୍ଥିତି ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି। ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପାକିସ୍ତାନର ମନ୍ତ୍ରୀ ଲୋକମାନଙ୍କୁ କମ ଚା’ ପିଇବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହାଦ୍ୱାରା ଦେଶର ଆମଦାନୀ ବିଲ୍‌ କମ ହୋଇପାରିବ ବୋଲି ମନ୍ତ୍ରୀ ଜଣଙ୍କ କହିଛନ୍ତି। ବର୍ତ୍ତମାନ ଆମଦାନୀ ପାଇଁ ପାକିସ୍ତାନର ବିଦେଶୀ ପାଣ୍ଠିର ଅଭାବ ଦେଖା ଯାଇଛି। ଏହାକୁ ଦୃଷ୍ଟିରେ ରଖି ଯୋଜନା ମନ୍ତ୍ରୀ ଏହଶାନ ଇକବାଲ ଏପରି କଥା […]

Pakistan

Pakistan

Hemant Lenka
  • Published: Wednesday, 15 June 2022
  • Updated: 15 June 2022, 06:15 PM IST

Sports

Latest News

ଇସଲାମାବାଦ: ଆର୍ଥିକ ଦୃଷ୍ଟି କୋଣରୁ ବେହାଲ ହୋଇଥିବା ପାକିସ୍ତାନ ଏବେ ନିଜର ସ୍ଥିତି ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି। ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପାକିସ୍ତାନର ମନ୍ତ୍ରୀ ଲୋକମାନଙ୍କୁ କମ ଚା’ ପିଇବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହାଦ୍ୱାରା ଦେଶର ଆମଦାନୀ ବିଲ୍‌ କମ ହୋଇପାରିବ ବୋଲି ମନ୍ତ୍ରୀ ଜଣଙ୍କ କହିଛନ୍ତି।

ବର୍ତ୍ତମାନ ଆମଦାନୀ ପାଇଁ ପାକିସ୍ତାନର ବିଦେଶୀ ପାଣ୍ଠିର ଅଭାବ ଦେଖା ଯାଇଛି। ଏହାକୁ ଦୃଷ୍ଟିରେ ରଖି ଯୋଜନା ମନ୍ତ୍ରୀ ଏହଶାନ ଇକବାଲ ଏପରି କଥା କହିଛନ୍ତି। ପାକିସ୍ତାନୀବାସୀ ୨୦୨୧-୨୨ ଆର୍ଥିକ ବର୍ଷରେ ୮୩.୮୮ ବିଲିୟନ ଟଙ୍କାର ଚା’ ପିଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପରେ ମନ୍ତ୍ରୀ ଇକବାଲ କହିଛନ୍ତି, “ଚା’ ଆମଦାନୀ କରିବାରେ ପାକିସ୍ତାନ ବିଶ୍ୱର ସବୁଠାରୁ ବଡ଼ ଦେଶ। ଚା’ ଆମଦାନୀ କରିବାକୁ ପାକିସ୍ତାନ ସରକାର ଋଣରେ ଟଙ୍କା ଆଣିଛନ୍ତି। ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଦିନକୁ ୧ରୁ ୨ କପ କମ ଚା’ ପିଅନ୍ତୁ। କାରଣ ଚା’ ପାଇଁ ସରକାରଙ୍କୁ ଋଣ କରିବାକୁ ପଡ଼ୁଛି।”

୨୦୨୦-୨୧ରେ ପାକିସ୍ତାନ ଚା’ର ଆମଦାନୀ ପାଇଁ ୭୦.୮୨ ବିଲିୟନ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ୨୦୨୧-୨୨ରେ ଅଧିକ ୧୩ ବିଲିୟନ ଟଙ୍କାର ଚା’ ଆମଦାନୀ କରାଯାଇଛି। ପାକିସ୍ତାନ ମନ୍ତ୍ରୀ ଇକବାଲ ଚା’ କମ ପିଇବାକୁ ଲୋକଙ୍କୁ କହିବା ପରେ ଏହାକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଛି।

ଏହାବାଦ ବିଜୁଳି ସଞ୍ଚୟ ପାଇଁ ମନ୍ତ୍ରୀ ଇକବାଲ ବ୍ୟବସାୟୀମାନଙ୍କୁ ସନ୍ଧ୍ୟା ୮.୩୦ ସୁଦ୍ଧା ମାର୍କେଟ ବନ୍ଦ କରିଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ଆମଦାନୀ କମ କରିବେରେ ସେ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story