ପାକିସ୍ତାନ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆମ୍ବୁସ୍‌ରେ ଉଡ଼ିଗଲେ

ଶ୍ରୀନଗର: ପାକିସ୍ତାନ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ। ସୀମାରେ ଜଣେ ପାକିସ୍ତାନ ସୈନିକ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ଭାରତୀୟ ସେନା ଗୁଳିରେ ନିହତ ହୋଇଛି। ଜମ୍ମୁ କଶ୍ମୀରୀର କୁପାୱାଡ଼ା ଜିଲ୍ଲା କରିନା ସେକ୍ଟରରେ ଲାଇନ୍‌ ଅଫ କଣ୍ଟ୍ରୋଲ(ଏଲଓସି)ରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ପାକିସ୍ତାନ ସୈନିକର ମୃତ ଦେହକୁ ନେଇଯିବାକୁ ଭାରତୀୟ ସେନାର ପାକିସ୍ତାନକୁ ଜଣାଇଛି।  ଗତକାଲି  କରୀନା ସେକ୍ଟରରେ ବେଟ ପକ୍ଷରୁ(ପାକିସ୍ତାନ ଆର୍ମି ବୋର୍ଡ଼ର ଆକ୍ସନ୍ ଟିମ) ପକ୍ଷରୁ ଗତକାଲି ଅନୁପ୍ରବେଶ ପାଇଁ […]

pak-shelling-along-loc

pak-shelling-along-loc

Tapas Behera
  • Published: Sunday, 02 January 2022
  • Updated: 02 January 2022, 03:50 PM IST

Sports

Latest News

ଶ୍ରୀନଗର: ପାକିସ୍ତାନ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ। ସୀମାରେ ଜଣେ ପାକିସ୍ତାନ ସୈନିକ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ଭାରତୀୟ ସେନା ଗୁଳିରେ ନିହତ ହୋଇଛି। ଜମ୍ମୁ କଶ୍ମୀରୀର କୁପାୱାଡ଼ା ଜିଲ୍ଲା କରିନା ସେକ୍ଟରରେ ଲାଇନ୍‌ ଅଫ କଣ୍ଟ୍ରୋଲ(ଏଲଓସି)ରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ପାକିସ୍ତାନ ସୈନିକର ମୃତ ଦେହକୁ ନେଇଯିବାକୁ ଭାରତୀୟ ସେନାର ପାକିସ୍ତାନକୁ ଜଣାଇଛି।  ଗତକାଲି  କରୀନା ସେକ୍ଟରରେ ବେଟ ପକ୍ଷରୁ(ପାକିସ୍ତାନ ଆର୍ମି ବୋର୍ଡ଼ର ଆକ୍ସନ୍ ଟିମ) ପକ୍ଷରୁ ଗତକାଲି ଅନୁପ୍ରବେଶ ପାଇଁ ଉଦ୍ୟମ କରାଯାଇଥିଲା।

ଏହ ସମୟରେ ଭାରାତୀୟ ସୁରକ୍ଷା ବାହିନୀ ପକ୍ଷରୁ ଜବାବ ଦିଆଯାଇଥିଲ।  ତେବେ ଗୁଳି ମାଡ଼ରେ ନିହତ ହୋଇଥିବା ସୈନିକ ପାକିସ୍ତାନର ବୋଲି ତାର ପରିଚିୟ ପତ୍ରରୁ ଜଣାପଡ଼ିଛି। ମୃତ ପାକିସ୍ତାନ ସୈନିକ ଜଣକ ହେଉଛନ୍ତି ମହମ୍ମଦ ସାବିରି ମଲ୍ଲିକ ଏବଂ ସେ ବେଟର ସଦସ୍ୟ ବୋଲି ଚିହ୍ନଟ କରାଯାଇଈଚି। ଘଟଣାରେ ମେଜର ଜେନେରାଲ ପେନ୍ଧରକର କହଇଚନ୍ତି ଯେ, ଆମ ପାଖରେ ଥିବା ଅନୁପ୍ରବେଶ ନିରୋଧ ସିଷ୍ଟମ ଦ୍ୱାରା ସୀମା ସେପଟୁ ହେଉଥିବା ଗତିବିଧି ସମ୍ପର୍କରେ ଜଣାପଡ଼ିଛି। ଶତ୍ରୁ ରାଷ୍ଟ୍ର ପକ୍ଷରୁ ଅନୁପ୍ରବେଶ ଚାଲ ଜଣାପଡ଼ିବା ପରେ ଆମ୍ବୁସ ଖଞ୍ଜା ଯାଇଥବା ଜେନେରାଲ ପେନ୍ଧେରକର କହିଛନ୍ତି । ଏଥିରେ ସମ୍ପୃକ୍ତ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ଘଟିଥିଲା।  ମୃତ ଦେହ ପାଖରୁ ଏକ ଏକେ ୪୭ ରାଇଫଲ ଓ ୭ଟି ଗ୍ରେନେଡ୍  ଜବତ କରାଯାଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଭିଲାନ୍ସକୁ ବଢ଼ାଇ ଦିଆଯାଇଛି।

ଜେନେରାଲ ପେନ୍ଧରକର କହଇଚନ୍ତି ଯେ, ପାକିସ୍ତାନ ସୀମା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି।  ପାକିସ୍ତାନ ସେନାକୁ ଆମ ପକ୍ଷରୁ ଏକ ହଟଲାଇନ ଯୋଗାଯୋଗ କରାଯାଇଛି। ମୃତ ଦେହ ପାଖରୁ ପାକିସ୍ତାନ ପରିଚୟପତ୍ର ବାହାରିଛି। ତେଣୁ  ଶବକୁ ନେଇଯିବାକୁ କୁକୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story