କୂଳଭୂଷଣ ଯାଦବଙ୍କୁ ଅପିଲ କରିବାର ସୁଯୋଗ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ନିଷ୍ପତ୍ତି ଅନୁଯାୟୀ କୂଳଭୂଷଣ ଯାଦବଙ୍କୁ ଅପିଲ କରିବାର ଅଧିକାର ପ୍ରଦାନ କରିବାକୁ ପାକିସ୍ତାନ ସଂସଦର ମିଳିତ  ବୈଠକରେ ଏକ ବିଲ୍ ପାରିତ ହୋଇଛି। ଆଇସିଜେର ନିଷ୍ପତ୍ତିକୁ ମାନି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲି ଏହି ବିଲ୍ ଆଗତ କରିଥିଲା। ପାକିସ୍ତାନ ଜେଲରେ ରହୁଥିବା ଭାରତୀୟ ସେନାଅଧିକାରୀ କୂଳଭୂଷଣଙ୍କ ମାମଲାର ପୁନିର୍ବିଚାର ପାଇଁ ପାକିସ୍ତାନ ସଂସଦକୁ ନିର୍ଦ୍ଦେଶ ଦେଇଥିଲା ଆଇସିଜେ । ୨୦୧୯ମସିହା ଜୁଲାଇରେ ଆଇସିଜେ ନିଷ୍ପତ୍ତି ଶୁଣାଇଥିଲା ଯେ, ପାକିସ୍ତାନକୁ […]

kulbhusan-jadhav

kulbhusan-jadhav

Tapas Behera
  • Published: Wednesday, 17 November 2021
  • Updated: 17 November 2021, 05:36 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ନିଷ୍ପତ୍ତି ଅନୁଯାୟୀ କୂଳଭୂଷଣ ଯାଦବଙ୍କୁ ଅପିଲ କରିବାର ଅଧିକାର ପ୍ରଦାନ କରିବାକୁ ପାକିସ୍ତାନ ସଂସଦର ମିଳିତ  ବୈଠକରେ ଏକ ବିଲ୍ ପାରିତ ହୋଇଛି। ଆଇସିଜେର ନିଷ୍ପତ୍ତିକୁ ମାନି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲି ଏହି ବିଲ୍ ଆଗତ କରିଥିଲା। ପାକିସ୍ତାନ ଜେଲରେ ରହୁଥିବା ଭାରତୀୟ ସେନାଅଧିକାରୀ କୂଳଭୂଷଣଙ୍କ ମାମଲାର ପୁନିର୍ବିଚାର ପାଇଁ ପାକିସ୍ତାନ ସଂସଦକୁ ନିର୍ଦ୍ଦେଶ ଦେଇଥିଲା ଆଇସିଜେ ।

୨୦୧୯ମସିହା ଜୁଲାଇରେ ଆଇସିଜେ ନିଷ୍ପତ୍ତି ଶୁଣାଇଥିଲା ଯେ, ପାକିସ୍ତାନକୁ ଯାଦବଙ୍କ ଦଣ୍ଡର ‘ପ୍ରଭାବୀ ସମୀକ୍ଷା ଏବଂ ପୁର୍ନବିଚାର କରିବା ଉଚିତ୍। ଏହା ସହିତ ବିଳମ୍ବ ନକରି ଭାରତକୁ କୂଟନୈତିକ ସାମର୍ଥ ପ୍ରଦାନ କରିବା ଉଚିତ୍।

ଆଇନ୍ ଅନୁସାରେ ଅଧ୍ୟାଦେଶ ସଂସଦରେ ଆଗତ ହେବା ଉଚିତ୍। ତେବେ ବିରୋଧ ସତ୍ତ୍ୱେ ଏହି ମାମଲାରେ ଇମ୍ରାନଙ୍କ ସରକାର ୨୦୨୦ରେ ପାକିସ୍ତାନ ସଂସଦରେ ଏକ ଅଧ୍ୟାଦେଶ ଉପସ୍ଥାପନ କରିଥିଲେ।  ଆନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ ଏହି ଅଧ୍ୟାଦେଶକୁ ସମୀକ୍ଷା  ମଧ୍ୟ କରିଥିଲେ। ଭାରତୀୟ ନୌସେନା ୫୦ବର୍ଷ ବୟସ୍କ ଅବସରପ୍ରାପ୍ତ ଅଧିକାରୀଙ୍କୁ ଯାଦବଙ୍କୁ ୨୦୧୭ମସିହା ଅପ୍ରେଲରେ ଏକ ପାକିସ୍ତାନୀ ସୈନ୍ୟ ଅଦାଲତ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos