ଆକାଶରେ ଉଡ଼ିଗଲା ପ୍ରାଣବାୟୁ, ଫେରି ଆସିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆକାଶରେ ଉଡ଼ିଗଲା ପ୍ରାଣବାୟୁ। ବିମାନରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କର ଘଟିଛି ମୃତ୍ୟୁ। ସେ ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିଲେ। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିବାରୁ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଛି। ଯାତ୍ରାର ୩ ଘଣ୍ଟା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା। ଏୟାର ଇଣ୍ଡିଆର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଏହି ସୂଚନା ଦେଇଛନ୍ତି। ମେଡିକାଲ ଇମାର୍ଜେନ୍ସି ପାଇଁ ବିମାନଟି ପ୍ରତ୍ୟାବର୍ତ୍ତନ […]

air-india air lines

air-india air lines

Tapas Behera
  • Published: Saturday, 04 December 2021
  • Updated: 04 December 2021, 05:23 PM IST

Sports

Latest News

ନୂଆଦିଲ୍ଲୀ: ଆକାଶରେ ଉଡ଼ିଗଲା ପ୍ରାଣବାୟୁ। ବିମାନରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କର ଘଟିଛି ମୃତ୍ୟୁ। ସେ ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିଲେ। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିବାରୁ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଛି। ଯାତ୍ରାର ୩ ଘଣ୍ଟା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା। ଏୟାର ଇଣ୍ଡିଆର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଏହି ସୂଚନା ଦେଇଛନ୍ତି। ମେଡିକାଲ ଇମାର୍ଜେନ୍ସି ପାଇଁ ବିମାନଟି ପ୍ରତ୍ୟାବର୍ତ୍ତନ କରିଥିବା କୁହାଯାଇଛି।

ବିମାନଟି ଦିଲ୍ଲୀରେ ପହଞ୍ଚିବା ପରେ ଏକ ଡାକ୍ତରୀ  ବିଶେଷଜ୍ଞ  ଟିମ୍ ପହଞ୍ଚି ସମ୍ପୃକ୍ତ ଯାତ୍ରୀଙ୍କୁ ଭଲଭାବେ ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଯାତ୍ରୀ ଜଣଙ୍କ ଆମେରିକୀୟ ହୋଇଥିବା ବେଳେ ସେ ତାଙ୍କ ପତ୍ନୀଙ୍କ ସହ ଯାତ୍ରା କରୁଥିଲେ।

ଅନ୍ୟପକ୍ଷରେ ଫ୍ଲାଇଟ୍‌ ଟାଇମ୍‌ ଡ୍ୟୁଟି ନିମୟ ଅନୁଯାୟୀ ବାକି ଯାତ୍ରୀମାନଙ୍କୁ ସେହି ବିମାନରେ ପୁଣି ନ୍ୟୁୟର୍କ ପଠାଯିବାର ବ୍ୟବସ୍ଥା କରାଯିବ। ତେଣୁ  ନୂଆ କ୍ରୁ ମେମ୍ବର ସହ  ଉକ୍ତ ବିମାନଟି ଆଜି ରାତି ପ୍ରାୟ ୪ଟାରେ ପୁଣି ଆମେରିକା ଅଭିମୁଖେ ଉଡ଼ାଣ ଭରିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ତେବେ ସମ୍ପୃକ୍ତ ଘଟଣାକୁ ନେଇ ଏୟାରପୋର୍ଟ ଥାନାରେ ରିପୋର୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story