ବଜାର ସାରା ଲାଗିଲା ନିଖୋଜ ‘ଶୁଆ’ର ପୋଷ୍ଟର, ଖୋଜି ଦେଲେ ଟଙ୍କା ପୁରସ୍କାର 

ପାଟନା: ହଜି ଯାଇଛି ପାଳିତ ଶୁଆ। ଘରୁ ଚାଲିଯିବା ପରେ ପରିବାର ଲୋକଙ୍କ ଆଖିରେ ନିଦ ନାହିଁ। ଶୁଆକୁ ଖୋଜି ଖୋଜି ନୟାନ୍ତ ହେବା ପରେ ସନ୍ଧାନ ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ପରିବାର ଳୋକେ। ହଜିଯାଇଥିବା ଶୁଆକୁ ଖୋଜି ଦେବା ପାଇଁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ନିଖୋଜ ପୋଷ୍ଟର ଲଗାଛନ୍ତି। ଏମିତି ଏକ ରୋଚକ ଘଟଣା ବିହାର ଗୟାରେ ଦେଖିବାକୁ ମିଳିଛି।  ଗୟାର ବିଭିନ୍ନ ସହରରେ ଲାଗିଛି ନିଖୋଜ ‘ଶୁଆ’ର ପୋଷ୍ଟର। ପୋଷ୍ଟରେ ଶୁଆକୁ […]

parrot

parrot

Tapas Behera
  • Published: Friday, 06 May 2022
  • Updated: 06 May 2022, 05:40 PM IST

Sports

Latest News

ପାଟନା: ହଜି ଯାଇଛି ପାଳିତ ଶୁଆ। ଘରୁ ଚାଲିଯିବା ପରେ ପରିବାର ଲୋକଙ୍କ ଆଖିରେ ନିଦ ନାହିଁ। ଶୁଆକୁ ଖୋଜି ଖୋଜି ନୟାନ୍ତ ହେବା ପରେ ସନ୍ଧାନ ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ପରିବାର ଳୋକେ। ହଜିଯାଇଥିବା ଶୁଆକୁ ଖୋଜି ଦେବା ପାଇଁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ନିଖୋଜ ପୋଷ୍ଟର ଲଗାଛନ୍ତି। ଏମିତି ଏକ ରୋଚକ ଘଟଣା ବିହାର ଗୟାରେ ଦେଖିବାକୁ ମିଳିଛି।  ଗୟାର ବିଭିନ୍ନ ସହରରେ ଲାଗିଛି ନିଖୋଜ ‘ଶୁଆ’ର ପୋଷ୍ଟର।

ପୋଷ୍ଟରେ ଶୁଆକୁ ଖୋଜି ଦେଲେ ଆର୍ଥିକ ପୁରସ୍କାର ମିଳିବ ବୋଲି ଉଲ୍ଲେଖ ରହିଛି। ପିପରପତି ରୋଡ଼ରେ ଶ୍ୟାମ ଦେବ ପ୍ରସାଦ ଗୁପ୍ତା ଏବଂ ସ୍ତ୍ରୀ ସଙ୍ଗୀତା ଗୁପ୍ତାଙ୍କର ଘର। ଏହି ଦମ୍ପତି ଜଣକ  ଏକ ଶୁଆକୁ  ଅତି ସ୍ନେହ ଶ୍ରଦ୍ଧାରେ ପାଳିଥିଲେ। ହେଲେ ଶୁଆଟି ନିଖୋଜ ହୋଇଯିବା ପରେ  ଗୁପ୍ତା ଦମ୍ପତିଙ୍କ ମନ ଭାଙ୍ଗିଯାଇଛି। ମାସେ ହେବ ଶୁଆଟି ହଜିଯାଇଛି।

ଅତି ଆପଣାର ଶୁଆକୁ ଖୋଜିବା  ପାଇଁ ଗୁପ୍ତା ଦମ୍ପତି ଅନେକ ପ୍ରୟାସ କରିଛନ୍ତି। ଏମିତି କି ସୋଶାଲ ମିଡିଆ ଫେସବୁକ୍ ଏବଂ ହ୍ୱାଟସଆପ୍‌ର ମେସେଜ ଛାଡ଼ି  ସାହାରା ନେଇଛନ୍ତି। ଆଉ ଶେଷରେ ବିଫଳ ହେବା ପରେ ସେମାନେ ନିଖୋଜ ପୋଷ୍ଟର ଲଗାଇଛନ୍ତି। ଯିଏ ତାଙ୍କ ଶୁଆକୁ ଖୋଜି ଆଣିବ ତାଙ୍କୁ  ୫,୧୦୦ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା ମଧ୍ୟ କରିଛନ୍ତି। ପୋଷ୍ଟରରେ ସେହି ଶୁଆର ଫଟୋ ରହିଛି। ଶୁଆଟିକୁ ୧୨ ବର୍ଷ ଧରି ପାଳିଥିବା ଶ୍ୟାମ ଦେବ ପ୍ରସାଦ ଗୁପ୍ତା କହିଛନ୍ତି। ହେଲେ ଗତ ଏପ୍ରିଲ ୫ରେ ଶୁଆଟି କେଉଁ ଆଡ଼େ ଉଡ଼ିଯାଇଥିବା ସେ କହିଛନ୍ତି । ଯିଏ ଶୁଆଟିକୁ ରଖିଥିବେ ଫେରାଇ ଦେବାକୁ  ସେ ଅନୁରୋଧ କରିଛନ୍ତି । ସେ କେବଳ  ଶୁଆ ନଥିଲା ବରଂ ଆମ ଘରର ସଦସ୍ୟ ଥିଲା । ନାଁ ତାର ପୋପ ଥିଲା ବୋଲି ଶ୍ୟାମ ଦେବ ପ୍ରସାଦ ଗୁପ୍ତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story