ବସ୍‌ରେ ଗୀତ ଶୁଣିଲେ କିମ୍ବା ଭିଡିଓ ଦେଖିଲେ ତଡ଼ା ଖାଇବେ

ବେଙ୍ଗାଲୁରୁ: ଏଣିକି ବସ୍‌ରେ ଯାତ୍ରା କରିବା ବେଳେ କେହି ବି ମୋବାଇଲ ସ୍ପିକରରେ ଜୋର୍‌ରେ ସାଉଣ୍ଡ ଦେଇ ଗୀତ ଶୁଣି ପାରିବେ ନାହିଁ କିମ୍ବା ଭିଡିଓ ଦେଖିପାରିବେ ନାହିଁ। ଯଦି କେହି ଏପରି କରିବେ, ତା’ହେଲେ ତାଙ୍କୁ ବସ୍‌ ମଧ୍ୟରୁ ଓହ୍ଲାଇ ଦିଆଯିବ। ଜଣଙ୍କ ମୋବାଇଲ ସାଉଣ୍ଡ ଦ୍ୱାରା ଅନ୍ୟ ଜଣେ ଯାତ୍ରୀ ଅସୁବିଧାରେ ପଡ଼ୁଥିବାରୁ କର୍ଣ୍ଣାଟକା ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକା ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ (କେଏସ୍‌ଆରଟିସି) ବସ୍‌ରେ ଯାଉଥିବା ଲୋକଙ୍କ କ୍ଷେତ୍ରରେ […]

Bus

Bus

Hemant Lenka
  • Published: Friday, 12 November 2021
  • Updated: 12 November 2021, 06:40 PM IST

Sports

Latest News

ବେଙ୍ଗାଲୁରୁ: ଏଣିକି ବସ୍‌ରେ ଯାତ୍ରା କରିବା ବେଳେ କେହି ବି ମୋବାଇଲ ସ୍ପିକରରେ ଜୋର୍‌ରେ ସାଉଣ୍ଡ ଦେଇ ଗୀତ ଶୁଣି ପାରିବେ ନାହିଁ କିମ୍ବା ଭିଡିଓ ଦେଖିପାରିବେ ନାହିଁ। ଯଦି କେହି ଏପରି କରିବେ, ତା’ହେଲେ ତାଙ୍କୁ ବସ୍‌ ମଧ୍ୟରୁ ଓହ୍ଲାଇ ଦିଆଯିବ। ଜଣଙ୍କ ମୋବାଇଲ ସାଉଣ୍ଡ ଦ୍ୱାରା ଅନ୍ୟ ଜଣେ ଯାତ୍ରୀ ଅସୁବିଧାରେ ପଡ଼ୁଥିବାରୁ କର୍ଣ୍ଣାଟକା ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

କର୍ଣ୍ଣାଟକା ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ (କେଏସ୍‌ଆରଟିସି) ବସ୍‌ରେ ଯାଉଥିବା ଲୋକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ବସ୍‌ ଭିତରେ ଅନେକ ସମୟରେ ଲୋକମାନେ ଅନେକ ସମୟରେ ନିଜ ମୋବାଇଲ ସ୍ପିକରରେ ଖୁବ ଜୋର୍‌ରେ ସାଉଣ୍ଡ ଦେଇ ଗୀତ ବଜାନ୍ତି। କେହି କେହି ଭିଡିଓ ମଧ୍ୟ ଦେଖନ୍ତି।

ଏହା ଉପରେ ରୋକ ଲଗାଇବା ପାଇଁ କର୍ଣ୍ଣାଟକା ହାଇକୋର୍ଟରେ ଗୋଟିଏ ରିଟ୍‌ ପିଟିସନ ଦାଏର କରାଯାଇଥିଲା। ଏହାର ଶୁଣାଣି ହାଇକୋର୍ଟ କରିଛନ୍ତି। ଆବେଦନକାରୀ ବସ୍‌ ଭିତରେ ଶବ୍ଦ ଜନିତ ବିଶୃଙ୍ଖଳାକୁ ରୋକିବା ପାଇଁ ଗୀତ ବଜାଇବା ଉପରେ ବ୍ୟାନ ଲଗାଇବାକୁ କହିଥିଲେ।

କୋର୍ଟ ଏହାକୁ ବିଚାରକୁ ନେଇ କହିଛନ୍ତି, ବସ୍‌ ଭିତରେ କିଛି ଲୋକ ଜୋର୍‌ରେ ସାଉଣ୍ଡ ଦେଇ ଗୀତ ଓ ଭିଡିଓ ଦେଖୁଥିବାରୁ ଅନ୍ୟ ଯାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି। ତେଣୁ ଏହା ବନ୍ଦ ହେବା ଜରୁରୀ। ଯଦି କେହି ବସ୍‌ ଭିତରେ ଏପରି କାମ କରୁଛି, ତେବେ ତାଙ୍କୁ ପ୍ରଥମେ ବସ୍‌ ଅଧିକାରୀମାନେ ଏହା ନ କରିବାକୁ କହିବେ। ତଥାପି ଯଦି ସେ କଥା ନ ଶୁଣି ଜୋରରେ ଗୀତ ବଜାଇବେ, ତା’ହେଲେ ତାଙ୍କୁ ବସ୍‌ରୁ ଓହ୍ଲାଇ ଦିଆଯିବ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହାଇକୋର୍ଟ ନିଜ ନିର୍ଦ୍ଦେଶନାମାରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story