ପି.ଏମ୍‌-କିଷାନ ଯୋଜନା ପୂରଣ କଲା ଦୁଇବର୍ଷ

ନୂଆଦିଲ୍ଲୀ: ଅନ୍ତିମ ସାଧାରଣ ନିର୍ବାଚନ ବେଳେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପି.ଏମ. କିଷାନ ଯୋଜନା। କୃଷକମାନଙ୍କ ଜୀବନରେ ସମୃଦ୍ଧି ଆଣିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ପି.ଏମ.-କିଷାନ ଯୋଜନାକୁ ଆଜି ଦୁଇବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଦୁଇବର୍ଷ ପୂର୍ବେ ଆଜିର ଦିନରେ ଦେଶକୁ ଅନ୍ନ ଯୋଗାଇ ଆସୁଥିବା ଆମର କଠିନ ପରିଶ୍ରମୀ ଚାଷୀ ଭାଇମାନଙ୍କ  ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ପି.ଏମ-କିଷାନ […]

PM-KISAN

PM-KISAN

Subhransu Sekhar
  • Published: Wednesday, 24 February 2021
  • Updated: 24 February 2021, 09:36 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତିମ ସାଧାରଣ ନିର୍ବାଚନ ବେଳେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପି.ଏମ. କିଷାନ ଯୋଜନା। କୃଷକମାନଙ୍କ ଜୀବନରେ ସମୃଦ୍ଧି ଆଣିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ପି.ଏମ.-କିଷାନ ଯୋଜନାକୁ ଆଜି ଦୁଇବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଦୁଇବର୍ଷ ପୂର୍ବେ ଆଜିର ଦିନରେ ଦେଶକୁ ଅନ୍ନ ଯୋଗାଇ ଆସୁଥିବା ଆମର କଠିନ ପରିଶ୍ରମୀ ଚାଷୀ ଭାଇମାନଙ୍କ  ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ପି.ଏମ-କିଷାନ ଯୋଜନା ଆରମ୍ଭ ହୋଇଥିଲା। ଆମ କୃଷକମାନଙ୍କ ଦୃଢତା ଏବଂ ଆବେଗ ଖୁବ୍ ଉତ୍ସାହଜନକ ବୋଲି ମୋଦି କହିଛନ୍ତି।

କୃଷି କ୍ଷେତ୍ରରେ ପରିବର୍ତ୍ତନ  ଆଣିବା ପାଇଁ ଗତ ସାତବର୍ଷ ମଧ୍ୟରେ ସରକାର ଅନେକ ପଦକ୍ଷେପମାନ ନେଇଛନ୍ତି। ଉନ୍ନତ ଜଳସେଚନଠାରୁ ଆରମ୍ଭ କରି ଅଧିକ ବୈଷୟିକ ଜ୍ଞାନ, ଅଧିକ ଋଣ ଓ ବଜାର ଉପଲବ୍ଧତା ସହ ଉପଯୁକ୍ତ ଶସ୍ୟବୀମା, ଦଲାଲଙ୍କୁ ହଟାଇବା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଭଳି ସବୁ ପଦକ୍ଷେପ ନିଆଯାଇଛି। ଏକ ଐତିହାସିକ ଏମ.ଏସ.ପି. ବୃଦ୍ଧି କରିବାର ଶ୍ରେୟ ମଧ୍ୟ ତାଙ୍କ ସରକାରର ବଡ଼ ଉପଲବ୍ଧି ବୋଲି ମୋଦି କହିଛନ୍ତି। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ତାଙ୍କ ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

https://twitter.com/narendramodi/status/1364437599570436101?s=20

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ପ୍ରତିବର୍ଷ କେନ୍ଦ୍ର ସରକାର ୬ ହଜାର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଅନ୍ତି। ପ୍ରତି ଚାରି ମାସରେ ଦୁଇ ହଜାର ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସରକାର ଟଙ୍କା ପଠାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story