ମୋଦିଙ୍କ ବଡ଼ ଘୋଷଣା, ଦେଢ଼ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରି

ନୂଆଦିଲ୍ଲୀ: ଲୋକଙ୍କୁ ସରକାରୀ ଚାକିରି ଦେବା କ୍ଷେତ୍ରରେ ମୋଦି ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ। ଏନେଇ ଆଜି ମୋଦି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି। ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ମିଶନ ମୋଡରେ ଚାକିରି ଦେବା ପାଇଁ ପିଏମ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ […]

modi

modi

Madhupriya Mistry
  • Published: Tuesday, 14 June 2022
  • Updated: 14 June 2022, 03:39 PM IST

Sports

Latest News

ନୂଆଦିଲ୍ଲୀ: ଲୋକଙ୍କୁ ସରକାରୀ ଚାକିରି ଦେବା କ୍ଷେତ୍ରରେ ମୋଦି ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ। ଏନେଇ ଆଜି ମୋଦି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି।

ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି। ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ମିଶନ ମୋଡରେ ଚାକିରି ଦେବା ପାଇଁ ପିଏମ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଏନେଇ ଟୁଇଟ୍ କରାଯାଇଛି।

https://twitter.com/PMOIndia/status/1536558426352123904?s=20&t=YR0XJw8Aq7p0DAeHM3rovg

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପିଏମ୍‌ଓ ତରଫରୁ ଚାକିରି ଘୋଷଣା ପରେ ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆଉ ଏକ ପଦକ୍ଷେପ। ସରକାରଙ୍କ ଧ୍ୟନ ବର୍ତ୍ତମାନ ଲୋକଙ୍କ ଆଡକୁ ଆସିଛି ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି।

କହିରଖୁ କି ବେରୋଜଗାର ପ୍ରସଙ୍ଗରେ ବିରୋଧୀ ଦଳ କ୍ରମାଗତ ଭାବରେ ବିଜେପିକୁ ଘେରୁଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ମୋଦି ସରକାରଙ୍କୁ ଅନେକ ଥର ଟାର୍ଗେଟ କରିଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ବିରୋଧୀ ଦଳର ପ୍ରଶ୍ନର ଉତ୍ତର ମଧ୍ୟ ଦେବ ଏବଂ ଦେଶରେ ବେକାରୀ ସମସ୍ୟା ଦୂର କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ହୋଇନାହିଁ। ଏଭଳି ପରିସ୍ଥିତିରେ ପିଏମ ମୋଦିଙ୍କ ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି। ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ ବିଭାଗରେ ଖାଲିଥିବା ପଦବୀ ପୂରଣ ପ୍ରସଙ୍ଗରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story