୫୯୪ କିମି ଗଙ୍ଗା ଏକ୍ସପ୍ରେସୱେର ଶିଳାନ୍ୟାସ କଲେ ମୋଦି

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ୫୯୪ କିମି ଲମ୍ବ ଗଙ୍ଗା ଏକ୍ସପ୍ରେସୱେର ଶିଳାନ୍ୟାସ କରିଛନ୍ତି। ଏହି ଭିତ୍ତିପ୍ରସ୍ତର ଉତ୍ସବରେ ଜନତାଙ୍କୁ ସମ୍ବୋଧିତ କରିଥିଲେ ମୋଦି। ସେ କହିଛନ୍ତି ଯେ, ଗଙ୍ଗା ଏକ୍ସପ୍ରେସୱେ ଚାଷୀ ଏବଂ ଯୁବକଙ୍କ ସମେତ ସମସ୍ତଙ୍କ ପାଇଁ ଅସୀମ ସୁଯୋଗ ଆଣିବ। ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ବିକାଶର ଦ୍ୱାର ଖୋଲିବ। ଏଥିସହ ହଜାର ହଜାର ଯୁବକମାନଙ୍କ ପାଇଁ ଅନେକ ଚାକିରି ଏବଂ ଅନେକ ନୂତନ ସୁଯୋଗ ଆଣିବ ବୋଲି […]

Modi

Modi

Tapas Behera
  • Published: Saturday, 18 December 2021
  • Updated: 18 December 2021, 05:16 PM IST

Sports

Latest News

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ୫୯୪ କିମି ଲମ୍ବ ଗଙ୍ଗା ଏକ୍ସପ୍ରେସୱେର ଶିଳାନ୍ୟାସ କରିଛନ୍ତି। ଏହି ଭିତ୍ତିପ୍ରସ୍ତର ଉତ୍ସବରେ ଜନତାଙ୍କୁ ସମ୍ବୋଧିତ କରିଥିଲେ ମୋଦି। ସେ କହିଛନ୍ତି ଯେ, ଗଙ୍ଗା ଏକ୍ସପ୍ରେସୱେ ଚାଷୀ ଏବଂ ଯୁବକଙ୍କ ସମେତ ସମସ୍ତଙ୍କ ପାଇଁ ଅସୀମ ସୁଯୋଗ ଆଣିବ। ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ବିକାଶର ଦ୍ୱାର ଖୋଲିବ। ଏଥିସହ ହଜାର ହଜାର ଯୁବକମାନଙ୍କ ପାଇଁ ଅନେକ ଚାକିରି ଏବଂ ଅନେକ ନୂତନ ସୁଯୋଗ ଆଣିବ ବୋଲି ମୋଦି କହିଛନ୍ତି।

ମିରଟ, ହାପୁର, ବୁଲନ୍ଦସହର, ଆମ୍ରୋହା, ସମ୍ୱାଲ, ଶାହାଜାହାନପୁର, ଉନ୍ନାଓ, ରାୟବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମୋଦି କହିଥିଲେ। ପ୍ରାୟ ୬୦୦କିଲୋମିଟର ବିଶିଷ୍ଟ ଦୀର୍ଘ ଏହି ଏକ୍ସପ୍ରେସୱେରେ ୩୬,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଗଙ୍ଗା ଏକ୍ସପ୍ରେସୱେ ଉକ୍ତ ଅଞ୍ଚଳକୁ ନୂଆ ଶିଳ୍ପ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମି ପିଢ଼ି ପାଇଁ ଭିତ୍ତିଭୂମି କ୍ଷେତ୍ରରେ ଉତ୍ତରପ୍ରଦେଶ ସବୁଠାରୁ ଆଧୁନିକ ରାଜ୍ୟ ଭାବେ ପରିଗଣିତ ହେବ। ସେଦିନ ବହୁତ ଦୂର ନୁହେଁ ବୋଲି ମୋଦି କହିଥିଲେ। ୟୁପିରେ ଏକ୍ସପ୍ରେସୱେଜ୍ ନେଟୱର୍କରେ ଓ ନୂତନ ବିମାନ ବନ୍ଦର, ନୂତନ ରେଳପଥ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ପୂର୍ବରୁ ଜନସାଧାରଣଙ୍କ ଟଙ୍କାକୁ କେମିତି ଖର୍ଚ୍ଚ କରାଯାଉଥିଲା ଏବେ କେମିତି ବିକାଶରେ ଖର୍ଚ୍ଚ କରାଯାଉଛି ତାହାର ଚିତ୍ର ଆପଣ ଦେଖିପାରୁଥିବେ।ବିରୋଧୀ ଏବଂ ପୂର୍ବତନ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ଆଗରୁ କେବଳ କିଛି ନିର୍ଦ୍ଦିଷ୍ଟ ଲୋକ ଉପକୃତ ହେଉଥିଲେ। ବର୍ତ୍ତମାନ ସମସ୍ତେ ଏହାର ଲାଭ ପାଇଁ ସୁଯୋଗ ପାଇଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ ଧ୍ୟାନ ହେଉଛି "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରାୟାସ। ବିକାଶ ଏବଂ ଐତିହ୍ୟକୁ ନେଇ କିଛି ରାଜନୈତତିକ ଦଳର ସମସ୍ୟା ରହିଛି ବୋଲି ମୋଦି କହିଥିଲେ।  କାରଣ ସେମାନଙ୍କ ଭୋଟ୍ ବ୍ୟାଙ୍କ ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ମୋଦି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶଂସା କରିଥିଲେ। ୟୁପିରେ ଯୋଗୀ ଉପଯୋଗୀ ବୋଲି ମୋଦି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story