କମୁଛି କରୋନା ସଂକ୍ରମଣ, ଆଜି ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଛି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୫ଟାରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ବୋଲି ପିଏମଓ ପକ୍ଷରୁ ଟ୍ୱିଟ କରାଯାଇଛି। ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏପ୍ରିଲ ମାସରୁ ଦେଶରେ ବୃଦ୍ଧି ପାଇବାରେ ଲାଗିଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ଓ ଶଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଏବେ ସଂକ୍ରମଣ […]

Modi

Modi

Hemant Lenka
  • Published: Monday, 07 June 2021
  • Updated: 07 June 2021, 04:35 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଛି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୫ଟାରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ବୋଲି ପିଏମଓ ପକ୍ଷରୁ ଟ୍ୱିଟ କରାଯାଇଛି।

ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏପ୍ରିଲ ମାସରୁ ଦେଶରେ ବୃଦ୍ଧି ପାଇବାରେ ଲାଗିଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ଓ ଶଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଏବେ ସଂକ୍ରମଣ ହ୍ରାସ ପାଇବା ସହ ବିଭିନ୍ନ ରାଜ୍ୟରେ କଟକଣା କୋହଳ କରାଯାଉଛି। ଏସବୁ ଭିତରେ ମୋଦି କ’ଣ କହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଗତ ୨୪ ଘଣ୍ଟାରେ ଦେଶରେ ବିଗତ ୬୦ ଦିନ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ୧ ଲକ୍ଷ ୬୩୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୃତ୍ୟୁସଂଖ୍ୟା ମଧ୍ୟ ୨୪୨୭କୁ ହ୍ରାସ ପାଇଛି। ଏବେ ଦେଶରେ ଆକ୍ଟିଭ କେସ ସଂଖ୍ୟା ପ୍ରାୟ ୧୪ ଲକ୍ଷ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଶେଷଥର ପାଇଁ କରୋନା ସମ୍ପର୍କରେ ଦେଶବାସୀଙ୍କୁ ଏପ୍ରିଲ ୨୦ରେ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ସଂକ୍ରମଣ ରୋକିବାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହାପରେ ସଂକ୍ରମଣ ବଢ଼ିଥିଲେ ହେଁ ମୋଦି କୌଣସି ପ୍ରକାରର ଦେଶବାସୀଙ୍କୁ ସମ୍ବୋଧନ କରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story