ଷ୍ଟେସନରେ ସ୍ୱାମୀ ଆଗରୁ ସ୍ତ୍ରୀକୁ ଟେକି ନେଇ ଗଣ ଦୁଷ୍କର୍ମ

ଅମରାବତୀ: ନିଜର ୩ ଜଣ ପିଲା ସହ ଜଣେ ଗର୍ଭବତୀ ମହିଳା ଟ୍ରେନ୍‌ରେ ଯାତ୍ରା ପାଇଁ ଷ୍ଟେସନରେ ଅପେକ୍ଷା କରିଥିଲେ। ସାଙ୍ଗରେ ସ୍ୱାମୀ ମଧ୍ୟ ଥିଲେ। ହେଲେ ଏହିସମୟରେ ୩ ଜଣ ଦୁର୍ବୃତ୍ତ ଆସି ସମସ୍ତଙ୍କ ଆଗରୁ ମହିଳାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶର ବପତାଲା ଜିଲ୍ଲାର ରିପାଲେ ରେଲୱେ ଷ୍ଟେସନରେ ଏହି ଅଭାବନୀୟ ଘଟଣା ଘଟିଛି।  ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତ ମାନେ ତାଙ୍କ ସ୍ତ୍ରୀକୁ ଟେକି ନେଥିବା […]

railway

railway

Tapas Behera
  • Published: Monday, 02 May 2022
  • Updated: 02 May 2022, 01:17 PM IST

Sports

Latest News

ଅମରାବତୀ: ନିଜର ୩ ଜଣ ପିଲା ସହ ଜଣେ ଗର୍ଭବତୀ ମହିଳା ଟ୍ରେନ୍‌ରେ ଯାତ୍ରା ପାଇଁ ଷ୍ଟେସନରେ ଅପେକ୍ଷା କରିଥିଲେ। ସାଙ୍ଗରେ ସ୍ୱାମୀ ମଧ୍ୟ ଥିଲେ। ହେଲେ ଏହିସମୟରେ ୩ ଜଣ ଦୁର୍ବୃତ୍ତ ଆସି ସମସ୍ତଙ୍କ ଆଗରୁ ମହିଳାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶର ବପତାଲା ଜିଲ୍ଲାର ରିପାଲେ ରେଲୱେ ଷ୍ଟେସନରେ ଏହି ଅଭାବନୀୟ ଘଟଣା ଘଟିଛି।  ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତ ମାନେ ତାଙ୍କ ସ୍ତ୍ରୀକୁ ଟେକି ନେଥିବା ଅଭିଯୋଗ ହୋଇଛି । ସ୍ୱାମୀ ଜଣକ ଯେତେ ଚିଲାଇଥିଲେ ମଧ୍ୟ କୌଣସି ଆରପିଏଫ କର୍ମଚାରି ସାହାଯ୍ୟ କରିବାକୁ ଆସି ନଥିଲେ। ମହିଳା ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବଳକ ଅଛି।

ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।  ଏହି ପରିବାର  ଗୁଣ୍ଠୁରରୁ  କ୍ରିଷ୍ଣା ଜିଲ୍ଲାକୁ ଯାତ୍ରା କରୁଥିଲେ। ଏହି ପରିବାରର ଘର ହେଉଛି ପ୍ରକାଶମ ଜିଲ୍ଲାରେ। କାମ ସନ୍ଧାନରେ ଏହି ପରିବାର ଶନିବାର ରାତିରେ ରିପାଲେ  ରେଲୱେ ଷ୍ଟେସନରେ ଅପେକ୍ଷା  କରିଥିଲେ । ଗାଡ଼ି ଆସିବାକୁ ସମୟ ଥିବାରୁ ପରିବାର ଲୋକେ ଷ୍ଟେସନରେ ଥିବା ବେଞ୍ଚରେ ଶୋଇପଡ଼ିଥିଲେ ।

ସେମାନଙ୍କୁ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ ଆସି ଉଠାଇଥିଲେ। ଏମାନେ ସମସ୍ତେ ମଦ୍ୟପାନ କରି ନିଶାସକ୍ତ ଥିଲେ। ସେମାନେ ପ୍ରଥମେ ମହିଳାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ।  ପରେ ସେମାନେ ତାଙ୍କ ସ୍ତ୍ରୀଙ୍କୁ ଜବରଦସ୍ତ ଟେକି ନେଇଥିଲେ। ଆଉ ଷ୍ଟେସନ ବାହାରେ ଗଣ ଦୁଷ୍କର୍ମ କରିଥିଲେ। ସ୍ୱାମୀ ଜଣକ ରେଲୱେ ପୁଲିସକୁ ଜଣାଇ ସାହାଯ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ କେହି ସାହାଯ୍ୟ କରିନଥିଲେ। ପରେ ମହିଳା ଜଣଙ୍କୁ ଏକ ବସରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story