କିଛି ଲୋକଙ୍କ ଅଭ୍ୟାସ ରିବନ୍ ଫିତା କାଟିବା: ମୋଦି

ଲକ୍ଷ୍ନୋ: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶକୁ ମାରାଥନଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ୍ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହିପରିପ୍ରକ୍ଷୀରେ ଆଜି ପ୍ରଧାନମମନ୍ତ୍ରୀ ମୋଦି ଲକ୍ଷ୍ନୋଠାରୁ ୧୫୦ କିମି ଦୂର ବଳରାମପୁରରେ  ୯,୮୦୦ କୋଟି ଟଙ୍କାର କେନାଲ ମେଗା ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।  ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ। ଅଖିଳେଶଙ୍କ ବିରୋଧରେ ଏକାଧିକ ଦୁର୍ନୀତିର […]

Modi

Modi

Tapas Behera
  • Published: Saturday, 11 December 2021
  • Updated: 11 December 2021, 03:55 PM IST

Sports

Latest News

ଲକ୍ଷ୍ନୋ: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶକୁ ମାରାଥନଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ୍ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହିପରିପ୍ରକ୍ଷୀରେ ଆଜି ପ୍ରଧାନମମନ୍ତ୍ରୀ ମୋଦି ଲକ୍ଷ୍ନୋଠାରୁ ୧୫୦ କିମି ଦୂର ବଳରାମପୁରରେ  ୯,୮୦୦ କୋଟି ଟଙ୍କାର କେନାଲ ମେଗା ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।  ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ।

ଅଖିଳେଶଙ୍କ ବିରୋଧରେ ଏକାଧିକ ଦୁର୍ନୀତିର ଅଭିଯୋଗ ଆଣି ମୋଦି ବର୍ଷିଥିଲେ। ମୋଦି କହିଥିଲେ ଆଜି ମୁଁ ଦିଲ୍ଲୀରୁ ବାହାରିବା ବେଳେ କେହି କିଛି କୁହନ୍ତୁ ସେଥିପାଇଁ ମୁଁ ଅପେକ୍ଷା କରିଥିଲି। ମୋଦି କହିଥିଲେ ଯେ, ଏହି ପ୍ରକଳ୍ପ ପାଇଁ ଆମେ ଶିଳାନ୍ୟାସ କରିଥିଲୁ।  କିଛି ଲୋକଙ୍କ ଅଭ୍ୟାସ ହେଉଛି ରିବନ ଫିତା କାଟି ଶିଳାନ୍ୟାସ କରିବା। କାମ ସେମାନଙ୍କ ପାଇଁ କେବଳ ଗୋଟିଏ କଳ୍ପନା। କିନ୍ତୁ ଆମର ପ୍ରତିବଦ୍ଧତା ଅଛି  ଏବଂ ଆମେ କାର୍ଯ୍ୟକାରୀ କରୁ ବୋଲି ସେ କହିଛନ୍ତି।  ରିବନ କାଟିବା ପରେ କାମକୁ ଭୁଲିଯିବା ସେମାନଙ୍କ ପ୍ରକୃତି ଅଟେ।

ସେ କହିଛନ୍ତି ଯେ, ଏହା  ସତ୍ୟ ଯେ, ସେମାନନେ ଦଶନ୍ଧି ଆଗରୁ ଫିତା କାଟିଛନ୍ତି । କିନ୍ତୁ ସେମାନେ କେବଳ ସେହି ରିବନ ଫିତା କାଟିଥାନ୍ତି। ଆମର ଡବଲ ଇଞ୍ଜିନର ସରକାର ପ୍ରକୃତି ହେଉଛି କାର୍ଯ୍ୟ ଶେଷ କରି ଠିକ୍‌ ସମୟରେ ଜନତାଙ୍କ ହାତକୁ ହସ୍ତାନ୍ତର କରିବା । ଏହି ଅବସରରେ ସେ ପୂର୍ବତନ ସରକାରଙ୍କୁ ଦଣ୍ଡିତ କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ। ଆଜି ସକାଳେ ସୂର୍ଯ୍ୟ ପ୍ରକଳ୍ପକୁ ନେଇ ସମାଜବାଦିପାର୍ଟି ନେତା ଅଖିଳେଶ ଯାଦବ ଏକ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ ଯେ, ତାଙ୍କ ଶାସନ କାଳରେ ଏହି ପ୍ରକଳ୍ପର ୭୫ ପ୍ରତିଶତ କାର୍ଯ୍ୟ ସରିଥିଲା। ହେଲେ ଏହାକୁ ଶେଷ କରିବାକୁ ବିଜେପି ସରକାରକୁ ୫ ବର୍ଷ ଲାଗିଗଲା। ଏହାକୁ ନେଇ ମୋଦି ଉପରୋକକ୍ତ ମନ୍ତବ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story