ମୁକୁଳିଲେ ପ୍ରିୟଙ୍କା ଗାନ୍ଧି, ଭଉଣୀଙ୍କୁ ସାଙ୍ଗରେ ଧରି ବାହାରିଲେ ରାହୁଲ  

ଲକ୍ଷ୍ନୌ: ମୁକୁଳିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଆଉ ଭଉଣୀଙ୍କୁ ସାଙ୍ଗରେ ଧରି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଖିମପୁର ଗସ୍ତରେ ବାହାରିଛନ୍ତି। ଆଜି  ଲଖିମପୁର ଯିବାକୁ ଅନୁମତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିଥିଲେ  । ସେଠାରେ ଭଉଣୀ ପ୍ରିୟଙ୍କାଙ୍କୁ ନେଇ ସୀତାପୁରରୁ ଲଖିମପୁର ଅଭିମୁଖେ ଯାତ୍ରା କରିଛନ୍ତି ରାହୁଲ। ଏହି ସମୟରେ ସୀତାପୁର ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଥିଲା। କଂଗ୍ରେସ କର୍ମୀମାନେ ସ୍ଲୋଗାନ ଦେବା ସହ ପୁଲିସ ସହ […]

7901

7901

Tapas Behera
  • Published: Wednesday, 06 October 2021
  • Updated: 06 October 2021, 08:39 PM IST

ଲକ୍ଷ୍ନୌ: ମୁକୁଳିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଆଉ ଭଉଣୀଙ୍କୁ ସାଙ୍ଗରେ ଧରି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଖିମପୁର ଗସ୍ତରେ ବାହାରିଛନ୍ତି। ଆଜି  ଲଖିମପୁର ଯିବାକୁ ଅନୁମତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିଥିଲେ  । ସେଠାରେ ଭଉଣୀ ପ୍ରିୟଙ୍କାଙ୍କୁ ନେଇ ସୀତାପୁରରୁ ଲଖିମପୁର ଅଭିମୁଖେ ଯାତ୍ରା କରିଛନ୍ତି ରାହୁଲ। ଏହି ସମୟରେ ସୀତାପୁର ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଥିଲା। କଂଗ୍ରେସ କର୍ମୀମାନେ ସ୍ଲୋଗାନ ଦେବା ସହ ପୁଲିସ ସହ ଯୁକ୍ତିତର୍କ ହୋଇଥିଲା।

୪୮ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧିଙ୍କୁ ବୁଧବାର ମୁକ୍ତ କରାଯାଇଥିଲା। ସୀତାପୁର ସବ-ଡିଭିଜନାଲ ମାଜିଷ୍ଟ୍ରେଟ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧିଙ୍କୁ ମୁକ୍ତ କରାଯା‌ଇଛି। ସୋମବାର ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖାଯାଇଥିଲା । ଲଖିମପୁର ଖେରୀ ପରିଦର୍ଶନ ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଏହାକୁ ଉଲ୍ଲଂଘନ କରିଥିବାରୁ  ପ୍ରିୟଙ୍କାଙ୍କ  ବିରୋଧରେ ମାମଲା ରୁଜୁ ହୋଇଥିଲା। ଏଥିସହ ତାଙ୍କୁ ଗିରଫ କରାଯାଇଥିଲା।

ତେବେ ଏହାରି ଭିତରେ ଉତ୍ତର ପ୍ରଦେଶ ସରକାର ରାହୁଲ, ପ୍ରିୟଙ୍କା ଓ ଅନ୍ୟ ୩ କଂଗ୍ରେସ ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ଦେଇଥିଲେ। ପୂର୍ବରୁ କଂଗ୍ରେସ ଅନୁମତି ପାଇଁ ଚିଠି ଲେଖିଥିଲେ ହେଁ ଏହାକୁ ଯୋଗୀ ସରକାର ଅଗ୍ରାହ୍ୟ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ଏବେ ଚାପରେ ପଡ଼ି ନିଜର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story