ମନ୍ତ୍ରୀଙ୍କ ବୟାନକୁ ନେଇ ତମ୍ବି ତୋଫାନ, କହିଲେ- ରାଜସ୍ଥାନ ଏବେ ପୁରୁଷଙ୍କ ପ୍ରଦେଶ

ଜୟପୁର: ଦୁଷ୍କର୍ମ ମାମଲାରେ ସମଗ୍ର ଦେଶରେ ଆଗରେ ରହିଛି ରାଜସ୍ଥାନ । ଯାହାକି ଖୁବ୍‌ ଚିନ୍ତାଜନକ ଓ ଲଜ୍ଜାଜନକ ବିଷୟ। ହେଲେ ଏପରି ଚିନ୍ତାଜନକ ପ୍ରସଙ୍ଗରେ ଆଲୋଚନା ସମୟରେ ରାଜସ୍ଥାନର ସଂସଦୀୟ କାର୍ଯ୍ୟମନ୍ତ୍ରୀ ଶାନ୍ତି ଧାରୀବାଲଙ୍କ ବିବାଦୀୟ ବୟାନ ସମ୍ମୁଖକୁ ଆସିଛି। ନିଜ ବୟାନରେ ମନ୍ତ୍ରୀଜଣକ ରାଜସ୍ଥାନ ଏବେ ପୁରୁଷଙ୍କ ପ୍ରଦେଶ ହୋଇଗଲା ବୋଲି କହିଛନ୍ତି। ମନ୍ତ୍ରୀଙ୍କ ନିକଟରେ ବସିଥିବା କଂଗ୍ରେସ ବିଧାୟକ ମନ୍ତ୍ରୀଙ୍କ ଏହି ବୟାନରେ ସହମତ ଥିବା ଦେଖାଯାଇଛି।  ଯାହାକୁ ନେଇ ଆରମ୍ଭ ହୋଇଯାଇଛି […]

mnister

mnister

Niharika Rout
  • Published: Thursday, 10 March 2022
  • Updated: 10 March 2022, 11:06 AM IST

Sports

Latest News

ଜୟପୁର: ଦୁଷ୍କର୍ମ ମାମଲାରେ ସମଗ୍ର ଦେଶରେ ଆଗରେ ରହିଛି ରାଜସ୍ଥାନ । ଯାହାକି ଖୁବ୍‌ ଚିନ୍ତାଜନକ ଓ ଲଜ୍ଜାଜନକ ବିଷୟ। ହେଲେ ଏପରି ଚିନ୍ତାଜନକ ପ୍ରସଙ୍ଗରେ ଆଲୋଚନା ସମୟରେ ରାଜସ୍ଥାନର ସଂସଦୀୟ କାର୍ଯ୍ୟମନ୍ତ୍ରୀ ଶାନ୍ତି ଧାରୀବାଲଙ୍କ ବିବାଦୀୟ ବୟାନ ସମ୍ମୁଖକୁ ଆସିଛି। ନିଜ ବୟାନରେ ମନ୍ତ୍ରୀଜଣକ ରାଜସ୍ଥାନ ଏବେ ପୁରୁଷଙ୍କ ପ୍ରଦେଶ ହୋଇଗଲା ବୋଲି କହିଛନ୍ତି। ମନ୍ତ୍ରୀଙ୍କ ନିକଟରେ ବସିଥିବା କଂଗ୍ରେସ ବିଧାୟକ ମନ୍ତ୍ରୀଙ୍କ ଏହି ବୟାନରେ ସହମତ ଥିବା ଦେଖାଯାଇଛି।  ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ମନ୍ତ୍ରୀ ଧାରିବାଲା ବୁଧବାର ବିଧାନସଭାରେ ବୟାନ ଦେଉଥିବା ବେଳେ ଥାନାରେ ଦାଏର ହୋଇଥିବା ଦୁଷ୍କର୍ମ ମାମଲା ସମ୍ପର୍କରେ କହିଥିଲେ। ଏହି ସମୟରେ ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଦେଶର ଏକ ନମ୍ବର ରାଜ୍ୟ ହୋଇଯାଇଥିବା ବି ସେ କହିଥିଲେ। ଏହାପରେ ସେ ପଛରେ ବସିଥିବା ନିଜ ସାଥୀ କଂଗ୍ରେସ ବିଧାୟକଙ୍କ ଆଡକୁ ଅନାଇ ସ୍ମିତ ହାସ୍ୟ ଦେଇଥିଲେ। କିଛି ସମୟ ପରେ କହିଥିଲେ, ରାଜସ୍ଥାନ ଏବେ ପୁରୁଷଙ୍କ ପ୍ରଦେଶ ହୋଇଗଲା। ଧାରିବାଲାଙ୍କ ଏପରି ବୟାନରେ ସେଠାରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ହସିବାକୁ ଲାଗିଲେ।

ଏହା ବିଧାନସଭାର ୟୁ-ଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବା ପରେ ଚାରି ଆଡ଼ୁ ସମାଲୋଚନାର ଶିକାର  ହେବାକୁ ପଡ଼ିଛି। ଏହାପରେ ମନ୍ତୀଙ୍କ ଏହି ମନ୍ତବ୍ୟକୁ ୟୁ-ଟ୍ୟୁବ ଚ୍ୟାନେଲ ଓ ବିଧାନସଭା ରେକର୍ଡରୁ ହଟାଇ ଦିଆଯାଇଛି।

ଏହା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ରାଜସ୍ଥାନର ବିଜେପି ମୁଖ୍ୟ ଡକ୍ଟର ସତୀଶ ପୁନିଆ କହିଛନ୍ତି, ମନ୍ତ୍ରୀଙ୍କ ଏପରି ବୟାନ କେବଳ ଯେ ନାରୀଙ୍କ ପ୍ରତି ଅପମାନ ତାହା ନୁହେଁ ଏହା ପୁରୁଷଙ୍କ ଗରିମାକୁ ମଧ୍ୟ ଆଞ୍ଚ ଆଣୁଛ। ପ୍ରିୟଙ୍କା ଗାନ୍ଧୀ ଏହା ଉପରେ କ’ଣ କହିବେ ବୋଲି ପ୍ରଶ୍ନ କରିଛନ୍ତି ଡକ୍ଟର  ପୁନିଆ ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ରାଜସ୍ଥାନରେ  ୨୧, ୮୩୨ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏହା ଅର୍ଥ ପ୍ରତି ଦିନ ୬୦ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ରାଜ୍ୟରେ ୨୦୨୧ ମସିହାରେ କେବଳ ୬,୩୩୭ ମାମଲା ସାମନାକୁ ଆସିଥିବା ବେଳେ ୯,୦୭୯ ଅଶ୍ଳୀଳ ଇଙ୍ଗିତ ମାମଲା ଓ ଅପହରଣର ୫, ୯୬୪ ମାମଲା ସାମନାକୁ ଆସିଛି। ଏହାବାଦ ହତ୍ୟାର ୪୫୨ ମାମଲା ବି ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story