ଟ୍ରାକ୍ଟରରେ ତେଲ ଭର୍ତ୍ତି କରି ରଖିବାକୁ କହିଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: ଆମେ ସଂଶୋଧନ ଚାହୁଁନାହୁଁ, ତିନି କୃଷି ଆଇନ ରଦ୍ଦ ହେବା ଦରକାର। ଶାମଲିରେ ଆୟୋଜିତ ମହାପଞ୍ଚାୟତରେ ଯୋଗ ଦେଇ ଚାଷୀଙ୍କୁ ଏହା କହିଛନ୍ତି ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ। ଚାଷୀଙ୍କୁ ଆହ୍ୱାନ କରି ରାକେଶ କହିଛନ୍ତି ଟ୍ରାକ୍ଟରରେ ତେଲ ଭରିବା ଦରକାର। ଦିଲ୍ଲୀରୁ ଯେକୌଣସି ସମୟରେ ଫୋନ୍ କଲ୍ ଆସିପାରେ। ଏହା ବ୍ୟତୀତ ସାଂସଦ-ବିଧାୟକ ତାଙ୍କ ପେନସନ ଛାଡିବା ଉଚିତ ବୋଲି ରାକେଶ କହିଛନ୍ତି। ରାକେଶ କହିଛନ୍ତି, “ଆମେ ସଂଶୋଧନ ଚାହୁଁ ନାହୁଁ, […]

rakesh-tikat

rakesh-tikat

Subhransu Sekhar
  • Published: Sunday, 28 February 2021
  • Updated: 28 February 2021, 09:27 PM IST

ନୂଆଦିଲ୍ଲୀ: ଆମେ ସଂଶୋଧନ ଚାହୁଁନାହୁଁ, ତିନି କୃଷି ଆଇନ ରଦ୍ଦ ହେବା ଦରକାର। ଶାମଲିରେ ଆୟୋଜିତ ମହାପଞ୍ଚାୟତରେ ଯୋଗ ଦେଇ ଚାଷୀଙ୍କୁ ଏହା କହିଛନ୍ତି ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ। ଚାଷୀଙ୍କୁ ଆହ୍ୱାନ କରି ରାକେଶ କହିଛନ୍ତି ଟ୍ରାକ୍ଟରରେ ତେଲ ଭରିବା ଦରକାର। ଦିଲ୍ଲୀରୁ ଯେକୌଣସି ସମୟରେ ଫୋନ୍ କଲ୍ ଆସିପାରେ। ଏହା ବ୍ୟତୀତ ସାଂସଦ-ବିଧାୟକ ତାଙ୍କ ପେନସନ ଛାଡିବା ଉଚିତ ବୋଲି ରାକେଶ କହିଛନ୍ତି।

ରାକେଶ କହିଛନ୍ତି, "ଆମେ ସଂଶୋଧନ ଚାହୁଁ ନାହୁଁ, ଆଇନ ରଦ୍ଦ ହେବା ଦରକାର, ଆପଣ ଆଇନ୍ ତିଆରି କରିବା ବେଳେ କାହାରିକୁ ପଚାରି ନାହାନ୍ତି। ତା’ପରେ ପଚାରୁଛନ୍ତି ଏହି ଆଇନରେ କ’ଣ ଦୁର୍ବଳତା ରହିଛି? ମଣ୍ଡି ବନ୍ଦ କରିବାକୁ ଚାହୁଁଛନ୍ତି। ଭୋକ ଉପରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ଏଭଳି ହେବ ନାହିଁ?"

ସୂଚନାଯୋଗ୍ୟ, ରାକେଶ ସରକାରଙ୍କୁ ଚେତାବନୀ ଦେବାକୁ ଯାଇ କହିଥିଲେ ଯଦି କୃଷି ଆଇନ ପ୍ରତ୍ୟାହାର ନହୁଏ ତେବେ ଚାଷୀ ୪୦ ଲକ୍ଷ ଟ୍ରାକ୍ଟର ନେଇ ଦିଲ୍ଲୀରେ ପହଞ୍ଚିବେ। ଦିଲ୍ଲୀରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିବ। ଦେଶର ବିଭିନ୍ନ ସ୍ଥାନରୁ କୃଷକମାନେ ୪୦ ଲକ୍ଷ ଟ୍ରାକ୍ଟର ଯୋଗେ ଦିଲ୍ଲୀରେ ପହଞ୍ଚିବେ। ଟ୍ରାକ୍ଟରରେ ତେଲ ଭର୍ତ୍ତି କରି ଚାଷୀ ଆସିବାକୁ ପ୍ରସ୍ତୁତ।

କୃଷି ଆଇନ ପ୍ରଣୟନ ହେବା ପୂର୍ବରୁ, ଶିଳ୍ପପତିମାନେ ସେମାନଙ୍କର ଗୋଦାମ ତିଆରି କରିଥିଲେ। ସେଗୁଡ଼ିକୁ ଏବେ ଭାଙ୍ଗି ଛପର ତିଆରି ହେବ ବୋଲି ଟିକାୟତ ମହାପଞ୍ଚାୟତରେ ଯୋଗ ଦେଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story