ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ଆର୍‌ବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା। ରେପୋ ରେଟରେ କୌଣସି ପରିବର୍ତ୍ତନ ହେବନି । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ (MPC) ଏହି ଘୋଷଣା ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ପୂର୍ବ ଭଳି ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିବ। ଅର୍ଥାତ ୮ମ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଏବେ କରୋନା […]

RBI

RBI

Madhupriya Mistry
  • Published: Friday, 08 October 2021
  • Updated: 08 October 2021, 12:10 PM IST

Sports

Latest News

ନୂଆଦିଲ୍ଲୀ: ଆର୍‌ବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା। ରେପୋ ରେଟରେ କୌଣସି ପରିବର୍ତ୍ତନ ହେବନି । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ (MPC) ଏହି ଘୋଷଣା ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ପୂର୍ବ ଭଳି ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିବ। ଅର୍ଥାତ ୮ମ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଏବେ କରୋନା ପରିସ୍ଥିତି ସୁଧୁରି ନାହିଁ । ମୁଦ୍ରାନୀତି ସମିତି ବୈଠକର(MPC) ଆଶାୟୀଙ୍କ ଅନୁସାରେ ଅର୍ଥନୀତି ଆଗକୁ ବଢ଼ୁଛି। କୋଭିଡ ଟିକାକରଣ ଯୋଗୁ ଅର୍ଥନୀତିରେ ସୁଧାର ଆସୁଛି। MPCର ଲଗାତାର ତିନିଦିନର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଆରବିଆଇରେ ରେପୋ ରେଟ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ।

ସୁଧ ହାର ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟ ବିଶିଷ୍ଟ ‘ଏମ୍‌ପିସି’ ସର୍ବସମ୍ମତିକ୍ରମେ ମତ ଦେଇଥିଲେ। ଦେଶର ଅଭିବୃଦ୍ଧିକୁ ଆବଶ୍ୟକ ଯାଏଁ ସମର୍ଥନ ଯୋଗାଇ ଦେବା ଓ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ଏହା ଆବଶ୍ୟକ ବୋଲି ‘ଏମ୍‌ପିସି’ କହିଛି।

ଛଅ ଜଣିଆ ମନିଟାରି ପଲିସି ବୈଠକ (MPC) ଅକ୍ଟୋବର ୬ ତାରିଖ ଦିନ ଆରମ୍ଭ ହୋଇ ଆଜି ସରିଛି । ଆର ବି ଆରବିଆଇ ବର୍ଦ୍ଧିତ ଦରଦାମ କୁ କମ କରିବା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଧାରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି।

https://twitter.com/ANI/status/1446336786783817735?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story