ପୁଅକୁ ୧୪, ମହିଳାଙ୍କୁ ୭୩ : ବୃଦ୍ଧା କହିଲେ କିଛି ନକରି ଫସିଗଲି

କୋଚି: ମୁଁ ଯୌନ ନିର୍ଯାତନା ଦେଇ ନାହିଁ। ପ୍ରତିଶୋଧ ପାଇଁ ମୋତେ ମିଛ କେସରେ ଫସାଇ ଦିଆଯାଇଛି। ପଡ଼ୋଶୀ ମହିଳାଙ୍କ ବିରୋଧରେ ବେଆଇନ ମଦ କାରବାର ନେଇ ଅଭିଯୋଗ କରିବା ପରେ ମତେ ଯୌନ ନିର୍ଯାତନା ମାମଲାରେ ଫସାଇ ଦିଆଯାଇଛି। ମୁଁ ସମ୍ପୃକ୍ତ ମହିଳାଙ୍କ ପୁଅକୁ ଯୌନ ନିର୍ଯାତନା ଦେଇ ନାହିଁ ବୋଲି ଜଣେ ମହିଳା କହିଛନ୍ତି । ଏବାବଦରେ ସେ କେରଳ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। କେରଳର ଜଣେ ୭୩ ବର୍ଷ ମହିଳା ଉପରୋକ୍ତ […]

Sexual_Harassment

Sexual_Harassment

Tapas Behera
  • Published: Wednesday, 01 December 2021
  • Updated: 01 December 2021, 07:22 PM IST

Sports

Latest News

କୋଚି: ମୁଁ ଯୌନ ନିର୍ଯାତନା ଦେଇ ନାହିଁ। ପ୍ରତିଶୋଧ ପାଇଁ ମୋତେ ମିଛ କେସରେ ଫସାଇ ଦିଆଯାଇଛି। ପଡ଼ୋଶୀ ମହିଳାଙ୍କ ବିରୋଧରେ ବେଆଇନ ମଦ କାରବାର ନେଇ ଅଭିଯୋଗ କରିବା ପରେ ମତେ ଯୌନ ନିର୍ଯାତନା ମାମଲାରେ ଫସାଇ ଦିଆଯାଇଛି। ମୁଁ ସମ୍ପୃକ୍ତ ମହିଳାଙ୍କ ପୁଅକୁ ଯୌନ ନିର୍ଯାତନା ଦେଇ ନାହିଁ ବୋଲି ଜଣେ ମହିଳା କହିଛନ୍ତି ।

ଏବାବଦରେ ସେ କେରଳ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। କେରଳର ଜଣେ ୭୩ ବର୍ଷ ମହିଳା ଉପରୋକ୍ତ ଅଭିଯୋଗ ଆଣିବା ସହ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିବା କହିଛନ୍ତି। ସମ୍ପୃକ୍ତ ବୃଦ୍ଧାଙ୍କ ବିରୋଧରେ ତାଙ୍କର ଜଣେ ପଡ଼ୋଶୀ ମହିଳା ଏକ ଗୁରୁତର ଅଭିଯୋଗ ଆଣିଥିଲେ। ପଡ଼ୋଶୀ ମହିଳାଙ୍କ ୧୪ ବର୍ଷ ପୁଅକୁ ସମ୍ପୃକ୍ତ ବୃଦ୍ଧା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ପୋକ୍ସୋ ମାମଲା ରୁଜୁ କରି ସମ୍ପୃକ୍ତ ବୃଦ୍ଧାଙ୍କୁ ଗିରଫ କରିଥିଲା। ବୃଦ୍ଧା ଜଣକ ୪୫ ଦିନ ଧରି ଜେଲରେ ରହିବା ପରେ ଜାମିନରେ ଆସି ମୁଖ୍ୟମନ୍ତ୍ରୀଙ୍କପାଖକୁ ଚିଠି ଲେଖି ଉପରୋକ୍ତ ବିଷୟରେ ଉଲ୍ଲେଖ କରିଛନ୍ତି।

ପୁଲିସ କହିଛି ଯେ, ବର୍ତ୍ତମାନ ଜାମିନରେ ଆସିଥିବା ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏହି ଘଟଣାର ବିସ୍ତୃତ ଅନୁସନ୍ଧାନ ଏବଂ ପୁନଃ ଯାଞ୍ଚ ପାଇଁ ନିବେଦନ କରିଛନ୍ତି।  ବୃଦ୍ଧା ଜଣକ କହିଛନ୍ତି ଯେ, ପ୍ରାୟ ତିନିମାସ ପୂର୍ବେ, ମୁଁ ମୋର ପଡ଼ୋଶୀଙ୍କ ଫାର୍ମହାଉସରେ ବେଆଇନ ମଦ କାରବାର ଚାଲୁଥିବା ଅବକାରୀ ବିଭାଗକୁ ଖବର ଦେଇଥିଲି। ସେମାନେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଏହାର କିଛି ଦିନ ପରେ ସମ୍ପୃକ୍ତ ପଡ଼ୋଶୀ ଜଣକ ପ୍ରତିଶୋଧ ପାଇଁ ମୋ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲେ।

ତାଙ୍କ ବିରୋଧରେ ସମ୍ବେଦନଶୀଳ ଅଭିଯୋଗ ଆସିବା ପରେ ତାଙ୍କ ପୁଅ ତାଙ୍କୁ ଛାଡ଼ି ଚାଲି ଯାଇଥିବା ସେ କହିଛନ୍ତି। ଏପରିକି ତାଙ୍କ ସହ ଆଉ କଥାବାର୍ତ୍ତା କରୁ ନାହାନ୍ତି। ତାଙ୍କ ପୁଅ ନଜରରେ ସେ ଅପରାଧୀ ବୋଲି ବୃଦ୍ଧା ଜଣକ କହିଛନ୍ତି । କନ୍ତୁ ମୋର ଦୁଇଜଣ ଝିଅଙ୍କର ମୋ ଉପରେ ବିଶ୍ୱାସ ରହିଛି। ମୁଁ ନିର୍ଦ୍ଦୋଶ ବୋଲି ସେମାମାନେ ଜାଣନ୍ତି। ଏହି ବୟସରେ ମିଛ ମାମଲାରେ ଜେଲ ଯିବା ଯନ୍ତ୍ରଣା ଦାୟକ ବୋଲି ବୃଦ୍ଧା ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story