ଟ୍ୟାଙ୍କର ଓ ଏସ୍‌ୟୁଭି ମୁହାଁମୁହିଁ, ୧୧ ଶ୍ରଦ୍ଧାଳୁ ମୃତ

ଜୟପୁର: ଭୟଙ୍କର ସଡକ ଦୁର୍ଘଟଣା। ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ଟ୍ୟାଙ୍କର ଓ ଏସ୍‌ୟୁଭି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାଜସ୍ଥାନର ନାଗୋରାରେ। ସୂଚନା ମୁତାବକ, ଆଜି ସକାଳୁ ବିକାନେର ଜୋଧପୁର ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ଆସୁଥିବା ଏକ ଏସ୍‌ୟୁଭି ଏବଂ ଟ୍ୟାଙ୍କର ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ […]

Accident

Accident

Madhupriya Mistry
  • Published: Tuesday, 31 August 2021
  • Updated: 31 August 2021, 11:18 AM IST

Sports

Latest News

ଜୟପୁର: ଭୟଙ୍କର ସଡକ ଦୁର୍ଘଟଣା। ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ଟ୍ୟାଙ୍କର ଓ ଏସ୍‌ୟୁଭି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାଜସ୍ଥାନର ନାଗୋରାରେ।

ସୂଚନା ମୁତାବକ, ଆଜି ସକାଳୁ ବିକାନେର ଜୋଧପୁର ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ଆସୁଥିବା ଏକ ଏସ୍‌ୟୁଭି ଏବଂ ଟ୍ୟାଙ୍କର ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସେହିପରି ଦୁର୍ଘଟଣାରେ ଗୁରତର ୭ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ରାଜସ୍ଥାନର ନୋଖା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ମଧ୍ୟପ୍ରଦେଶର ସଜ୍ଜନଖେଡା ଗାଁର ବୋଲି ଜଣାପଡିଛି। ଏମାନେ ତିରୁପତି ବାଲାଜୀ ଦର୍ଶନ କରି ଘରକୁ ଫେରୁଥିଲେ।

https://twitter.com/ANI/status/1432551746660798467?s=20

ସେପଟେ ଏହି ଦୁର୍ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ୧୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏଥିସହ ଗୁରୁତରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ।

https://twitter.com/ashokgehlot51/status/1432557902011633664?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story