କୋଟିପତି କିରାଣୀ: ଘରୁ ମିଳିଲା ୩ କୋଟି ନଗଦା ଟଙ୍କା, ନୋଟ ଗଣତି ମେସିନ

ଭୋପାଲ: ସିବିଆଇ ପଞ୍ଝାରେ କୋଟିପତି କିରାଣୀ। ମଧ୍ୟପ୍ରଦେଶର ଭୋପାଲରେ ରହୁଥିବା ଜଣେ ସରକାରୀ କିରାଣୀଙ୍କ ଘରେ ରେଡ୍‌ କରି ସିବିଆଇ ନଗଦ ୩ କୋଟି ଟଙ୍କା ଓ ପ୍ରଚୁର ପରିମାଣର ଅଳଙ୍କାର ଜବତ କରିଛି। ସେହିପରି ତାଙ୍କ ଘରକୁ ଗୋଟିଏ ଟଙ୍କା ଗଣିବା ମେସିନ ମଧ୍ୟ ଜବତ କରାଯାଇଛି। ଲାଞ୍ଚ କାରବାର ମାମଲାର ସିବିଆଇ ପ୍ରଥମେ ୪ ଜଣ ଏଫସିଆଇ ଅଧିକାରୀ ଗିରଫ ହୋଇଥିଲେ। ଏହାପରେ ରେଡ୍‌ ଆରମ୍ଭ ହୋଇଥିଲା। ରେଡ ବେଳେ ଗିରଫ ଏଫସିଆଇ କ୍ଲର୍କ […]

CBI

CBI

Hemant Lenka
  • Published: Saturday, 29 May 2021
  • Updated: 30 May 2021, 03:12 PM IST

Sports

Latest News

ଭୋପାଲ: ସିବିଆଇ ପଞ୍ଝାରେ କୋଟିପତି କିରାଣୀ। ମଧ୍ୟପ୍ରଦେଶର ଭୋପାଲରେ ରହୁଥିବା ଜଣେ ସରକାରୀ କିରାଣୀଙ୍କ ଘରେ ରେଡ୍‌ କରି ସିବିଆଇ ନଗଦ ୩ କୋଟି ଟଙ୍କା ଓ ପ୍ରଚୁର ପରିମାଣର ଅଳଙ୍କାର ଜବତ କରିଛି। ସେହିପରି ତାଙ୍କ ଘରକୁ ଗୋଟିଏ ଟଙ୍କା ଗଣିବା ମେସିନ ମଧ୍ୟ ଜବତ କରାଯାଇଛି।

ଲାଞ୍ଚ କାରବାର ମାମଲାର ସିବିଆଇ ପ୍ରଥମେ ୪ ଜଣ ଏଫସିଆଇ ଅଧିକାରୀ ଗିରଫ ହୋଇଥିଲେ। ଏହାପରେ ରେଡ୍‌ ଆରମ୍ଭ ହୋଇଥିଲା। ରେଡ ବେଳେ ଗିରଫ ଏଫସିଆଇ କ୍ଲର୍କ କିଶୋର ମୀନାଙ୍କ ଘରକୁ ୩.୧୭ କୋଟି ଟଙ୍କା ଓ ୮ କେଜି ସୁନା ଅଳଙ୍କାର ଜବତ ହୋଇଛି। ଜବତ ନଗଦ ଟଙ୍କା ଗୋଟିଏ କାଠ ଆଲମିରାରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ଲୁଚାଇ ରଖାଯାଇଥିଲା। ସେହିପରି ଆଉ କିଛି ଟଙ୍କା ଘରେ ଥିବା ଲକରରେ ରଖାଯାଇଛି। ତାଙ୍କ ଘରୁ ଟଙ୍କା ଗଣିବା ମେସିନ ମଧ୍ୟ ସିବିଆଇ ଅଧିକାରୀମାନେ ଜବତ କରିଛନ୍ତି।

କିଛି ଦିନ ତଳେ ଗୁରୁଗ୍ରାମ ସ୍ଥିତ ଗୋଟିଏ ସିକ୍ୟୁରିଟି କମ୍ପାନୀ ଏଫସିଆଇ ଅଧିକାରୀଙ୍କ ବିରୋଧରେ ପ୍ରଥମେ ସିବିଆଇର ଦ୍ୱାରସ୍ଥ ହୋଇଥିଲା। ଲାଞ୍ଚ ପାଇଁ ଏଫସିଆଇ ଅଧିକାରୀମାନେ ସେମାନଙ୍କ ବିଲ୍‌ରେ କାଟଛାଣ୍ଟ କରୁଥିବା ଉକ୍ତ କମ୍ପାନୀ ଅଭିଯୋଗ କରିଥିଲା। ଉକ୍ତ କମ୍ପାନୀ ନାଁ ହେଉଛି କ୍ୟାପ୍ଟେନ କପୁର ଆଣ୍ଡ ସନ୍ସ।

ଏଫସିଆଇକୁ ଏମାନେ ସିକ୍ୟୁରିଟି ଗାର୍ଡ ଯୋଗାଇ ଦେବାର ଟେଣ୍ଡର ପାଇଥିଲେ। ଏଥିପାଇଁ ମାସିକ ୧୧.୩୦ ଲକ୍ଷ ଟଙ୍କାରେ ଡିଲ ହୋଇଥିଲା। ତେବେ ଏଫସିଆଇର ଆକାଉଣ୍ଟ୍ସ ମ୍ୟାନେଜର ଉକ୍ତ କମ୍ପାନୀ ପାଖରେ ପହଞ୍ଚି ପ୍ରତି ବିଲ୍‌ ମଞ୍ଜୁରୀ ପାଇଁ ମାସିକ ୧୦% ବା ୧.୩୦ ଲକ୍ଷ ଦେବାକୁ କହିଥିଲେ।

କମ୍ପାନୀ ଏଥିରେ ରାଜି ହେବା ସହ ସିବିଆଇକୁ ଖବର ଦେଇଥିଲା। ଲାଞ୍ଚ କାରବାର ସ୍ଥାନରେ ସିବିଆଇ ପହଞ୍ଚି ୪ ଜଣ ଅଧିକାରୀଙ୍କୁ ଗିରଫ କରିଥିଲା। ପୁଲିସ୍‌ ସମସ୍ତ ୪ ଅଧିକାରୀଙ୍କ ଠାରୁ ଗୋଟିଏ ଡାଏରୀ ଜବତ କରିଛି। ଏଥିରେ ଲାଞ୍ଚ ଦେଉଥିବା ଲୋକଙ୍କ ନାଁ ରହିଛି। ସମସ୍ତଙ୍କୁ ଗିରଫ କରାଯିବା ପରେ କିଶୋରଙ୍କ ଘରେ ରେଡ କରାଯାଇଥିଲା। ରେଡ ବେଳେ ଏତେ ପରିମାଣର ଅର୍ଥ ଓ ଅଳଙ୍କାର ମିଳିଛି।
ସିବିଆଇ ସମସ୍ତଙ୍କୁ କୋର୍ଟରେ ହାଜର କରିବା ପରେ ଜୁନ୍‌ ୨ ଯାଏ ରିମାଣ୍ଡରେ ନେଇଛି। ଏହି ସମୟରେ ବହୁତ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ସିବିଆଇ ଆଶା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story