ଆରଏସଏସ୍‌ ସରକାରଙ୍କ ରିମୋର୍ଟ କଣ୍ଟ୍ରୋଲର ନୁହେଁ: ମୋହନ ଭାଗବତ

ଧର୍ମଶାଳା(ହିମାଚଳ ପ୍ରଦେଶ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଏହି ସଂଗଠନ ସରକାରଙ୍କ ରିମୋଟ କଣ୍ଟ୍ରୋଲର ବୋଲି  ଗଣମାଧ୍ୟମରେ ପ୍ରକାଶ ପାଇଥାଏ। କିନ୍ତୁ ଏହା ସତ୍ୟ ନୁହେଁ। ସେ କହିଛନ୍ତି ଯେ, ଭାରତ ବିଶ୍ୱ ଶକ୍ତି ନୁହେଁ। କିନ୍ତୁ ମହାମାରୀ ପରେ ବିଶ୍ୱ ଗୁରୁ ହେବାର ସାମର୍ଥ୍ୟ ରଖିପାରିଛି। ହିମାଚଳ ପ୍ରଦେଶର ଧର୍ମସଭାରେ ପୂର୍ବତନ ସେବାୟତମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ।  ଏହି ଅବସରରେ ଭାଗବତ କହିଛନ୍ତି, ଗଣମାଧ୍ୟମ ଆମକୁ ସରକାରଙ୍କ […]

mohan-bhagbat

mohan-bhagbat

Tapas Behera
  • Published: Sunday, 19 December 2021
  • Updated: 19 December 2021, 05:18 PM IST

Sports

Latest News

ଧର୍ମଶାଳା(ହିମାଚଳ ପ୍ରଦେଶ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଏହି ସଂଗଠନ ସରକାରଙ୍କ ରିମୋଟ କଣ୍ଟ୍ରୋଲର ବୋଲି  ଗଣମାଧ୍ୟମରେ ପ୍ରକାଶ ପାଇଥାଏ। କିନ୍ତୁ ଏହା ସତ୍ୟ ନୁହେଁ। ସେ କହିଛନ୍ତି ଯେ, ଭାରତ ବିଶ୍ୱ ଶକ୍ତି ନୁହେଁ। କିନ୍ତୁ ମହାମାରୀ ପରେ ବିଶ୍ୱ ଗୁରୁ ହେବାର ସାମର୍ଥ୍ୟ ରଖିପାରିଛି।

ହିମାଚଳ ପ୍ରଦେଶର ଧର୍ମସଭାରେ ପୂର୍ବତନ ସେବାୟତମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ।  ଏହି ଅବସରରେ ଭାଗବତ କହିଛନ୍ତି, ଗଣମାଧ୍ୟମ ଆମକୁ ସରକାରଙ୍କ ରିମୋଟ କଣ୍ଟ୍ରୋଲର ବୋଲି କହୁଛି। କିନ୍ତୁ ଏହା ଅସତ୍ୟ ଅଟେ। ତଥାପି ଆମର କେତେକ ସଦସ୍ୟ ସରକାରଙ୍କ ଅଂଶୀଦାର ଅଟନ୍ତି। କିନ୍ତୁ ଆମ ସ୍ୱେଚ୍ଛାସେବୀମାନଙ୍କୁ ସରକାର କୌଣସି ପ୍ରକାର ସହାୟତା ଦିଅନ୍ତି ନାହିଁ ।  ଲୋକମାନେ ଆମକୁ ପଚାରନ୍ତି ଆମେ ସରକାରଙ୍କଠାରୁ କ’ଣ ପାଇବୁ? ସେମାନଙ୍କୁ ମୋର ଉତ୍ତର ହେଉଛି ଆମ ପାଖରେ ଯାହା ଅଛି ତାହା ହରାଇବାକୁ ପଡ଼ିପାରେ।

ପ୍ରାଚୀନ ଔଷଧର ଗୁଣ ସମ୍ପର୍କରେ ବର୍ଣ୍ଣନା କରି  ଭାଗବତ କହିଛନ୍ତି ଯେ, କାଢ଼ା, କ୍ୱାଥା ଏବଂ ଆରୋଗ୍ୟ ଶାସ୍ତ୍ର ପରି ପାରମ୍ପରିକ ଉପଚାର ମହତ୍ୱ କହିଲେ ନସରେ। ବର୍ତ୍ତମାନ ସାରା ବିଶ୍ୱ  ଭାରତୀୟ ମଡେଲକୁ ଅନୁକରଣ କରିବାକୁ ଚାହୁଁଛି। ଆମ ଦେଶ ହୁଏତ ଏକ ବିଶ୍ୱ ଶକ୍ତି ହୋଇପାରିବ ନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ ଏକ ବିଶ୍ୱ ଗୁରୁ ହୋଇପାରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story