ସଲମାନଙ୍କ ପରେ ତାଙ୍କ ଓକିଲଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲଙ୍କୁ ମିଳିଛି ହତ୍ୟା ଧମକ। ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନ୍‌ଙ୍କ ଓକିଲ ହସ୍ତମଲ ସାରସ୍ୱତଙ୍କୁ ଟାର୍ଗେଟ୍‌ କରିଛନ୍ତି। ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଜୋଧପୁରର ଓଲ୍ଡ ହାଇକୋର୍ଟର ଜୁବଲି ଚାମ୍ବରରେ ଝୁଲୁଥିବା ତାଲା ଉପରେ ଓକିଲ ହସ୍ତମଲ ସାରସ୍ୱତଙ୍କୁ ଏହି ଧମକ ପୂର୍ଣ୍ଣ ଚିଠି ମିଳିଛି। […]

salman-khan

salman-khan

Madhupriya Mistry
  • Published: Wednesday, 06 July 2022
  • Updated: 06 July 2022, 03:22 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲଙ୍କୁ ମିଳିଛି ହତ୍ୟା ଧମକ। ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନ୍‌ଙ୍କ ଓକିଲ ହସ୍ତମଲ ସାରସ୍ୱତଙ୍କୁ ଟାର୍ଗେଟ୍‌ କରିଛନ୍ତି। ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି।

ଜୋଧପୁରର ଓଲ୍ଡ ହାଇକୋର୍ଟର ଜୁବଲି ଚାମ୍ବରରେ ଝୁଲୁଥିବା ତାଲା ଉପରେ ଓକିଲ ହସ୍ତମଲ ସାରସ୍ୱତଙ୍କୁ ଏହି ଧମକ ପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠିରେ ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ଗ୍ୟାଙ୍ଗର କିଛି ହିଣ୍ଟସ୍‌ ଦିଆଯାଇଛି। ଏହି ଚିଠି ମିଳିବା ପରେ ଓକିଲ ହସ୍ତିମଲଙ୍କ ସୁରକ୍ଷା କଡାକଡି କରାଯାଇଛି।

ଏହି ମାମଲାରେ ପୁଲିସର ଗୁଇନ୍ଦା ବିଭାଗ ତୀକ୍ଷ୍ଣ ନଜର ରଖିଛି। ହସ୍ତିମଲ ସାରସ୍ୱତଙ୍କୁ ଠିକ୍‌ ସେହିଭଳି ଧମକ ପୂର୍ଣ୍ଣ ଚିଠି ମିଳଛି, ଯେଉଁଭଳି ଭାବେ ସଲମାନ ଓ ତାଙ୍କ ବାପା ସଲିମ ଖାନ୍‌ଙ୍କୁ ମିଳିଥିଲା। ଏହି ଚିଠି ମିଳିବା ପରେ ଓକିଲ ହସ୍ତିମଲ ଥାନାରେ ଅଭିଯୋଗ କରିଥିଲେ। କିଏ ଏହି ଧମକ ପୂର୍ଣ୍ଣ ଚିଠିକୁ କୋର୍ଟ ଭିତରେ ରଖିଲା ସେନେଇ ପୁଲିସ ଛାନଭିନ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇ ହାଜର ବେଳେ ଜୋଧପୁର କୋର୍ଟ ପରିସରରେ ପୁଲିସ ଅଧିକାରୀଙ୍କ ସାମ୍ନାରେ ଅଭିନେତା ସଲମାନ ଖାନଙ୍କୁ ମାରିବା ପାଇଁ ଧମକ ଦେଇଥିଲା। ଲରେନ୍ସ ଗଣମାଧ୍ୟମ ସହ କଥା ବାର୍ତ୍ତା କରିବା ବେଳେ କହିଥିଲା, 'ସଲମାନ ଖାନ୍‌ଙ୍କୁ ଏହି କୋର୍ଟ ପରିସରରେ ମାରିବୁ।'

ସେହିପରି ସଲମାନଙ୍କ ଓକିଲ ହସ୍ତିମଲ ସାରସ୍ୱତଙ୍କୁ କିଛି ବର୍ଷ ପୂର୍ବେ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଥିଲା। ଏହାପରେ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story