ଟିକଟକ ସୁନ୍ଦରୀର ମୃତ୍ୟୁ ପାଇଁ ଇସ୍ତଫା ଦେଲେ ମନ୍ତ୍ରୀ

ମୁମ୍ୱାଇ: ମହାରାଷ୍ଟ୍ର ସରକାରରେ ଜଙ୍ଗଲ ମନ୍ତ୍ରୀ ଥିବା ଶିବସେନା ନେତା ସଞ୍ଜୟ ରାଠୋଡ ଇସ୍ତଫା ଦେଇଛନ୍ତି। ପୁଣେର ଜଣେ ୨୩ ବର୍ଷ ବୟସ୍କା ଯୁବତୀଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଥିବା ସେ କହିଛନ୍ତି। ବିରୋଧୀ ଯେଉଁଭଳି ଭାବରେ ରାଜନୀତି କରୁଛନ୍ତି ସେଥିରେ ନିଜକୁ ଦୂରେଇ ରଖିବାକୁ ଯାଇ ଏଭଳି କରିଥିବା ବିଧାୟକ ସଞ୍ଜୟ ରାଠୋଡ କହିଛନ୍ତି। ଏମିତିକି ଏହି ମାମଲାର […]

pooja-chohan

pooja-chohan

Subhransu Sekhar
  • Published: Sunday, 28 February 2021
  • Updated: 28 February 2021, 07:05 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ର ସରକାରରେ ଜଙ୍ଗଲ ମନ୍ତ୍ରୀ ଥିବା ଶିବସେନା ନେତା ସଞ୍ଜୟ ରାଠୋଡ ଇସ୍ତଫା ଦେଇଛନ୍ତି। ପୁଣେର ଜଣେ ୨୩ ବର୍ଷ ବୟସ୍କା ଯୁବତୀଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଥିବା ସେ କହିଛନ୍ତି। ବିରୋଧୀ ଯେଉଁଭଳି ଭାବରେ ରାଜନୀତି କରୁଛନ୍ତି ସେଥିରେ ନିଜକୁ ଦୂରେଇ ରଖିବାକୁ ଯାଇ ଏଭଳି କରିଥିବା ବିଧାୟକ ସଞ୍ଜୟ ରାଠୋଡ କହିଛନ୍ତି। ଏମିତିକି ଏହି ମାମଲାର ନିରପେକ୍ଷ ତଦନ୍ତ ସେ ଦାବି କରିଛନ୍ତି।

[caption id="attachment_623422" align="aligncenter" width="650"]Shiv Sena leader Sanjay Rathod ଶିବସେନା ବିଧାୟକ ସଞ୍ଜୟ ରାଠୋଡ[/caption]

ଜଙ୍ଗଲ ମନ୍ତ୍ରୀ ଥିବା ରାଠୋଡ କହିଛନ୍ତି ଯେ ସଂପୃକ୍ତ ଯୁବତୀଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଡାର୍ଟି ପଲିଟିକ୍ସ ଚାଲିଛି। ବିରୋଧୀଙ୍କ ଉଦ୍ଦେଶ୍ୟ ତାଙ୍କ ଭାବମୂର୍ତ୍ତି ଏବଂ ପ୍ରତିଷ୍ଠାକୁ ନଷ୍ଟ କରିବା। ଦୀର୍ଘ ୩୦ ବର୍ଷର ସାମାଜିକ କାର୍ଯ୍ୟରେ ସାମିଲ୍ ହୋଇ ସେ ନିଜର ପରିଚୟ ତିଆରି କରିଛନ୍ତି ବୋଲି କହିଛନ୍ତି ରାଠୋଡ। ବିରୋଧୀ ବଜେଟ୍ ଅଧିବେଶନ ବେଳେ ଏହାକୁ ପ୍ରସଙ୍ଗ କରି ବାଧା ସୃଷ୍ଟି କରିବେ ବୋଲି ଧମକ ଦେଇଛନ୍ତି। ତେଣୁ ସେ ଇସ୍ତଫା ଦେବାକୁ ଇସ୍ତଫା ନେଇଥିବା କହିଛନ୍ତି।

ଟିକଟିକ ଗର୍ଲ ପୂଜା ଚୌହ୍ୱାନଙ୍କ ମୃତ୍ୟୁ ମାମଲାରେ ସଞ୍ଜୟ ବିବାଦରେ ଅଛନ୍ତି। ବିଧାନସଭାରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମନ୍ତ୍ରୀଙ୍କ ଇସ୍ତଫା ଯଥେଷ୍ଟ ନୁହେଁ ଏବଂ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଉ।

ଫେବୃଆରୀ ୮ ରେ ପୂଜା ଚୌହ୍ୱାନ ଏକ ବିଲଡିଂରୁ ଖସିପଡ଼ିବା ପରେ ମୃତ୍ୟୁ ଘଟିଥିଲା। ପୁଣେ ପୁଲିସ କହିଛି ଯେ ସେମାନେ ଏହି ଆତ୍ମହତ୍ୟା ଘଟଣାର ଅନୁସନ୍ଧାନ କରୁଛନ୍ତି। ହେଲେ ବିଜେପି ଅଭିଯୋଗ କରିଛି ଯେ ପୂଜା ବିଧାୟକ ସଞ୍ଜୟଙ୍କ ଯୋଗୁଁ ଆତ୍ମହତ୍ୟା କରିଛି।

ସୂଚନାଯୋଗ୍ୟ, ରାଠୋଡ ପୂଜାଙ୍କ ସହ ସମ୍ପର୍କରେ ଥିଲେ। ମହାରାଷ୍ଟ୍ରର ବିଜେପି ରାଜ୍ୟ ଉପାଧ୍ୟକ୍ଷ ଚିତ୍ରା ୱାଗ କହିଛନ୍ତି ଯେ ସଞ୍ଜୟ ରାଠୋରଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି। ମହିଳାଙ୍କ ମୃତ୍ୟୁ ପରେ ମୃତକଙ୍କ ସହ କଥାବାର୍ତ୍ତା ହୋଇଥିବା ଦୁଇ ଜଣଙ୍କର ଏକ ଅଡିଓ କ୍ଲିପ୍ ସାର୍ବଜନୀନ ଭାବରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story