ଭଙ୍ଗା ଯିବା ପଛରେ ମୁଁ ନୁହେଁ, ବିଏମସି ଜାଣିଥିବ: ସଞ୍ଜୟ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ନତଙ୍କ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’କୁ ବେଆଇନ ଦର୍ଶାଇ କିଛି ଅଂଶ ଭାଙ୍ଗି ଦେଇଛି ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ)। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ସରକାର ନେଇଛନ୍ତି। ମୋର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି। କାହିଁକି ଭଙ୍ଗାହେଲା ଏହାର ଜବାବ ବିଏମସି କମିଶନର ହିଁ ଦେଇପାରିବେ ବୋଲି ସଞ୍ଜୟ କହିଛନ୍ତି। ଯିଏ ବି ବେଆଇନ କାମ କରିବ ତା […]

Sanjay

Sanjay

Subhransu Sekhar
  • Published: Wednesday, 09 September 2020
  • Updated: 09 September 2020, 03:59 PM IST

Sports

Latest News

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ନତଙ୍କ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’କୁ ବେଆଇନ ଦର୍ଶାଇ କିଛି ଅଂଶ ଭାଙ୍ଗି ଦେଇଛି ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ)। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ସରକାର ନେଇଛନ୍ତି। ମୋର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି।

କାହିଁକି ଭଙ୍ଗାହେଲା ଏହାର ଜବାବ ବିଏମସି କମିଶନର ହିଁ ଦେଇପାରିବେ ବୋଲି ସଞ୍ଜୟ କହିଛନ୍ତି। ଯିଏ ବି ବେଆଇନ କାମ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଥିପାଇଁ ଦଳ ଦାୟୀ ନୁହେଁ ବୋଲି ସଞ୍ଜୟ କହିଛନ୍ତି।

ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ ବିଏମସିକୁ ଜବାବ ତଲବ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ତିନିଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁମ୍ୱାଇରେ ଅନେକ ବେଆଇନ୍ କୋଠା ଅଛି ସେଗୁଡିକ ଉପରେ ଧ୍ୟାନ ଦେବାର ଅଛି। ଏଭଳି ନିଷ୍ପତ୍ତି ନେଇ କଙ୍ଗନାଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବାର ଆବଶ୍ୟକ ନଥିଲା ବୋଲି ପାଓ୍ୱାର କହିଛନ୍ତି। ଖାଲି ପାଓ୍ନାର ନୁହଁ, ବିଜେପି, ଆରଏସଏସ ମଧ୍ୟ ବିଏମସିର ଏଭଳି ଆଭିମୁଖ୍ୟକୁ ବିରୋଧ କରିଛନ୍ତି।

ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ରହିଛି। ବିଏମସି ଶିବସେନା ଦଖଲରେ ରହିଛି। ତେବେ ଶାସକ ଦଳର ବରିଷ୍ଠ ନେତା ଭାବରେ ପାଓ୍ୱାରଙ୍କ ମନ୍ତବ୍ୟ ଶିବସେନାର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story