ରାଷ୍ଟ୍ରପତି ଭବନକୁ ପଶିଗଲେ ମାତାଲ ଯୁବକ-ଯୁବତୀ

ନୂଆଦିଲ୍ଲୀ: କଡ଼ା ସୁରକ୍ଷାରେ ଢିଲା। ଉଚ୍ଚ ନିରାପତ୍ତା ସତ୍ତ୍ୱେ ରାଷ୍ଟ୍ରପତି ଭବନରେ ପଶିଗଲେ ଉନ୍ମତ୍ତ ଯୁବକ-ଯୁବତୀ। ମଦ୍ୟପାନ ଅବସ୍ଥାରେ ଦୁଇ ଜଣ ଯୁବକ ଯୁବତୀ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ରାଷ୍ଟ୍ରପତି ଭବନରେ ପଶିଯିବା ଚର୍ଚ୍ଚାର ବିଷୟ ପାଲଟିଛି। ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରିଥିଲେ। ଦୀର୍ଘ ସମୟ ଧରି ପଚରାଉଚରା ପରେ ଉଭୟଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ଗିରଫ ଯୁବକଙ୍କ ନାମ ମୋହିତ ବୋଲି କୁହାଯାଉଥିବା ବେଳେ ତାଙ୍କ ଘର ବିହାରରେ ଏବଂ […]

President

President

Tapas Behera
  • Published: Wednesday, 17 November 2021
  • Updated: 17 November 2021, 06:15 PM IST

Sports

Latest News

ନୂଆଦିଲ୍ଲୀ: କଡ଼ା ସୁରକ୍ଷାରେ ଢିଲା। ଉଚ୍ଚ ନିରାପତ୍ତା ସତ୍ତ୍ୱେ ରାଷ୍ଟ୍ରପତି ଭବନରେ ପଶିଗଲେ ଉନ୍ମତ୍ତ ଯୁବକ-ଯୁବତୀ। ମଦ୍ୟପାନ ଅବସ୍ଥାରେ ଦୁଇ ଜଣ ଯୁବକ ଯୁବତୀ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ରାଷ୍ଟ୍ରପତି ଭବନରେ ପଶିଯିବା ଚର୍ଚ୍ଚାର ବିଷୟ ପାଲଟିଛି। ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରିଥିଲେ। ଦୀର୍ଘ ସମୟ ଧରି ପଚରାଉଚରା ପରେ ଉଭୟଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ।

ଗିରଫ ଯୁବକଙ୍କ ନାମ ମୋହିତ ବୋଲି କୁହାଯାଉଥିବା ବେଳେ ତାଙ୍କ ଘର ବିହାରରେ ଏବଂ ଯୁବତୀ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ବାସିନ୍ଦା। ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଅନୁଯାୟୀ, ସୋମବାର ରାତି ୧୧ଟାରେ  ଏକ ଆଇ ଟ୍ୱେଣ୍ଟି କାରରେ ସମ୍ପୃକ୍ତ ପୁଅ-ଝିଅ ଆସୁଥିଲେ।

ସେମାନଙ୍କ କାର ରାଷ୍ଟ୍ରପତି ଭବନର ଗେଟ ନମ୍ବର ୩୫ରେ ବାରିକେଡକୁ  ଧକ୍କା ଦେଇ  ଅଚାନକ ପ୍ରବେଶ କରିଥିଲା। ପରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ଉଭୟେ ଅତ୍ୟଧିକ ମଦ୍ୟପାନ କରି ଉନ୍ମତ୍ତ ଅବସ୍ଥାରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story