ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ  ସିରମ୍ ଇନଷ୍ଟିଚ୍ୟୁଟ୍‌ର ଆବେଦନ

ନୂଆଦିଲ୍ଲୀ: କରୋନା ପ୍ରକୋପ ଜାରି ରହିଥିବାରୁ ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ ଡିସିଜିଆଇ ନିକଟରେ ନିବେଦନ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । କୋଭିଶିଲ୍ଡକୁ ବୁଷ୍ଟର ଡୋଜ୍‌ ଭାବେ ମାନ୍ୟତା ଦେବାକୁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନିବେଦନ କରିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ନିକଟରେ ଆବେଦନ କରାଯାଇଛି। ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଦର୍ଶାଇଛନ୍ତି ଯେ, ବ୍ରିଟେନର ଔଷଧ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ […]

Covishilid

Covishilid

Tapas Behera
  • Published: Wednesday, 01 December 2021
  • Updated: 01 December 2021, 10:54 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପ୍ରକୋପ ଜାରି ରହିଥିବାରୁ ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ ଡିସିଜିଆଇ ନିକଟରେ ନିବେଦନ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । କୋଭିଶିଲ୍ଡକୁ ବୁଷ୍ଟର ଡୋଜ୍‌ ଭାବେ ମାନ୍ୟତା ଦେବାକୁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନିବେଦନ କରିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ନିକଟରେ ଆବେଦନ କରାଯାଇଛି।

ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଦର୍ଶାଇଛନ୍ତି ଯେ, ବ୍ରିଟେନର ଔଷଧ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି ଏହାର ବୁଷ୍ଟର ଡୋଜକୁ ଅନୁମୋଦନ କରିସାରିଛି। ସେ କହିଛନ୍ତି ଯେ, ମହାମରୀ ବିପଦ ଟଳି ନଥିବାରୁ ବିଶ୍ୱର ଅନେକ ଦେଶ କୋଭିଡ୍‌- ୧୯ର ବୋଷ୍ଟର ଡୋଜ୍‌ ଦେବା ଆରମ୍ଭ କଲେଣି। ଆମ ଦେଶର ଯେଉଁମାନେ ପୂର୍ବରୁ ଦୁଇଟି ଡୋଜ୍ କୋଭିଶିଲ୍ଡ ସହିତ ସଂପୂର୍ଣ୍ଣ ଟିକାକରଣ ହୋଇଛନ୍ତି ସେମାନେ ମଧ୍ୟ ଆମର ଫାର୍ମକୁ ବୁଷ୍ଟର ଡୋଜ୍ ପାଇଁ ଅନୁରୋଧ କରୁଛନ୍ତି।

ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କୋଭାଶିଲ୍ଡର ଅଭାବ ନାହିଁ । COVID-19 ମହାମାରୀ ଏବଂ ନୂତନ ଷ୍ଟ୍ରେନର ଆବିର୍ଭାବକୁ ଦୃଷ୍ଟିରେ ରଖି ଦୁଇ ଡୋଜ ନେଇଥିବା ଲୋକଙ୍କ ବୁଷ୍ଟର ଡୋଜର ଦାବି କରୁଛନ୍ତି। ଏହାର ଆବଶ୍ୟକତା ରହିଛି।  ମହାମାରୀ ପରିସ୍ଥିତିରେ ନିଜର ସୁରକ୍ଷା ପାଇଁ ତୃତୀୟ ଡୋଜ ବା  ବୁଷ୍ଟର ଡୋଜରୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story