ଯୁବତୀଙ୍କ ଗାଡ଼ିରୁ sex ଶବ୍ଦ ହଟାଅ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ସ୍କୁଟିରେ ବିବାଦୀୟ ନମ୍ବର ପ୍ଲେଟକୁ ନେଇ ଆରଟିଓକୁ ନୋଟିସ୍‌ କରିଛନ୍ତି ଦିଲ୍ଲୀମହିଳା କମିଶନ। ଉକ୍ତ ସ୍କୁଟି ପାଇଁ ପଞ୍ଜିକୃତ ହୋଇଥିବା ନମ୍ବରକୁ ପରିବର୍ତ୍ତନ ପାଇଁ କହିଛନ୍ତି ମହିଳା କମିଶନ। ବିଶେଷ କରି ଗାଡ଼ି ନମ୍ବରରୁ sex  ଶବ୍ଦ ହଟେଇବା ପାଇଁ କୁହାଯାଇଛି। ସେହି ବିବାଦୀୟ ଶବ୍ଦ ବିଶିଷ୍ଟ କେତେ ନମ୍ବର ଇସ୍ୟୁ ହୋଇଛି ତାର ଲିଷ୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲ୍ଲିୱାଲ । ଏ ବାବଦରେ ୪ ଦିନ ଭିତରେ […]

p111

p111

Tapas Behera
  • Published: Saturday, 04 December 2021
  • Updated: 04 December 2021, 09:10 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ସ୍କୁଟିରେ ବିବାଦୀୟ ନମ୍ବର ପ୍ଲେଟକୁ ନେଇ ଆରଟିଓକୁ ନୋଟିସ୍‌ କରିଛନ୍ତି ଦିଲ୍ଲୀମହିଳା କମିଶନ। ଉକ୍ତ ସ୍କୁଟି ପାଇଁ ପଞ୍ଜିକୃତ ହୋଇଥିବା ନମ୍ବରକୁ ପରିବର୍ତ୍ତନ ପାଇଁ କହିଛନ୍ତି ମହିଳା କମିଶନ। ବିଶେଷ କରି ଗାଡ଼ି ନମ୍ବରରୁ sex  ଶବ୍ଦ ହଟେଇବା ପାଇଁ କୁହାଯାଇଛି। ସେହି ବିବାଦୀୟ ଶବ୍ଦ ବିଶିଷ୍ଟ କେତେ ନମ୍ବର ଇସ୍ୟୁ ହୋଇଛି ତାର ଲିଷ୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲ୍ଲିୱାଲ । ଏ ବାବଦରେ ୪ ଦିନ ଭିତରେ ରିପୋର୍ଟ ଦାଖଲ  କରିବାକୁ ସେ ଟ୍ରାନ୍ସପୋର୍ଟ ବିଭାଗକୁ ନୋଟିସ ଜାରି କରିଛନ୍ତି।

ସୂଚନା ଅନୁଯାୟୀ , ଜନକପୁରୀରେ ରହୁଥିବା ଜଣେ ଫ୍ୟାଶନ୍ ଡିଜାଇନ୍ର ଛାତ୍ରୀଙ୍କୁ ତାଙ୍କ ବାପା ଏକ ସ୍କୁଟି ପହାର ଦେଇଥିଲେ।  ଯେଉଁ ଗାଡ଼ିରେ ନମ୍ବର ନ୍ୟୁମେରିକାଲ ସହ sex ଶବ୍ଦ ରହିଥିଲା।  ଯାହାକୁ ନେଇ ଛାତ୍ରୀ ଜଣକ ଗାଡ଼ିଟିକୁ ବାହାରକୁ ନେବାକୁ ଲଜ୍ଜା ବୋଧ କରିଥିଲେ। ଗାଡ଼ି ନମ୍ବରକୁ ନେଇ ତାଙ୍କୁ ଅନେକ କମେଣ୍ଟ ମଧ୍ୟ ଶୁଣିବାକୁ ମିଳିଥିଲା । ବାଧ୍ୟ ହୋଇ ଯୁବତୀ ଜଣକ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ।

ନିୟମ ମୁତାବକ, ସାଉଥ୍‌ ଦିଲ୍ଲୀ ଆର୍‌ଟିଓ ପକ୍ଷରୁ ଗାଡ଼ିଗୁଡ଼ିକୁ DL3C ଓ DL3S ସିରିଜ୍‌ର ନମ୍ବର ଦିଆଯାଇଛି। ଏହି ଧାରାରେ ଗତ ମାସରେ DL3 SEX ସିରିଜ୍‌ର ନୂଆ ନମ୍ବରର ଆଲର୍ଟ ହୋଇଥିଲା। କିନ୍ତୁ ଏବେ ଏହି ସିରିଜ୍‌ ଗାଡ଼ି ମାଲିକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ଏହି ସିରିଜ୍‌ରେ ଯେଉଁ ଆଲ୍‌ଫାବେଟ୍‌ ଦିଆଯାଉଛି, ତାହା ଖୁବ୍‌ ଅଜବ। । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story