କର୍ଣ୍ଣାଟକରେ ୬ଟି ଓମିକ୍ରନ କେସ୍ ଚିହ୍ନଟ

ବେଙ୍ଗାଲୋରୁ: ଆଜି କର୍ଣ୍ଣାଟକରେ ଓମିକ୍ରନର ୬ଟି ନୂଆ କେସ୍ ଚିହ୍ନଟ ହୋଇଛି। ଏ ସମ୍ପର୍କରେ  କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଏଥିରୁ ୫ଟି ଦକ୍ଷିଣ କନ୍ନଡ଼ ଅଞ୍ଚଳର ବୋଲି ସେ କହିଛନ୍ତି। ଏଥିସହ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଛୁଇଁଛି। ସେପଟେ ଭାରତରେ ଓମିକ୍ରନ ସଂକ୍ରମଣ ଫେବ୍ରୁଆରିରେ ଶୀର୍ଷରେ ପହଞ୍ଚିପାରେ। ଏଭଳି ଏକ ଅନୁମାନ କରିଛି କୋଭିଡ ୧୯ ସୁପର ମଡେଲ କମିଟି । ଏହାର ଅର୍ଥ ନୂଆବର୍ଷ ଆରମ୍ଭରୁ ଦେଶରେ ଓମିକ୍ରନ […]

kerala-covid-cases

kerala-covid-cases

Tapas Behera
  • Published: Saturday, 18 December 2021
  • Updated: 18 December 2021, 08:37 PM IST

Sports

Latest News

ବେଙ୍ଗାଲୋରୁ: ଆଜି କର୍ଣ୍ଣାଟକରେ ଓମିକ୍ରନର ୬ଟି ନୂଆ କେସ୍ ଚିହ୍ନଟ ହୋଇଛି। ଏ ସମ୍ପର୍କରେ  କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଏଥିରୁ ୫ଟି ଦକ୍ଷିଣ କନ୍ନଡ଼ ଅଞ୍ଚଳର ବୋଲି ସେ କହିଛନ୍ତି। ଏଥିସହ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଛୁଇଁଛି। ସେପଟେ ଭାରତରେ ଓମିକ୍ରନ ସଂକ୍ରମଣ ଫେବ୍ରୁଆରିରେ ଶୀର୍ଷରେ ପହଞ୍ଚିପାରେ।

ଏଭଳି ଏକ ଅନୁମାନ କରିଛି କୋଭିଡ ୧୯ ସୁପର ମଡେଲ କମିଟି । ଏହାର ଅର୍ଥ ନୂଆବର୍ଷ ଆରମ୍ଭରୁ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବରେ ବଢିଚାଲିବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ‌ଯେ, ଓମିକ୍ରନ ସଂକ୍ରମଣ ଖୁବ ଜୋରରେ ବ୍ୟାପି ଚାଲିଛି ଏବଂ ଦେଢରୁ ତିନି ଦିନ ମଧ୍ୟରେ ଦୁଇ ଗୁଣା ହେଉଛି । ସେପଟେ ବିଦେଶରେ ସ୍ଥିତି ମଧ୍ୟ ସଙ୍ଗୀନ ହେଉଥିବା ଦେଖାଯାଇଛି।

ୟୁରୋପୀୟ ରାଷ୍ଟ୍ରରେ କଟକଣା ବଢୁଛି । ଏଭଳି ସ୍ଥିତିରେ ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ କରିଥିବା ପୂର୍ବାନୁମାନ ଦେଶ ଏକ ବଡ ସଙ୍କଟକୁ ସାମ୍ନା କରିବାକୁ ଯାଉଥିବା ସଙ୍କେତ ଦେଉଛି । ଏ ନେଇ ସତର୍କ କରାଇଛନ୍ତି କୋଭିଡ-୧୯ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଭିକେ ପଲ । ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ସଂକ୍ରମଣର ହାରକୁ ଲକ୍ଷ୍ୟ କରି ସେ ଯେଉଁ ଆକଳନ କରିଛନ୍ତି, ତା’ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ୧୪ ଲକ୍ଷ ହୋଇପାରେ । ସେ କହିଛନ୍ତି ଯେ, ଏହି ଦୁଇ ଦେଶର ଲୋକସଂଖ୍ୟା ହିସାବରେ ଭାରତର ଲୋକସଂଖ୍ୟା ବହୁତ ଅଧିକ । ତେଣୁ ଭାରତରେ ସଂକ୍ରମଣ ମଧ୍ୟ ଅଧିକ ହେବ। ଏପରିକି ଦିନକୁ ୧୪ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହେବେ ବୋଲି ଡାକ୍ତର ପଲ୍ ପୂର୍ବାନୁମାନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story