ରାତିରେ ହେଉଛି ବେଆଇନ ନିର୍ମାଣ, ଯାଞ୍ଚ ପାଇଁ ଗଠନ୍ ହେଲା ଟିମ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ହେଉଛି ଖୁଲମଖୋଲା ଉଲ୍ଲଂଘନ । ରାତିରେ ହେଉଛି ବେଆଇନ ନିର୍ମାଣ। ଏହାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ ହୋଇଛି । ଦିଲ୍ଲୀରେ ରାତିରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ର ସ୍ୱତନ୍ତ୍ର ଟିମ୍ ଯାଞ୍ଚ କରିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଦିଲ୍ଲୀର […]

90

90

Tapas Behera
  • Published: Saturday, 18 December 2021
  • Updated: 18 December 2021, 04:21 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ହେଉଛି ଖୁଲମଖୋଲା ଉଲ୍ଲଂଘନ । ରାତିରେ ହେଉଛି ବେଆଇନ ନିର୍ମାଣ। ଏହାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ ହୋଇଛି । ଦିଲ୍ଲୀରେ ରାତିରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ର ସ୍ୱତନ୍ତ୍ର ଟିମ୍ ଯାଞ୍ଚ କରିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି।

ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଦିଲ୍ଲୀର ରାତିରେ ବେଆଇନ ନିର୍ମାଣ ହେଉଥିବା ଗଣମାଧ୍ୟମରେ ଭିଡିଓ ରେକଡ଼ିଂ ସହ ରିପୋର୍ଟ ପ୍ରକାଶ ପାଇଥିଲା। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରି ଗୋପାଳ ରାୟ କହିଛନ୍ତି ଯେ, ଡିପିସିସିର ପ୍ରତ୍ୟେକ ଟିମରେ ୩ଜଣ ସଦସ୍ୟ ରହିବେ। ଯେଉଁମାନେ ଦିଲ୍ଲୀର ସମସ୍ତ ୧୧ଟି ଜିଲ୍ଲାରେ ନିର୍ମାଣ ସ୍ଥାନ ପରିଦର୍ଶନ କରିବେ। ରାତି ବେଳେ ନିର୍ମାଣ କାର୍ଯ୍ୟରେ ନିଷେଧାଦେଶ ସତ୍ତ୍ୱେ ଏହା ଚାଲୁଥିବାରୁ ଏହାକୁ ରୋକିବା ପାଇଁ ଡିପିସିସିର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ ଦିଲ୍ଲୀର ୧୧ଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟର ଯାଞ୍ଚ କରିବ ବୋଲି ସେ କହିଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଗତ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀର ନେତାଜୀ ନଗରରେ ଥିବା ଏନବିସିସି ଇଣ୍ଡିଆ ସାଇଟରେ ହାଲୋଜିନ ଲଗାଇ କାମ ହେଉଛି। ପ୍ରଦୂଷଣ ହେତୁ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟକୁ ବ୍ୟାନ୍ କରାଯାଇଛି।  ଦିଲ୍ଲୀ ସରକାର ଏହାର ନିରନ୍ତର ଯାଞ୍ଚ କରୁଛନ୍ତି। ପର୍ଯ୍ୟନ୍ତ ୭,୦୦୦ଟି ସାଇଟର ଯାଞ୍ଚ କରାଯାଇଛି।

ଏପର୍ଯ୍ୟନ୍ତ ୫୦୦ ରୁ ଅଧିକ ସାଇଟକୁ ନୋଟିସ ଏବଂ ଜରିମାନା ଜାରି କରାଯାଇଛି ବୋଲି ଗୋପାଳ ରାୟ କହିଛନ୍ତି। ଏନବିସିସି ଇଣ୍ଡିଆ ସାଇଟରେ ଦିଲ୍ଲୀ ସରକାର ଡିସେମ୍ବର ୩ରେ ରେଡ୍‌ କରି ନୋଟିସ ଜାରି କରିବା ସହ ୫ଲକ୍ଷ ଟଙ୍କା ଜୋରିମାନା କରିଥିଲେ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଡିପିସିସିଙ୍କ ନେତୃତ୍ୱରେ ଏକ ଇଞ୍ଜିନିୟରଟିମ୍ ଗଠନ କରାଯାଇଛି। ଏହି ଟିମ୍ ଦିଲ୍ଲୀରେ ଯାଞ୍ଚ କରିବ ଏବଂ ସ୍ପଟ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ୨୪ଘଣ୍ଟା ଧରି ଅବହେଳା ଉପରେ ନଜର ରଖାଯାଉଛି ବୋଲି ଗୋପାଳ ରାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story