ଗୁଳି ମାଡ଼ ପରେ ଶବ ଗୁଡ଼ିକୁ ସେନା ସରଞ୍ଜାମରେ ଘୋଡ଼ାଇ ଦିଆଯାଇଥିଲା !

କୋହିମା: ଅଶାନ୍ତ ଓଟିଂ। ସେନାର ଆଖିବୁଜା ଗୁଳିମାଡ଼ରେ ସାଧାରଣ ଲୋକଙ୍କ ମୃତ୍ୟୁ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଗୁଳିମାଡ଼ ପରେ ଘଟଣାସ୍ଥଳରେ ଚାଲିଛି ତନାଘନା। କେଉଁ ପରିସ୍ଥିତିରେ ଏବଂ କାହିଁକି ଏମିତି ନାରକୀୟ ଘଟଣା ଘଟିଲା ତାକୁ ନେଇ ଚାଲିଛି ତଦନ୍ତ। ଆଉ ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଛାତି ଥରା ଅପରେଶନକୁ ନେଇ ଦିନକୁ ଦିନ ନୂଆ ନୂଆ ଗୁମର ସାମ୍ନାକୁ ଆସୁଛି। ଏହି ବିଭତ୍ସ ଗୁଳିକାଣ୍ଡ ପରେ କିଛି ଷଡ଼ଯନ୍ତ୍ର ହୋଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀ […]

io

io

Tapas Behera
  • Published: Wednesday, 08 December 2021
  • Updated: 08 December 2021, 12:39 PM IST

କୋହିମା: ଅଶାନ୍ତ ଓଟିଂ। ସେନାର ଆଖିବୁଜା ଗୁଳିମାଡ଼ରେ ସାଧାରଣ ଲୋକଙ୍କ ମୃତ୍ୟୁ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଗୁଳିମାଡ଼ ପରେ ଘଟଣାସ୍ଥଳରେ ଚାଲିଛି ତନାଘନା। କେଉଁ ପରିସ୍ଥିତିରେ ଏବଂ କାହିଁକି ଏମିତି ନାରକୀୟ ଘଟଣା ଘଟିଲା ତାକୁ ନେଇ ଚାଲିଛି ତଦନ୍ତ। ଆଉ

ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଛାତି ଥରା ଅପରେଶନକୁ ନେଇ ଦିନକୁ ଦିନ ନୂଆ ନୂଆ ଗୁମର ସାମ୍ନାକୁ ଆସୁଛି। ଏହି ବିଭତ୍ସ ଗୁଳିକାଣ୍ଡ ପରେ କିଛି ଷଡ଼ଯନ୍ତ୍ର ହୋଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେନା ପକ୍ଷରୁ ଫାୟାରିଂ ନେଇ ଭୟଙ୍କର ଶବ୍ଦ ଶୁଣି ସେଠାକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ସୁରକ୍ଷା କର୍ମୀଙ୍କ ପକ୍ଷରୁ ଗୁଳି ମାଡ଼ରେ କେତେକ ଲୋକ ଟଳିପଡ଼ିବା ସହ ସମ୍ପୃକ୍ତ ଅଞ୍ଚଳ ରକ୍ତ ସୁଅରେ ଲାଲ ହୋଇଯାଇଥିଲା। ମୃତକଙ୍କ ମଧ୍ୟରୁ ଜଣେ଼ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାଂଘାତିକ ଦୃଶ୍ୟ ଦେଖିଥିବା କହିଛନ୍ତି ।

ଘଟଣାର ସୋମୱାଙ୍ଗ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେନା ଗୁଳିରେ ମୃତ୍ୟୁ ପରେ ଶବ ଗୁଡ଼ିକୁ ଲୁଚାଇବା ପାଇଁ ପ୍ରୟାସ କରାଯାଇଥିଲା।  ମୃତକଙ୍କ ପୋଷାକ ବଦଳାଇ ସେଗୁଡ଼ିକୁ ସେନା ସରଞ୍ଜାମ ଆବରଣରେ ଘୋଡ଼ାଇ ଦିଆଯାଇଥିଲା। ଯେମିତି ସାଧାରଣ ଲୋକ ବୋଲି ସନ୍ଦେହ ହେବନି। ଏହା ପରେ ମୃତ ଦେହଗୁଡ଼ିକୁ ସେନା ପିକଅପ୍‌ ଭ୍ୟାନରେ ପଠାଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ସୋମୱାଙ୍ଗ କହିଛନ୍ତି ତାଙ୍କ ଭାଇ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ିଥିଲେ ।

ସେହିପରି ଅନ୍ୟ ଏକ ଭିଡିଓରେ ସେନା ପିକଅପ ଭ୍ୟାନରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ ଦେହ ରଖାଯାଇଥିବା ଇଣ୍ଡିଆ ଟୁଡେ ହାତରେ ପ୍ରମାଣ ଲାଗିଛି। ଏନେଇ ନାଗାଲାଣ୍ଡ ପୁଲିସ ମଧ୍ୟ ଏକ ରିପୋର୍ଟ ଦେଇଛି। ସେଥିରେ କୁହାଯାଇଛି ଯେ, ମୃତ ଦେହ ଗୁଡ଼ିକୁ ସେନା ପକ୍ଷରୁ ଲୁଚାଇବା ପାଇଁ ପ୍ରୟାସ କରାଯାଥିଲା। ସୂଚନା ଅନୁଯାୟୀ, ସବୁ ଶନିବାର ଭଳି  ଗତ ଶନିବାର  ଟିରୁ ଗ୍ରାମରୁ ୮ ଜଣ ଖଣିଶ୍ରମିକ ନିଜ ଗାଁ ଓଟିଂ ଫେରୁଥିଲେ। ତେବେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ। ଗୁଳିମାଡ଼ରେ  ୧୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story