ଠକ ସୁକେଶର ନୂଆ କାରନାମା, ଜେଲ ଭିତରୁ ବାହାରକୁ ଚିଠି ପଠାଉଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଥିବା ୨୦୦ କୋଟି ଟଙ୍କାର ଠକେଇ କରିଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଚର୍ଚ୍ଚାରେ। ଜେଲର ସୁରକ୍ଷା ବ୍ୟବସ୍ଥାକୁ ପୁଣି ଥରେ ଭେଦି ଥିବା ଅଭିଯୋଗ ହୋଇଛି। ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ମହାଠକ ସୁକେଶ ପୁଣି ଥରେ ତିହାର ଜେଲର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିଥିବା ଜଣାପଡିଛି। ଦାବି ହେଉଛି ଯେ ନର୍ସିଂ କର୍ମଚାରୀଙ୍କ ଜରିଆରେ ସୁକେଶ ଜେଲରୁ ବାହାରକୁ ନିଜର ବାର୍ତ୍ତା ପଠାଉଥିଲା। ସିସିଟିଭି ରେକର୍ଡ ଯାଞ୍ଚ ବେଳେ […]

sukesh chandrasekhar

sukesh chandrasekhar

Madhupriya Mistry
  • Published: Sunday, 03 July 2022
  • Updated: 03 July 2022, 01:55 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଥିବା ୨୦୦ କୋଟି ଟଙ୍କାର ଠକେଇ କରିଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଚର୍ଚ୍ଚାରେ। ଜେଲର ସୁରକ୍ଷା ବ୍ୟବସ୍ଥାକୁ ପୁଣି ଥରେ ଭେଦି ଥିବା ଅଭିଯୋଗ ହୋଇଛି। ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି।

ମହାଠକ ସୁକେଶ ପୁଣି ଥରେ ତିହାର ଜେଲର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିଥିବା ଜଣାପଡିଛି। ଦାବି ହେଉଛି ଯେ ନର୍ସିଂ କର୍ମଚାରୀଙ୍କ ଜରିଆରେ ସୁକେଶ ଜେଲରୁ ବାହାରକୁ ନିଜର ବାର୍ତ୍ତା ପଠାଉଥିଲା। ସିସିଟିଭି ରେକର୍ଡ ଯାଞ୍ଚ ବେଳେ ଏହି କଥା ସାମ୍ନାକୁ ଆସିଛି।

ବାସ୍ତବରେ, ସିସିଟିଭି ରେକର୍ଡିଂ ଯାଞ୍ଚ କରିବା ସମୟରେ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ସୁକେଶ ଜେଲର ହସ୍ପିଟାଲରେ  କଣ୍ଟ୍ରାକ୍‌ଚୁଆଲ ଭାବେ କାମ କରୁଥିବା ଜଣେ ନର୍ସିଂ କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଛି। କେବଳ ସେତିକି ନୁହେଁ ସେହି ନର୍ସିଂ ଷ୍ଟାଫଙ୍କ ଜରିଆରେ ଏକ ଚିଠି ମଧ୍ୟ ଦେଉଛି। ଏହି ଚିଠିକୁ ବାହାରେ ଥିବା ସୁକେଶର ସହଯୋଗୀଙ୍କୁ ନର୍ସିଂ ଷ୍ଟାଫ ଜଣକ ଦେଇଥାନ୍ତେ।

ଯେତେବେଳେ ନର୍ସିଂ କର୍ମଚାରୀଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ବର୍ତ୍ତମାନ ତିହାର ଜେଲ ଅଧିକାରୀ ଏହି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିଛନ୍ତି। ଉକ୍ତ ନର୍ସିଂଷ୍ଟାଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି।

ଏହାପୂର୍ବରୁ ମଧ୍ୟ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ତିହାର ଜେଲରେ ରହି ୨୦୦ କୋଟି ଟଙ୍କାର ଠକେଇ କରିଥିଲେ। ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଭାବେ ନିଜକୁ ଦର୍ଶାଇ ସୁକେଶ ଦିଲ୍ଲୀର ଜଣେ ମହିଳା ବ୍ୟବସାୟୀଙ୍କୁ ନିଜ ଜାଲରେ ପକାଇଥିଲା। ଅଭିଯୁକ୍ତ ନିଜ ସ୍ୱର ବଦଳାଇ ତାଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲା। ଅଭିଯୋଗ ହୋଇଛି ଯେ ସୁକେଶ ଜେଲ ଅଧିକାରୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ଦେଇ ମୋବାଇଲ୍ ଫୋନ୍ ବ୍ୟବହାର କରିଥିଲା। ତଦନ୍ତ ପରେ ଅନେକ ଜେଲ ଅଧିକାରୀଙ୍କୁ ଗିରଫ କରାଯାଇଥିଲା।

ବର୍ତ୍ତମାନ ମହାଠକ ସୁକେଶ ତିହାର ଜେଲ ୩ ନମ୍ବର ସେଲ୍‌ରେ ବନ୍ଦି ଅଛି। ସେ ଜଲରେ ବନ୍ଦୀ ଥାଇ କେତେବେଳେ ଅନଶନରେ ବସୁଛି ତ ଆଉ କେତେବେଳେ ସୁରକ୍ଷା ବ୍ୟବସ୍ଥାକୁ ଠେଙ୍ଗା ଦେଖାଇ ଜେଲ ଅଧିକାରୀଙ୍କ ନାକେଦମ୍‌ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story