ସାଥିରେ ପୁରୁଷ ଏସକଟ୍‌ ନଥିଲେ ମହିଳାଙ୍କୁ ଯାତ୍ରା ମନା

ନୂଆଦିଲ୍ଲୀ: ମହିଳାଙ୍କୁ ନେଇ ପୁଣି ଏକ କଳା ନିୟମ ଆଣିଛି ଆଫଗାନର ତାଲିବାନ ସରକାର। ସାଙ୍ଗରେ  କେହି ସମ୍ପର୍କୀୟ ପୁରୁଷ ଏସକଟ୍ ନଥିଲେ ମହିଳାଙ୍କୁ ଦୂର ଯାତ୍ରା ପାଇଁ ବାରଣ କରାଯାଇଛି। ଏଥିପାଇ ଯାତ୍ରୀ ପରିବହନ କରୁଥିବା ଯାନ ଗୁଡ଼ିକୁ ଏକାକି ମହିଳାଙ୍କୁ ନନେବାକୁ କୁହାଯାଇଛି। ଏନେଇ ତାଲିବାନି ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ହିଜାବ ନପିନ୍ଧିଲେ ମହିଳାଙ୍କୁ ଯାନବାହାନରେ ଯିବା ପାଇଁ ମନା ହୋଇଛି। ଯଦି ୭୨ କିମିରୁ ଅଧିକ ଯାତ୍ରା କରିବାକୁ […]

Taliban1

Taliban1

Tapas Behera
  • Published: Sunday, 26 December 2021
  • Updated: 26 December 2021, 08:26 PM IST

ନୂଆଦିଲ୍ଲୀ: ମହିଳାଙ୍କୁ ନେଇ ପୁଣି ଏକ କଳା ନିୟମ ଆଣିଛି ଆଫଗାନର ତାଲିବାନ ସରକାର। ସାଙ୍ଗରେ  କେହି ସମ୍ପର୍କୀୟ ପୁରୁଷ ଏସକଟ୍ ନଥିଲେ ମହିଳାଙ୍କୁ ଦୂର ଯାତ୍ରା ପାଇଁ ବାରଣ କରାଯାଇଛି। ଏଥିପାଇ ଯାତ୍ରୀ ପରିବହନ କରୁଥିବା ଯାନ ଗୁଡ଼ିକୁ ଏକାକି ମହିଳାଙ୍କୁ ନନେବାକୁ କୁହାଯାଇଛି। ଏନେଇ ତାଲିବାନି ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି

ହିଜାବ ନପିନ୍ଧିଲେ ମହିଳାଙ୍କୁ ଯାନବାହାନରେ ଯିବା ପାଇଁ ମନା ହୋଇଛି। ଯଦି ୭୨ କିମିରୁ ଅଧିକ ଯାତ୍ରା କରିବାକୁ ପଡ଼େ ତେବେ ସାଙ୍ଗରେ ପୁରୁଷ ଏସ୍‌କଟ ଜରୁରୀ ବୋଲି କଠୋର ନିୟମ କରାଯାଇଛି। ଏହି ଏସ୍‌କଟ ଜଣକ ସମ୍ପୃକ୍ତ ମହିଳାଙ୍କ ନିକଟ ସମ୍ପର୍କୀୟ ହୋଇଥିବା ଆବଶ୍ୟକ।  ଗତ ଅଗଷ୍ଟ ୧୫ରେ ତାଲିବାନି ମାନେ କ୍ଷମତା ଦଖଲ କରିବା ପରଠାରୁ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି। ସେବେଠାରୁ ମହିଳାଙ୍କ ସ୍ୱାଧୀନତାଙ୍କୁ ସଙ୍କୁଚିତ କରାଯାଉଛି । ସେମାନଙ୍କୁ ଅଫିସ ଓ ସ୍କୁଲ ମଧ୍ୟ ବାରଣ କରାଯାଉଛି।

ସପ୍ତାହେ ପୂର୍ବରୁ ମହିଳାଙ୍କ ଅଭିନୀତି କାର୍ଯ୍ୟକ୍ରକୁ ପ୍ରସାରଣ ନକରିବା ପାଇଁ ଟେଲିଭିଜନ ଚେନାଲ ଗୁଡ଼ିକୁ  ବାରଣ କରାଯାଇଛି। ସେହିପରି ଟିଭି ଆଙ୍କରମାନଙ୍କୁ ମୁହଁରେ ହିଜାବ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।  ହିଜାବ ହେଉଛି ଏକ ପ୍ରକାର ସ୍କାର୍ଫ । ଯେଉଁଥିରେ କେବଳ ମୁଣ୍ଡ ଢାଙ୍କି ହେବ । ତାଲିବାନ ଭୟରେ ବୁର୍ଖାର ବେପାର ଅବିଶ୍ୱାସନୀୟ ଭାବେ ବଢିଯାଇଛି । ବୁର୍ଖା ଦେକାନ ଆଗରେ ମହିଳାମାନଙ୍କର ନାହିଁ ନଥିବା ଭିଡ ଲାଗୁଛି । ୨୦୦୧ ପୂର୍ବରୁ ତାଲିବାନ୍ ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ କରିଥିଲା । ଏହି ନିୟମ ଭାଙ୍ଗିଲେ ତାଙ୍କୁ କଠୋର ଶାସ୍ତି ମଧ୍ୟ ମିଳୁଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story