ଦୁର୍ବଳ ହୋଇନି କରୋନା: ଜୁଲାଇ ୧୯ ଯାଏ ବଢ଼ିଲା ଲକଡାଉନ

ଚେନ୍ନାଇ: ଏବେ ବି ମହାମାରୀ କରୋନାର ଦ୍ୱିତୀୟ ୱେଭ ସଂପୂର୍ଣ୍ଣ ଭାବେ ଦୁର୍ବଳ ହୋଇନାହିଁ। ଏଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ତାମିଲନାଡୁରେ ଜୁଲାଇ ୧୯ ତାରିଖ ସକାଳ ୬ଟା ଯାଏ ଲକଡାଉନ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାର ପୂର୍ବଭଳି ଅନ୍ତଃରାଜ୍ୟ ସରକାରୀ ଓ ଘରୋଇ ଗାଡ଼ି ଚଳାଚଳ ଉପରେ ଲଗାଇଥିବା ରୋକକୁ ବଳବତ୍ତର ରଖିଛନ୍ତି। କେବଳ ପୁଡୁଚେରୀକୁ ବସ୍‌ […]

Police

Police

Hemant Lenka
  • Published: Saturday, 10 July 2021
  • Updated: 10 July 2021, 03:19 PM IST

Sports

Latest News

ଚେନ୍ନାଇ: ଏବେ ବି ମହାମାରୀ କରୋନାର ଦ୍ୱିତୀୟ ୱେଭ ସଂପୂର୍ଣ୍ଣ ଭାବେ ଦୁର୍ବଳ ହୋଇନାହିଁ। ଏଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ତାମିଲନାଡୁରେ ଜୁଲାଇ ୧୯ ତାରିଖ ସକାଳ ୬ଟା ଯାଏ ଲକଡାଉନ କଟକଣା ବଳବତ୍ତର ରହିବ।

ରାଜ୍ୟ ସରକାର ପୂର୍ବଭଳି ଅନ୍ତଃରାଜ୍ୟ ସରକାରୀ ଓ ଘରୋଇ ଗାଡ଼ି ଚଳାଚଳ ଉପରେ ଲଗାଇଥିବା ରୋକକୁ ବଳବତ୍ତର ରଖିଛନ୍ତି। କେବଳ ପୁଡୁଚେରୀକୁ ବସ୍‌ ଓ ଗାଡ଼ି ମଟର ଚଳାଚଳ କରିପାରିବ ବୋଲି ଅନୁମତି ଦିଆଯାଇଛି। ସେହପରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଉଥିବା ବିଦେଶ ଯାତ୍ରାକୁ ବି ଅନୁମତି ମିଳିବ।

ଏହାବାଦ ସିନେମା ହଲ, ଥିଏଟର, ବାର, ସୁଇମିଂ ପୁଲ, ସମସ୍ତ ପ୍ରକାରର ସାମାଜିକ, ଧାର୍ମିକ, ରାଜନୀତିକ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବ୍ୟାନ୍‌ ପୂର୍ବଭଳି ରହିଛି। ସ୍କୁଲ, କଲେଜ ଓ ଜୁଲଜିକାଲ ପାର୍କ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ।
ବାହାଘରରେ ସର୍ବାଧିକ ୫୦ ଜଣ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣଙ୍କୁ ଯୋଗ ଦେବାର ଅନୁମତି ମିଳିବ।

କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁ ସ୍ଥାନରେ ସବୁ ଦୋକାନ ବଜାର ଖୋଲି ପାରିବ। ପୂର୍ବରୁ ସବୁ ଦୋକାନ ବଜାର ରାତି ୮ଟା ଯାଏ ଖୋଲୁଥିବା ବେଳେ ଏବେ ଏହାକୁ ରାତି ୯ଟା ଯାଏ ବୃଦ୍ଧି କରାଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରବେଶିକା ପରୀକ୍ଷାକୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣା ମଧ୍ୟରେ ଆୟୋଜନ କରାଯାଇ ପାରିବ। ଏଥିପାଇଁ ପରୀକ୍ଷା ଆୟୋଜନ କରୁଥିବା ସଂସ୍ଥା ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ।

ରେଷ୍ଟୁରାଣ୍ଟ, ଚା’, ବେକରୀ, ରାସ୍ତା କଡ଼ ଖାଇବା ଷ୍ଟଲ ଓ ମିଠା ଦୋକାନ ଗୁଡ଼ିକ ପୂର୍ଣ୍ଣ କ୍ଷମତାର କର୍ମଚାରୀଙ୍କୁ ନେଇ ରାତି ୯ଟା ଯାଏ ଖୋଲିପାରିବ। କିନ୍ତୁ ଗୋଟିଏ ସମୟରେ କ୍ଷମତାର ୫୦% ଲୋକଙ୍କୁ ସେବା ମିଳିବ। ସବୁ ଦୋକାନାରେ ଉପଯୁକ୍ତ ବାୟୁ ଚଳାଚଳର ବ୍ୟବସ୍ଥା ରହିବ। ପ୍ରବେଶ ପଥରେ ସାନିଟାଇଜର ରଖିବାକୁ ସବୁ ଦୋକାନୀ ବାଧ୍ୟ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story