ତାମିଲନାଡୁରେ ପଶିଲା ଓମିକ୍ରନ୍

ଚେନ୍ନାଇ: ତାମିଲନାଡୁରେ ପଶିଲା ଓମିକ୍ରନ୍। ଜଣେ ନାଇଜେରିଆର ଫେରନ୍ତା ଓମିକ୍ରନ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାମିଲନାଡୁରେ ଏହା ହେଉଛି ପ୍ରଥମ ମାମଲା।  ସମ୍ପୃକ୍ତ ବ୍ୟକ୍ତି ଏବଂ ତାଙ୍କ ସହ ଆସିଥିବା ୭ ଜଣ ଗୁଇଣ୍ଡି କିଙ୍ଗ ଇନଷ୍ଟିଚ୍ୟୁଟରେ ଅଛନ୍ତି। ଏନେଇ ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ ବୁଧବାର କହିଛନ୍ତି। ସେହିପରି ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିଛି ଓମିକ୍ରନ୍। ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିଥିବା କଥା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଠାରେ ଜଣେ […]

Covid

Covid

Tapas Behera
  • Published: Wednesday, 15 December 2021
  • Updated: 16 December 2021, 04:53 PM IST

Sports

Latest News

ଚେନ୍ନାଇ: ତାମିଲନାଡୁରେ ପଶିଲା ଓମିକ୍ରନ୍। ଜଣେ ନାଇଜେରିଆର ଫେରନ୍ତା ଓମିକ୍ରନ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାମିଲନାଡୁରେ ଏହା ହେଉଛି ପ୍ରଥମ ମାମଲା।  ସମ୍ପୃକ୍ତ ବ୍ୟକ୍ତି ଏବଂ ତାଙ୍କ ସହ ଆସିଥିବା ୭ ଜଣ ଗୁଇଣ୍ଡି କିଙ୍ଗ ଇନଷ୍ଟିଚ୍ୟୁଟରେ ଅଛନ୍ତି। ଏନେଇ ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ ବୁଧବାର କହିଛନ୍ତି। ସେହିପରି ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିଛି ଓମିକ୍ରନ୍। ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିଥିବା କଥା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଠାରେ ଜଣେ ୭ ବର୍ଷର ଶିଶୁ  ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ୭ ବର୍ଷର ଶିଶୁ ମୁର୍ସିଦାବାଦର ବାସିନ୍ଦା ।

ସେ ନିକଟରେ ଆବୁଧାବିରୁ ଫେରିଥିଲା। ଶିଶୁ କରୋନା ସଂକ୍ରମଣର ନୂତନ ଭାରିଏଣ୍ଟ ଓମିକ୍ରନ  ଦ୍ବାରା ସଂକ୍ରମିତ ହେବା ପରେ ମୁର୍ସିଦାବାଦର ଏକ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛି। ଶିଶୁର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାର ପିତାମାତାଙ୍କର ବି ପରୀକ୍ଷା କରାଯାଇଥିଲା। ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା।

ଦେଶରେ ଓମିକ୍ରନ ମାମଲା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଆଜି ତେଲେଙ୍ଗାନାରେ ଓମିକ୍ରନର ଦୁଇଟି ମାମଲା ଚିହ୍ନଟ ହୋଇଥିବା ସୂଚନା ରହିଛି। ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ ଓମିକ୍ରନ ମାମଲା ରହିଛି। ଯେଉଁଠାରେ ୨୮ ଟି ମାମଲା ନିଶ୍ଚିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story