'ମନ୍ଦିର ଜମି ଠାକୁରଙ୍କର, ନେଇ ପାରିବେନି ପୂଜାରୀ'

ନୂଆଦିଲ୍ଲୀ: ମନ୍ଦିର ଜମିର ମାଲିକ କିଏ? ପୂଜାରୀ ନା ଠାକୁର? ଏବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ସୁପ୍ରିମକୋର୍ଟ। ‘ମନ୍ଦିରରେ ପ୍ରତିଷ୍ଠିତ ଠାକୁର ହିଁ ହେଉଛନ୍ତି ମନ୍ଦିର ଜମିର ମାଲିକ। ପୁରୋହିତ ଏହାକୁ ନେଇ ପାରିବେ ନାହିଁ। ସେ କେବଳ ଠାକୁରାଙ୍କୁ ପୂଜା କରିବେ, ଦେବତାଙ୍କ ସମ୍ପତିର ଦେଖାରେଖା କରିବେ।’ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ହେମନ୍ତ ଗୁପ୍ତା ଏବଂ ଏ ଏସ୍‌ ବୋପନ୍ନା ଆଜି ଏହି ରାୟ ଶୁଣାଇଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ବନ୍ଧୀୟ […]

supreme-court

supreme-court

Madhupriya Mistry
  • Published: Tuesday, 07 September 2021
  • Updated: 07 September 2021, 01:38 PM IST

Sports

Latest News

ନୂଆଦିଲ୍ଲୀ: ମନ୍ଦିର ଜମିର ମାଲିକ କିଏ? ପୂଜାରୀ ନା ଠାକୁର? ଏବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ସୁପ୍ରିମକୋର୍ଟ। 'ମନ୍ଦିରରେ ପ୍ରତିଷ୍ଠିତ ଠାକୁର ହିଁ ହେଉଛନ୍ତି ମନ୍ଦିର ଜମିର ମାଲିକ। ପୁରୋହିତ ଏହାକୁ ନେଇ ପାରିବେ ନାହିଁ। ସେ କେବଳ ଠାକୁରାଙ୍କୁ ପୂଜା କରିବେ, ଦେବତାଙ୍କ ସମ୍ପତିର ଦେଖାରେଖା କରିବେ।' ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ହେମନ୍ତ ଗୁପ୍ତା ଏବଂ ଏ ଏସ୍‌ ବୋପନ୍ନା ଆଜି ଏହି ରାୟ ଶୁଣାଇଛନ୍ତି।

ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ଏକ ସର୍କୁଲାର ଜାରି ହୋଇଥିଲା। ଏହାକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇବା ବେଳେ ଅଯୋଧ୍ୟା ଜମି ବିବାଦର ଉଦାହରଣ ଦେଇଥିଲେ। ସେ କହିଥିଲେ, ପୂଜାରୀ ଜମିର ମାଲିକ କିମ୍ବା ସରକାରୀ ଲିଜ୍‌ଧାରୀ ଅଥବା ଜଣେ ସାଧାରଣ ମାଲିକ ନୁହନ୍ତି। ଏହାକୁ ପରିଚାଳନା ଉଦ୍ଦେଶ୍ୟରେ ରାଜସ୍ୱ ବିଭାଗ ଦ୍ୱାରା ତାଙ୍କୁ ନିଯୁକ୍ତି କରାଯାଇଛି। ପୁରୋହିତ କେବଳ ଦେବତାଙ୍କ ସମ୍ପତି ପରିଚାଳନା କରିବା ପାଇଁ ଅନୁଦାନକର୍ତ୍ତା ଭାବେ କାମ କରିବେ। ଯଦି ପୁରୋହିତ ପୂଜା କରିବା ଏବଂ ଜମି ପରିଚାଳନା କରିବା କାମରେ ବିଫଳ ହୁଅନ୍ତି, ତେବେ ଅନୁଦାନକର୍ତ୍ତାଙ୍କୁ ବଦଳାଯାଇପାରିବ ବୋଲି କୋର୍ଟ କହିଛନ୍ତି।

ପୂର୍ବରୁ ମଧ୍ୟପ୍ରଦେଶ ଜମି ରାଜସ୍ୱ ସଂହିତା ୧୯୫୯ର ଏହି ସର୍କୁଲାରକୁ ରାଜ୍ୟ ହାଇକୋର୍ଟ ରଦ୍ଦ କରିଥିଲେ। ଏହାକୁ ନେଇ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story