ଉଦ୍ଧବଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଉଛନ୍ତି ସିନ୍ଦେ

ପୁଣେ: ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି। ବିଧାୟକଙ୍କ ପରେ ସାଂସଦମାନେ ମଧ୍ୟ ଉଦ୍ଧବଙ୍କ ଶିବିର ଛାଡି ଏକନାଥଙ୍କ କ୍ୟାମ୍ପରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଥାନେ ପରିଷଦର ୬୭ କର୍ପୋରେଟରୁ ୬୬ କର୍ପୋରେଟ ଉଦ୍ଧବ ଶିବିର ଛାଡି ଏକନାଥ କ୍ୟାମ୍ପରେ ସାମିଲ ହୋଇଛନ୍ତି। ମହାରାଷ୍ଚ୍ରରେ ମୁମ୍ବାଇ ପରେ ଥାନେ ହେଉଛି ଦ୍ୱିତୀୟ ସର୍ବବୃହତ ପରିଷଦ। ତେଣୁ ଉଦ୍ଧବ ନେତୃତ୍ୱାଧୀନ ଶିବସେନାକୁ ଗୋଟିଏ […]

uddhav-thackeray-and sindhe

uddhav-thackeray-and sindhe

Madhupriya Mistry
  • Published: Thursday, 07 July 2022
  • Updated: 07 July 2022, 12:59 PM IST

Sports

Latest News

ପୁଣେ: ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି। ବିଧାୟକଙ୍କ ପରେ ସାଂସଦମାନେ ମଧ୍ୟ ଉଦ୍ଧବଙ୍କ ଶିବିର ଛାଡି ଏକନାଥଙ୍କ କ୍ୟାମ୍ପରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଥାନେ ପରିଷଦର ୬୭ କର୍ପୋରେଟରୁ ୬୬ କର୍ପୋରେଟ ଉଦ୍ଧବ ଶିବିର ଛାଡି ଏକନାଥ କ୍ୟାମ୍ପରେ ସାମିଲ ହୋଇଛନ୍ତି। ମହାରାଷ୍ଚ୍ରରେ ମୁମ୍ବାଇ ପରେ ଥାନେ ହେଉଛି ଦ୍ୱିତୀୟ ସର୍ବବୃହତ ପରିଷଦ। ତେଣୁ ଉଦ୍ଧବ ନେତୃତ୍ୱାଧୀନ ଶିବସେନାକୁ ଗୋଟିଏ ବଡ ଝଟକା ଲାଗିଛି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୧୯୯୭ରେ ଥାନେରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏଠାକାର ବଡ ନେତା ଭାବେ ପରିଚିତ। ଏକନାଥ ସିନ୍ଦେ ୨୦୦୧ ଓ ୨୦୦୨ରେ ଥାନେ ମହାନଗର ନିଗମ ନିର୍ବାଚନରେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ଓ ୨୦୧୯ରେ ସେ ଥାନେର କୋପରୀ ପଚପାଖାଡି ଆସନରୁ ବିଜୟୀ ହୋଇଆସୁଛନ୍ତି।

ଗତକାଲି ଏକନାଥଙ୍କୁ ଚେକ୍ ଦେବାକୁ ଯାଇ ଥାନେର ସାଂସଦଙ୍କୁ ଲୋକସଭାର ମୁଖ୍ୟ ସଚେତକ କରାଇଥିଲା ଉଦ୍ଧବ ନେତୃତ୍ୱାଧୀନ ଶିବସେନା। ବୁଧବାର ଲୋକସଭାରେ ସାଂସଦ ଭାବନା ଗଓ୍ୱାଲିଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ମନୋନୀତ କରିଛି। ସଂସଦୀୟ ଦଳର ନେତା ସଞ୍ଜୟ ରାଉତ ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।

ଗଓ୍ୱାଲି ଏକନାଥ ସିନ୍ଦେଙ୍କ କ୍ୟାମ୍ପର ବୋଲି ସୂଚନା ରହିଛି। ବିଦ୍ରୋହ ବେଳେ ବିଜେପି ସହ ମେଣ୍ଟ କରିବାକୁ ପରାମର୍ଶ ଦେଉଥିବା ଶିବସେନା ସାଂସଦମାନଙ୍କ ମଧ୍ୟରୁ ସେ ଜଣେ ଥିଲେ। ଏବେର ମୁଖ୍ୟସଚେତକ ରାଜନ ଥାନେ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ବିଧାନପରିଷଦ ଏବଂ ରାଜ୍ୟସଭା ନିର୍ବାଚନ ହୋଇଥିଲା। ଏହି ସମୟରେ ଏକନାଥ ଦଳରେ ବିଦ୍ରୋହ କରି ବିଧାୟକଙ୍କୁ ନେଇ ଆସାମର ରାଜଧାନୀ ଗୌହାଟୀରେ ପହଞ୍ଚିଥିଲେ। ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story