ମୋଦିଙ୍କ ଉପରେ ଲେଖାଯାଇଥିବା ବହିକୁ ଭଗବତ ଗୀତା ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ

ଜୟପୁର: ନିଜର ବିୟାନ ପାଇଁ ବିବାଦରେ ଫସିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ତାଙ୍କ ଉପରେ ଲେଖାଯାଇବା ବହିକୁ ପବିତ୍ର ଭଗବତ ଗୀତା ସହ ତୁଳନା କରିଛନ୍ତି। ସେ ରାଜସ୍ଥାନର ଝୁନଝୁନ ଠାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ Modi@20: Dreams Meet Delivery’ ବହିକୁ ଶ୍ରୀମଦ ଭଗବତ ଗୀତା ସହ ତୁଳନା କରିବାରୁ ବିବାଦ ଦେଖାଦେଇଛି। ଏହି କାର୍ଯ୍ୟକ୍ରମରେ ଶେଖାୱତ କହିଛନ୍ତି, “ଆଗାମୀ ଦିନରେ Modi@20: Dreams […]

Gita

Gita

Hemant Lenka
  • Published: Wednesday, 24 August 2022
  • Updated: 24 August 2022, 08:00 AM IST

Sports

Latest News

ଜୟପୁର: ନିଜର ବିୟାନ ପାଇଁ ବିବାଦରେ ଫସିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ତାଙ୍କ ଉପରେ ଲେଖାଯାଇବା ବହିକୁ ପବିତ୍ର ଭଗବତ ଗୀତା ସହ ତୁଳନା କରିଛନ୍ତି। ସେ ରାଜସ୍ଥାନର ଝୁନଝୁନ ଠାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ Modi@20: Dreams Meet Delivery' ବହିକୁ ଶ୍ରୀମଦ ଭଗବତ ଗୀତା ସହ ତୁଳନା କରିବାରୁ ବିବାଦ ଦେଖାଦେଇଛି।

ଏହି କାର୍ଯ୍ୟକ୍ରମରେ ଶେଖାୱତ କହିଛନ୍ତି, “ଆଗାମୀ ଦିନରେ Modi@20: Dreams Meet Delivery' ମହତ୍ତ୍ୱ ଠିକ ଭଗବତ ଗୀତା ଭଳି ହେବ। ଆଗାମୀ ପିଢ଼ି ପାଇଁ ଏହି ବହିର ମହତ୍ତ୍ୱ ଅଧିକ ରହିବ। ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି କରୁଥିବା ପ୍ରୟାସର ପ୍ରଭାବ ଏବେ ଦେଖିବାକୁ ମିଳିଲାଣି। Modi@20: Dreams Meet Delivery' ବହିକୁ ପ୍ରଧାନମନ୍ତ୍ରୀଙ୍କ ଅନୁଭୂତି ଓ କାର୍ଯ୍ୟକୁ ଆଧାର କରି ପ୍ରସ୍ତୁତ କରାଯାଇଛି।”

ଏହାର ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କଂଗ୍ରେସର ରାଜସ୍ଥାନ ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର କହିଛନ୍ତି, “ଯେଉଁମାନେ କ୍ଷମତା ପାଇଁ ନିଜର ମାନସମ୍ମାନକୁ ବିକ୍ରି କରି ଦିଅନ୍ତି, ସେମାନେ ଶ୍ରୀମଦ ଭଗବତ ଗୀତାକୁ ଅପମାନିତ କରି ଧର୍ମର ମାର୍ଗକୁ କଳଙ୍କିତ କରନ୍ତୁ ନାହିଁ। ଏହା ସନାତନ ଧର୍ମର ପବିତ୍ର ଗ୍ରନ୍ଥ। ସେମାନେ ଚାପଲୁସିର ସବୁସୀମା ଅତିକ୍ରମ କରି ଯାଇଛନ୍ତି। ଭଗବାନ କୃଷ୍ଣ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।”

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଓଏସ୍‌ଡି ଲୋକେଶ ଶର୍ମା ମଧ୍ୟ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପବିତ୍ର ସନାତନ ଗ୍ରନ୍ଥ ଭଗବତ ଗୀତାକୁ ଏପରି ଭାବେ ତୁଳନା କରିବା ଭଗବାନ ଶ୍ରୀକୃଷ୍ଣଙ୍କ ସନ୍ଦେଶ ଦେଉଥିବା ଗୀତାର ଘୋର ଅପମାନ। ଏହା ଦେଶବାସୀଙ୍କ ଭାବାବେଗକୁ ଆଘାତ ଦେବା ସହ ସମାନ। ‌ଆପଣଙ୍କ ବୟାନରୁ ଜଣାପଡ଼ୁଛି ଯେ ଶ୍ରୀମଦ ଭଗବତ ଗୀତା ପାଇଁ ଆପଣଙ୍କ ମନରେ ସମ୍ମାନ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story