ବିଜେପି ଛାଡ଼ିବେ କି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର?

କୋଲକାତା: ପୁଣିଥରେ ବିଜେପିକୁ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଖୁବଶୀଘ୍ର ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଶାନ୍ତନୁ କେନ୍ଦ୍ର ପୋର୍ଟ, ଶିପିଂ ଓ ୱାଟରୱେଜ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ହଠାତ୍‌ ସେ ବିଜେପି ୟୁନିଟର ସବୁ ହ୍ୱାଟସଆପ୍‌ ଗ୍ରୁପ୍‌ରୁ ବାହାରି ଯାଇଛନ୍ତି। ପଶ୍ଚିମବଙ୍ଗ ବିଜେପିରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଶାନ୍ତନୁଙ୍କ ଏପରି ପଦକ୍ଷେପ ବରିଷ୍ଠ ନେତାଙ୍କୁ ବିଚଳିତ କରିଛି। ମିଳିଥିବା ସୂଚନା […]

BJP

BJP

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 11:39 AM IST

Sports

Latest News

କୋଲକାତା: ପୁଣିଥରେ ବିଜେପିକୁ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଖୁବଶୀଘ୍ର ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଶାନ୍ତନୁ କେନ୍ଦ୍ର ପୋର୍ଟ, ଶିପିଂ ଓ ୱାଟରୱେଜ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ହଠାତ୍‌ ସେ ବିଜେପି ୟୁନିଟର ସବୁ ହ୍ୱାଟସଆପ୍‌ ଗ୍ରୁପ୍‌ରୁ ବାହାରି ଯାଇଛନ୍ତି। ପଶ୍ଚିମବଙ୍ଗ ବିଜେପିରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଶାନ୍ତନୁଙ୍କ ଏପରି ପଦକ୍ଷେପ ବରିଷ୍ଠ ନେତାଙ୍କୁ ବିଚଳିତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ବିଜେପି ହାଇକମାଣ୍ଡ ପଶ୍ଚିମବଙ୍ଗର ଦଳୀୟ ପଦପଦବୀରେ ଏକାଧିକ ଅଦଳବଦଳ କରିଥିଲେ। ଏହାକୁ ନେଇ ଶାନ୍ତନୁ ଦଳ ଉପରେ ଖପ୍ପା ହୋଇଛନ୍ତି। ତାଙ୍କ ଅଜାଣତରେ ସବୁ କାମ ହୋଇଛି ଓ ସେ ଚାହୁଁଥିବା ନେତାମାନଙ୍କୁ ହାଇକମାଣ୍ଡ ଅଣଦେଖା କରିଥିଲେ।

ଏଥିପାଇଁ ସେ ରାଗରେ ବେଙ୍ଗଲ ବିଜେପି ୟୁନିଟର ସବୁ ହ୍ୱାଟସଆପ୍ ଗ୍ରୁପରୁ ବାହାରି ଯାଇଛନ୍ତି। ଶାନ୍ତନୁଙ୍କ ମତରେ ବିଜେପି ହାଇକମାଣ୍ଡ ମଟୁଆ ସଂପ୍ରଦାୟର ଲୋକ ଓ ନେତାମାନଙ୍କୁ ଅଣଦେଖା କରିଛନ୍ତି। ନିକଟରେ ହୋଇଥିବା ଅଦଳବଦଳରେ ସାଂସଦ ସୁକାନ୍ତ ମଜୁମଦାର ଅନ୍ୟତମ ସାଂସଦ ଦିଲୀପ ଘୋଷଙ୍କ ଠାରୁ ବେଙ୍ଗଲ ବିଜେପି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ଦଳରେ ମଟୁଆ ସଂପ୍ରଦାୟର କୌଣସି ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିନାହିଁ। ଏହା ଶାନ୍ତନୁଙ୍କୁ ବ୍ୟଥିତ କରିଛି।

ମଙ୍ଗଳବାର ବିଜେପିର ନଦିଆ ହରିଘଣ୍ଟାର ବିଧାୟକ ଅସୀମ ସରକାର, କଲ୍ୟାଣୀ ବିଧାୟକ ଅମ୍ବିକା ରୟ, ଗାଏଘାଟ ବିଧାୟକ ସୁବ୍ରତ ଠାକୁର, ରାଣାଘାଟ ଦକ୍ଷିଣ ନଦିଆ ବିଧାୟକ ମୁକୁଟ ମଣି ଅଧିକାରୀ ଓ ବନଗାଓଁ ବିଧାୟକ ଅଶୋକ କିର୍ତ୍ତନୀଆ ଦଳୀୟ ହ୍ୱାଟସଆପ୍ ଗ୍ରୁପରୁ ବାହାରି ଯାଇଥିଲେ।

ବିଜେପିର ହ୍ୱାଟସ୍‌ ଆପ୍‌ ଗ୍ରୁପ ଛାଡିଥିବା ଅଧିକାଂଶ ବିଧାୟକ ମଟୁଆ ସଂପ୍ରଦାୟର। ଦଳ ତରଫରୁ ଜିଲ୍ଲା ସ୍ତରୀୟ ଅଧିକାରୀ ଅଦଳ ବଦଳ ବେଳେ ମଟୁଆ ସଂପ୍ରଦାୟର ନେତାଙ୍କୁ ସ୍ଥାନ ମିଳି ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସେମାନେ ବନଗାଓଁରେ ଥିବା କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଘରକୁ ଯାଇ ତାଙ୍କ ସହ ବୈଠକ କରିଥିଲେ। ଏହାପରେ ଶାନ୍ତନୁ ମଧ୍ୟ ହ୍ୱାଟସଆପ୍‌ ଗ୍ରୁପରୁ ବାହାରି ଯାଇଛନ୍ତି। ତେବେ ଏଯାଏ କେହି ବି ବିଜେପି ଛାଡ଼ିବା ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story