ସଂସଦରେ ଏମ୍ଏସପି ଆଇନ ଅଣାଯାଉ: ବରୁଣ ଗାନ୍ଧି

ନୂଆଦିଲ୍ଲୀ: ଏମଏସପି ଆଇନକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି ସାଂସଦ ବରୁଣ ଗାନ୍ଧି।  ସେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଚାଷୀ ସମସ୍ୟାକୁ ନେଇ ବିତର୍କ ଚାଲିଛି।  ଏବେ ଏମଏସପି ଆଇନ ଅଣାଯିବାର  ସମୟ ଆସିଛି ବୋଲି ସେ କହିଛନ୍ତି। ଏନେଇ ସେ ସଂସଦରେ ଏମଏସପି ଆଇନ ସମ୍ବନ୍ଧୀୟ କିଛି ପରାମର୍ଶର ଏକ ତାଲିକା ଦାଖଲ କରିଛନ୍ତି। ବରୁଣ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଭାରତର ଚାଷୀ ଏବଂ ତାଙ୍କ ସରକାର ଦୀର୍ଘ ଦିନ […]

barun

barun

Tapas Behera
  • Published: Sunday, 12 December 2021
  • Updated: 12 December 2021, 07:41 PM IST

Sports

Latest News

ନୂଆଦିଲ୍ଲୀ: ଏମଏସପି ଆଇନକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି ସାଂସଦ ବରୁଣ ଗାନ୍ଧି।  ସେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଚାଷୀ ସମସ୍ୟାକୁ ନେଇ ବିତର୍କ ଚାଲିଛି।  ଏବେ ଏମଏସପି ଆଇନ ଅଣାଯିବାର  ସମୟ ଆସିଛି ବୋଲି ସେ କହିଛନ୍ତି। ଏନେଇ ସେ ସଂସଦରେ ଏମଏସପି ଆଇନ ସମ୍ବନ୍ଧୀୟ କିଛି ପରାମର୍ଶର ଏକ ତାଲିକା ଦାଖଲ କରିଛନ୍ତି।

ବରୁଣ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, 'ଭାରତର ଚାଷୀ ଏବଂ ତାଙ୍କ ସରକାର ଦୀର୍ଘ ଦିନ ଧରି କୃଷି ସଙ୍କଟ ଉପରେ ବିତର୍କ କରିସାରିଲେଣି । ଏବେ ଏମଏସପି ଆକ୍ଟ ପାଇଁ ସମୟ ଆସିଛି। ମୁଁ ଏହି ପ୍ରସ୍ତାବ ପ୍ରସ୍ତୁତ କରି ସଂସଦରେ ଦାଖଲ କରିଛି, ମୁଁ ଭାବୁଛି ଏହା ଆଇନର ଏକ ଆବଶ୍ୟକୀୟ ଅଂଶ ହୋଇପାରେ। ମୁଁ ଏହା ଉପରେ କୌଣସି ସମାଲୋଚନାକୁ ସ୍ୱାଗତ କରୁଛି। ଆପଣଙ୍କୁ କହିରଖୁଛି ଯେ, ବରୁଣ ଗାନ୍ଧି ଦୀର୍ଘ ଦିନ ଧରି ଚାଷୀଙ୍କ ସହ ଜଡିତ ପ୍ରସଙ୍ଗ ଉଠାଇଛନ୍ତି।  ଏହି ସମୟରେ ସେ ନିଜ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛଘୁଞ୍ଚା ଦେଇ ନଥିଲେ ବୋଲି ଟ୍ୱିଟ୍ କାରି କହିଛନ୍ତି ବରୁଣ ଗାନ୍ଧି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ବରୁଣ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଏମଏସପି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଇନ ପ୍ରଣୟନର ଦାବି ଉପସ୍ଥାପନ କରିଛନ୍ତି। ଏଥିସହ ଚାଷୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ ପ୍ରତ୍ୟେକ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ସେ ଲଖିମପୁର ଖେରୀ ଘଟଣାକୁ ଗଣତନ୍ତ୍ରର ଏକ କଳିଙ୍କିତ ଅଧ୍ୟାୟ ବୋଲି କହିଛନ୍ତି।

ସୂଚନା ଅନୁଯଯାୟୀ,  ଲଖିମପୁରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ କାର ଚଢ଼ାଇ ଦେବା ଅଭିଯୋଗ ରହିଛି। ଯେଉଁଥିରେ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story