ହାଜତ ମୃତ୍ୟୁ ମାମଲା: ୬ ପୁଲିସ କର୍ମଚାରୀ ଗିରଫ

  ଚେନ୍ନାଇ: ଏକ ହାଜତ ମୃତ୍ୟୁ ମାମଲାରେ ଚେନ୍ନାଇ ପୁଲିସ ୬ ଜଣ ପୁଲିସ କର୍ମଚାରୀଙ୍କୁ ଗିରଫ କରିଛି। ବିଗ୍ନେଶ ନାମକ ଜଣେ ଯୁବକଙ୍କ ହାଜତ ମୃତ୍ୟୁ ମାମଲାରେ ରେନ୍ନାଇର କ୍ରାଇବ୍ରାଞ୍ଚ ଏବଂ ସିଆଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ଏହି ମାମଲାରେ ପୁଲିସ ୩୦୨ରେ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ଏଯାଏଁ ୬ ଜଣ ପୁଲିସ କର୍ମଚାରିଙ୍କୁ  କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନଷ୍ଟେବଳ ମୁନାଫ, ପୋନ୍‌ରାଜ୍‌, ହେଡ […]

police

police

Tapas Behera
  • Published: Saturday, 07 May 2022
  • Updated: 07 May 2022, 08:51 PM IST

Sports

Latest News

ଚେନ୍ନାଇ: ଏକ ହାଜତ ମୃତ୍ୟୁ ମାମଲାରେ ଚେନ୍ନାଇ ପୁଲିସ ୬ ଜଣ ପୁଲିସ କର୍ମଚାରୀଙ୍କୁ ଗିରଫ କରିଛି। ବିଗ୍ନେଶ ନାମକ ଜଣେ ଯୁବକଙ୍କ ହାଜତ ମୃତ୍ୟୁ ମାମଲାରେ ରେନ୍ନାଇର କ୍ରାଇବ୍ରାଞ୍ଚ ଏବଂ ସିଆଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ଏହି ମାମଲାରେ ପୁଲିସ ୩୦୨ରେ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ଏଯାଏଁ ୬ ଜଣ ପୁଲିସ କର୍ମଚାରିଙ୍କୁ  କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନଷ୍ଟେବଳ ମୁନାଫ, ପୋନ୍‌ରାଜ୍‌, ହେଡ କନଷ୍ଟେବଳ କୁମାର, ଗୃହରକ୍ଷୀ ଦୀବକ ଏବଂ ଦୁଇ ଜଣ ଆର୍ମଡ୍‌ ରିଜର୍ଭ କନଷ୍ଟେବଳ। ବିଗ୍ନେଶ ହାଜତ ଘଟଣାରେ ତଦନ୍ତ ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସିବି-ସିଆଇଡିକୁ ନର୍ଦ୍ଦେଶ ଦେଇଛନ୍ତି।କ୍ରାଇମବ୍ରାଞ୍ଚ ଏହି ମାମଲାରେ ୯ ଜଣ ପୁଲିସ କର୍ମଚାଙ୍କୁ ସମନ କରିଛି।

୨୫ ବର୍ଷୀୟ ବିଗ୍ନେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଶୁକ୍ରବାର ଆସିବା ପରେ ହିଁ ଏପରି ପଦକ୍ଷେପ ନିଆଯାଇଛି। ପ୍ରଥମେ ଏହାକୁ ଏକ ଅପମୃତ୍ୟୁ ମାମଲା ଭାବେ କୁହାଯାଉଥିଲା। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ରହିଥିଲା। ବିଗ୍ନେଶଙ୍କ ଶରୀରରେ ୧୩ଟି କ୍ଷତଚିହ୍ନ ରହିଥିବା ଜଣାପଡ଼ିବା ପରେ ସିବି-ସିଆଇଡି ହତ୍ୟା ମାମଲା ରୁଜୁ କରିଥିଲା। ବିଗ୍ନେଶଙ୍କ ମୃତ୍ୟୁକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ପୁଲିସ୍‌ ତାଙ୍କୁ ହାଜତରେ ପିଟିପିଟି ମାରି ଦେଇଥିବାରୁ ପରିବାର ଲୋକ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏହାପରେ ହିଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘଟଣାର ତଦନ୍ତ ଦାୟିତ୍ୱ ସିବି-ସିଆଇଡିକୁ ଦେଇଥିଲେ। ସିବି-ସିଆଇଡି ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ ସମନ କରିଥିଲା। ଶୁକ୍ରବାର ଜେରା କରିବା ପରେ ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଇତି ମଧ୍ୟରେ ଗିରଫ କରାଯାଇଛି। ଆଗକୁ ଆହୁରି ଗିରଫଦାରୀର ସମ୍ଭାବନା ମଧ୍ୟ ରହିଛି।

ଏପ୍ରିଲ ୧୮ ତାରିଖରେ ବାଇକ ଚେକିଂ ବେଳେ ବିଗ୍ନେଶ ଓ ସୁରେଶଙ୍କୁ ଚେନ୍ନାଇ ପୁଲିସ୍‌ ଗିରଫ କରିଥିଲା। ବିଗ୍ନେଶ ଓ ସୁରେଶ ଯାଉଥିବା ଅଟୋରୁ ଗଞ୍ଜେଇ ଓ ମଦ ବାହାରିଥିବା ପୁଲିସ୍‌ ଅଭିଯୋଗ କରିଛି। ଏ ସମ୍ପର୍କରେ ବିଗ୍ନେଶଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ଫଳରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେଠାରୁ ଉଭୟଙ୍କୁ ସେକ୍ରେଟେରିଏଟ କୋଲନୀ ପୁଲିସ୍‌ ଷ୍ଟେସନକୁ ନିଆଯାଇଥିଲା। ତେବେ ୧୯ ତାରିଖରେ ବିଗ୍ନେଶଙ୍କ ମୃତ୍ୟୁ ହୋଇଯିବାରୁ ବିବାଦ ଦେଖାଯାଇଥିଲା। ଘଟଣା ପରେ ଜଣେ ସବ ଇନସପେକ୍ଟର, ଜଣେ କନଷ୍ଟେବଲ ଓ ଜଣେ ହୋମଗାର୍ଡଙ୍କୁ ନିଲମ୍ବିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story