'ଅନ୍ ଲାଇନ ରେଜିଷ୍ଟ୍ରେସନ ନକଲେ ଟିକା ଦିଆଯିବନି'

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ୧୮ରୁ ୪୫ ବର୍ଷ ବୟସର ବ୍ୟକ୍ତି ଟିକା ନେବେ। ଏଥିପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି। ଯଦି ଏହି ବର୍ଗର ବ୍ୟକ୍ତି ଟିକା ନେବେ ତାହେଲେ ଅନ୍ ଲାଇନ୍ ରେଜିଷ୍ଟ୍ରସନ କରିବାକୁ ହେବ। ବିନା ରେଜିଷ୍ଟ୍ରେସନରେ ଟିକା କେନ୍ଦ୍ରକୁ ଆସିଲେ ଟିକା ଦିଆଯିବ ନାହିଁ। ଆଜି କେନ୍ଦ୍ର ସରକାର ଏଭଳି ଗାଇଡ୍ ଲାଇନ୍ ଜାରି କରି ରାଜ୍ୟ ସରକାରଙ୍କୁ […]

cowin-app-vaccine

cowin-app-vaccine

Subhransu Sekhar
  • Published: Sunday, 25 April 2021
  • Updated: 25 April 2021, 08:10 PM IST

Sports

Latest News

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ୧୮ରୁ ୪୫ ବର୍ଷ ବୟସର ବ୍ୟକ୍ତି ଟିକା ନେବେ। ଏଥିପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି। ଯଦି ଏହି ବର୍ଗର ବ୍ୟକ୍ତି ଟିକା ନେବେ ତାହେଲେ ଅନ୍ ଲାଇନ୍ ରେଜିଷ୍ଟ୍ରସନ କରିବାକୁ ହେବ। ବିନା ରେଜିଷ୍ଟ୍ରେସନରେ ଟିକା କେନ୍ଦ୍ରକୁ ଆସିଲେ ଟିକା ଦିଆଯିବ ନାହିଁ। ଆଜି କେନ୍ଦ୍ର ସରକାର ଏଭଳି ଗାଇଡ୍ ଲାଇନ୍ ଜାରି କରି ରାଜ୍ୟ ସରକାରଙ୍କୁ କହିଛନ୍ତି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରକୁ ଚିଠି ଲେଖି ଗାଇଡ୍ ଲାଇନ୍ ବାବଦରେ ଅବଗତ କରାଇଛନ୍ତି। କେନ୍ଦ୍ରର ଗାଇଡ୍ ଲାଇନ୍ ଜରିଆରେ ସାରା ଦେଶରେ ଟିକାକରଣ ହେବ। କୌଣସି ମନମାନି ଚଳିବ ନାହିଁ ବୋଲି କେନ୍ଦ୍ର କହିଛି। ସେହିପରି ଟିକା କିଭଳି ନଷ୍ଟ ନହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର। ଯଦି ଟିକା ବଳକା ହେବ ତାହେଲେ ଯିଏ ଯେଉଁଠୁ ଟିକା ଆଣିଥିବେ ସେ ଏପ୍ରିଲ ୩୦ ବେଳକୁ ବଳକା ଟିକା ଫେରାଇବେ।

ଯେଉଁ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ସେହି ହସ୍ପିଟାଲ ଭ୍ୟାକସିନ ସେଣ୍ଟର ବୋଲି ଘୋଷଣା କରିବା ଦରକାର। ଟିକାର ଦାମ, ହସ୍ପିଟାଲର ଦାମକୁ ମିଶାଇ ସମସ୍ତ ଦେୟ ଉଲ୍ଲେଖ କରିବା ଦରକାର। ଆଉ ଏହା କୋଓ୍ୱିନ୍ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ସୂଚନାଯୋଗ୍ୟ,  ଟିକାକରଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟିକା ଦେଇଥିଲେ ସରକାର। ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ। ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରିଥିଲେ। ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅକସ୍ମାତ ହୁ ହୁ ହୋଇ ବଢ଼ିବା ପରେ କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story