ଗାଡ଼ି ଚଲାଉଥିବା ବେଳେ ପଡ଼ିଗଲେ ମମତା !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତେଲ ଦରକୁ ବିରୋଧ କରି ଆଜି ଇ-ସ୍କୁଟରରେ ଯାଇଥିଲେ ନବାନ୍ନ(ସଚିବାଳୟ)। ତେବେ ହାଓ୍ୱାଡ଼ାରେ ତେଲ ଦରକୁ ବିରୋଧ କରି ନିଜେ ଇ-ସ୍କୁଟର ଚଳାଇବା ତାଙ୍କ ପାଇଁ ବିପଦକୁ ଟାଣି ଆଣିବା ସଦୃଶ ସାବ୍ୟସ୍ତ ହୋଇଛି। ତେବେ ହାଓ୍ୱାଡ଼ାରେ ମମତା ବାନାର୍ଜୀ ଏକ ନୀଳ ରଙ୍ଗର ହେଲମେଟ୍ ପିନ୍ଧି ଇ-ସ୍କୁଟର ଚଳାଇବା ଶିଖୁଥିବାର ଦେଖିବାକୁ ମିଳିଛି। ହେଲେ ସନ୍ତୁଳନ ହରାଇବାରୁ ସ୍କୁଟିରୁ ପଡ଼ିଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ମମତା। ପାଖରେ ଥିବା […]

mamata-banarjee

mamata-banarjee

Subhransu Sekhar
  • Published: Thursday, 25 February 2021
  • Updated: 25 February 2021, 08:54 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତେଲ ଦରକୁ ବିରୋଧ କରି ଆଜି ଇ-ସ୍କୁଟରରେ ଯାଇଥିଲେ ନବାନ୍ନ(ସଚିବାଳୟ)। ତେବେ ହାଓ୍ୱାଡ଼ାରେ ତେଲ ଦରକୁ ବିରୋଧ କରି ନିଜେ ଇ-ସ୍କୁଟର ଚଳାଇବା ତାଙ୍କ ପାଇଁ ବିପଦକୁ ଟାଣି ଆଣିବା ସଦୃଶ ସାବ୍ୟସ୍ତ ହୋଇଛି।

ତେବେ ହାଓ୍ୱାଡ଼ାରେ ମମତା ବାନାର୍ଜୀ ଏକ ନୀଳ ରଙ୍ଗର ହେଲମେଟ୍ ପିନ୍ଧି ଇ-ସ୍କୁଟର ଚଳାଇବା ଶିଖୁଥିବାର ଦେଖିବାକୁ ମିଳିଛି। ହେଲେ ସନ୍ତୁଳନ ହରାଇବାରୁ ସ୍କୁଟିରୁ ପଡ଼ିଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ମମତା। ପାଖରେ ଥିବା ସୁରକ୍ଷାକର୍ମୀ ଏବଂ ପୁଲିସ ଧରିନେବାରୁ ସେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

https://twitter.com/aanandsg/status/1364910671817662464?s=20

ସେହିପରି ସକାଳେ ମମତାଙ୍କ ଏକ ବାଇକ ରାଲି କରିଥିଲେ। ହରିଶ ଚାଟାର୍ଜୀ ଷ୍ଟ୍ରୀଟ ପାଖରୁ ଆରମ୍ଭ କରି ରାଜ୍ୟର ମୁଖ୍ୟ ସଚିବାଳୟ ନବନ୍ନା ପର୍ଯ୍ୟନ୍ତ ସେ ଇ-ସ୍କୁଟରରେ ବସି ଯାଇଥିଲେ। ସଚିବାଳୟରେ ମମତା ପହଞ୍ଚିବା ପରେ ପେଟ୍ରୋଲ ଓ ଡିଜେଲ ଦରକୁ ବିରୋଧ କରି କେନ୍ଦ୍ର ବିରୋଧରେ ବର୍ଷିଥିଲେ। ତେଲ ଦର ବଢ଼ୁଥିବାରୁ ଦେଶ ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଉଛି। ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଦାୟୀ ବୋଲି ସେ କହିଥିଲେ।

https://twitter.com/ANI/status/1364909745866297350?s=20

ସେହିପରି ଆଜି ରୋଷେଇ ଗ୍ୟାସ ବୃଦ୍ଧିକୁ ମଧ୍ୟ ମମତା ବିରୋଧ କରିଛନ୍ତି। ରୋଷେଇ ଗ୍ୟାସ ଦର ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି ବୋଲି ସେ କହିଛନ୍ତି। ତେବେ ଆଗକୁ ନିର୍ବାଚନ ରହିଛି ଏହି ସମୟରେ କିଛି ଦିନ ପାଇଁ କେନ୍ଦ୍ର ତେଲ ଦର କମାଇପାରେ ବୋଲି ମମତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story