୧୦ କୋଟି ଟଙ୍କାର 'ତିମି ବାନ୍ତି' ଜବତ, ୪ ଗିରଫ

ଲକ୍ଷ୍ନୌ: ଧରା ପଡିଲା କୋଟି କୋଟି ଟଙ୍କାର ତିମି ବାନ୍ତି ବା ଫ୍ଲୋଟିଂ ଗୋଲ୍ଡ। ଚଢ଼ାଉ ବେଳେ ଉତ୍ତରପ୍ରଦେଶର ଏକ ଅଞ୍ଚଳରୁ ୧୦ କୋଟି ଟଙ୍କାର ତିମି ବାନ୍ତି ଜବତ ହୋଇଛି। ତିମି ବାନ୍ତି ତସ୍କରୀ କରୁଥିବା ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଉତ୍ତରପ୍ରଦେଶର ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି। ଚଢ଼ାଉ ସମୟରେ ‘ଏସ୍‌ଟିଏଫ୍‌’ ସେମାନଙ୍କ ନିକଟରୁ ୪.୧୨ କିଲୋଗ୍ରାମ ତିମି ବାନ୍ତି ଜବତ […]

whale-vomit

whale-vomit

Madhupriya Mistry
  • Published: Thursday, 08 September 2022
  • Updated: 08 September 2022, 12:28 PM IST

Sports

Latest News

ଲକ୍ଷ୍ନୌ: ଧରା ପଡିଲା କୋଟି କୋଟି ଟଙ୍କାର ତିମି ବାନ୍ତି ବା ଫ୍ଲୋଟିଂ ଗୋଲ୍ଡ। ଚଢ଼ାଉ ବେଳେ ଉତ୍ତରପ୍ରଦେଶର ଏକ ଅଞ୍ଚଳରୁ ୧୦ କୋଟି ଟଙ୍କାର ତିମି ବାନ୍ତି ଜବତ ହୋଇଛି। ତିମି ବାନ୍ତି ତସ୍କରୀ କରୁଥିବା ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଉତ୍ତରପ୍ରଦେଶର ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି।

ଚଢ଼ାଉ ସମୟରେ ‘ଏସ୍‌ଟିଏଫ୍‌’ ସେମାନଙ୍କ ନିକଟରୁ ୪.୧୨ କିଲୋଗ୍ରାମ ତିମି ବାନ୍ତି ଜବତ କରିଛି ଯାହାର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ‘ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨’ରେ ଅତର ତିଆରି ପାଇଁ ଖୁବ୍‌ ଚାହିଦା ଥିବା ତିମି ବାନ୍ତି ବା ଫ୍ଲୋଟିଂ ଗୋଲ୍ଡ ବିକ୍ର ନିଷେଧ କରାଯାଇଛି।

Sperm Whale Vomit, Known As An Ambergris, Worth Rs 26 Crore Seized, Five  Arrested — Transcontinental Times

ଉତ୍ତରପ୍ରଦେଶ ‘ଏସ୍‌ଟିଏଫ୍‌’ ଟୁଇଟ୍‌ କରି କହିଛି, ‘ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍‌’ ଅନୁସାରେ ନିଷିଦ୍ଧ ଘୋଷିତ ତିମି ବାନ୍ତି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଗୋଟାଏ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ବୁଧବାର ଲକ୍ଷ୍ନୌର ଗୋମତୀନଗର ଏକ୍‌ଷ୍ଟେନ୍‌ସନ୍‌ ଏରିଆ ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କ ୪.୧୨୦ କିଲୋ ତିମି ବାନ୍ତି ଜବତ ହୋଇଛି।'

ସୂଚନା ମୁତାବକ, ତିମି ମାଛ ବା ସ୍ପର୍ମ ହ୍ୱେଲ ଯେଉଁ ବାନ୍ତି କରେ ତାକୁ ପ୍ଲୋଟିଂ ଗୋଲ୍ଡ ଓ ଗ୍ରେ ଅମ୍ବର ବୋଲି ମଧ୍ୟ କୁହାଯାଏ। ପ୍ରକୃତରେ ଏହା ‘ସ୍ପର୍ମହ୍ବେଲ୍‌’ର ହଜମକ୍ରିୟା ବା ‘ଅନ୍ତଃନଳୀରୁ ସୃଷ୍ଟି ହୋଇଥାଏ। ଦାମୀ ଅତର ତିଆରିରେ ଏହା ହେଉଛି ପ୍ରମୁଖ ଉପାଦାନ। ତିମି ବାନ୍ତିକୁ ମୁଖ୍ୟତଃ ସୌନ୍ଦର୍ଯ୍ୟ ପ୍ରସାଧନ ଓ ବିଭିନ୍ନ ଔଷଧ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଏ।

ସୁନା ଅପେକ୍ଷା ଅଧିକ ମୂଲ୍ୟବାନ ହୋଇଥିବାରୁ ଏହି କଠିନ ତଥା ମହମ ପରି ଦିଶୁଥିବା ତିମି ବାନ୍ତିକୁ ଚୋରାଚାଲାଣ କରାଯାଇଥାଏ। ଚଳିତ ବର୍ଷ ଜୁଲାଇ ମାସରେ କେରଳର ଏକ ମଛ ଧରାଳି ଗ୍ୟାଙ୍ଗକୁ ୨୮ କୋଟି ଟଙ୍କାର ତିମି ବାନ୍ତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story