ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ପରେ ଶାଳୀଙ୍କୁ ସିବିଆଇ ସମନ୍, କ’ଣ ଏହି ଘୋଟାଲା?

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟତଃ ଟିଏମସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ରାଜ୍ୟ ଓ କେନ୍ଦ୍ରରେ ଶାସନ ଗାଦିରେ ବସିଛନ୍ତି। ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ରବିବାର ସବିଆଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀ ଏବଂ ମେନକା ଗମ୍ଭୀରଙ୍କୁ ସମନ୍ କରିଛି। ଉଭୟଙ୍କୁ ସିବିଆଇ କୋଇଲା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବ। ସୋମବାର ଅଭିଷେକଙ୍କ ଶାଳୀଙ୍କୁ ଜେରା କରିବା ପାଇଁ ସିବିଆଇ ସମନ କରିଥିବା […]

cbi-abhisekh-banarjee

cbi-abhisekh-banarjee

Subhransu Sekhar
  • Published: Sunday, 21 February 2021
  • Updated: 21 February 2021, 09:31 PM IST

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟତଃ ଟିଏମସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ରାଜ୍ୟ ଓ କେନ୍ଦ୍ରରେ ଶାସନ ଗାଦିରେ ବସିଛନ୍ତି। ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ରବିବାର ସବିଆଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀ ଏବଂ ମେନକା ଗମ୍ଭୀରଙ୍କୁ ସମନ୍ କରିଛି। ଉଭୟଙ୍କୁ ସିବିଆଇ କୋଇଲା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବ।

ସୋମବାର ଅଭିଷେକଙ୍କ ଶାଳୀଙ୍କୁ ଜେରା କରିବା ପାଇଁ ସିବିଆଇ ସମନ କରିଥିବା ସୂଚନା ରହିଛି। ଏକ ବ୍ୟାଙ୍କ ଆକାଉଣ୍ଟରୁ ଅନେକ ବ୍ୟାଙ୍କ୍ ଆକାଉଣ୍ଟକୁ ପଇସା ନେଣଦେଣ ହୋଇଛି। ଏହି ଆକାଉଣ୍ଟ ଅଭିଷେକଙ୍କ ସ୍ତ୍ରୀ ଓ ଶାଳୀଙ୍କ ନାମରେ ରହିଛି। ଅଭିଷେକଙ୍କ ସ୍ତ୍ରୀ ଓ ଶାଳୀ ସୋମବାର ସିବିଆଇରେ ହାଜର ହେବେ କି ନାହିଁ ଜଣାପଡ଼ିନି। ହେଲେ ସିବିଆଇ ଆଗାମୀ ଦିନରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

ଅଭିଷେକଙ୍କ ସ୍ତ୍ରୀକୁ ସିବିଆଇ ସମନ କରିବା ପରେ ଟିଏମସି ଜବାବ ରଖିଛି। ବିଜେପି ହତାଶ ହୋଇଗଲାଣି। ତେଣୁ ସିବିଆଇ, ଇଡିକୁ ଢ଼ାଲ କରି ଟିଏମସି ନେତାଙ୍କ ସ୍ୱରକୁ ଚାପିବା ପାଇଁ ବିଜେପି ଏଭଳି ପ୍ରୟାସ କରୁଛି। କିନ୍ତୁ ନିର୍ବାଚନରେ ବିଜେପିକୁ ପଶ୍ଚିମବଙ୍ଗବାସୀ କଡ଼ା ଜବାବ ଦେବେ ବୋଲି ଟିଏମସି କହିଛି।

ସେହିପରି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଟ୍ୱିଟ୍ କରି ଏହି ପ୍ରସଙ୍ଗରେ ମତ ରଖିଛନ୍ତି। ସେ କହିଛନ୍ତି “ସିବିଆଇ ମୋର ସ୍ତ୍ରୀ ନାମରେ ସମନ କରିଛି। ଦେଶର ଆଇନ୍ ବ୍ୟବସ୍ଥା ଉପରେ ଭରସା ରହିଛି। ଏଭଳି ସମନ କରି ବିଜେପି ଭାବୁଛି ଆମକୁ ଚାପି ହେବ। ତାହେଲେ ଏଭଳି ଭାବିବା ଭୁଲ୍, ଆମେ ସେହି ଲୋକ ନୁହେଁ ଯିଏ ନଇଁଯିବ”।

ଯଦିଓ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଟିଏମସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଘରେ ସିବିଆଇ ପଶି ନୋଟିସ୍ ମାରିବା ରାଜନୀତିକରଣ ବୋଲି କୁହାଯାଉଛି। ତେବେ ସିବିଆଇ ଯଦି ଚିଟଫଣ୍ଡ ଭଳି ପ୍ରସଙ୍ଗରେ ଅଧିକ ତତ୍ପରତା ଦେଖାଇବ ତାହେଲେ ଆଗକୁ ଏହି ମାମଲାରେ ଅନେକ ବଡ଼ ବଡ଼ ନେତାଙ୍କ ନାଁ ସାମ୍ନାକୁ ଆସିପାରେ।

ହେଲେ ଏହି ମାମଲାରେ ସିବିଆଇ ପ୍ରଥମେ ଡିସେମ୍ୱର ୩୧, ୨୦୨୦ରେ କୋଲକାତାରେ ରହୁଥିବା ଅଭିଷେକଙ୍କ ନିକଟତମ ବ୍ୟକ୍ତି ତଥା ଟିଏମସି ଜେନେରାଲ ସେକ୍ରେଟେରୀ ବିନୟ ମିଶ୍ରଙ୍କ ବିରୋଧରେ ବେଆଇନ୍ ପଶୁ ଚାଲାଣ ଏବଂ କୋଇଲା ଖନନ ମାମଲାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏମିତିକି ବିନୟ ମିଶ୍ରଙ୍କ ବିରୋଧରେ ସିବିଆଇ ସର୍କୁଲାର ନୋଟିସ୍ ଜାରି କରିସାରିଛି।

ଏହାବାଦ୍ ସିବିଆଇ ଅନୁପ ମାଝୀ ଓରଫ ଲାଲା ସମେତ ଆଉ କିଛି ବ୍ୟକ୍ତିଙ୍କ ବିରୋଧରେ ଏହି ମାମଲାରେ ଏଫଆଇଆର ଦାଖଲ କରିଛି। ୬ ନଭେମ୍ୱର ୨୦୨୦ରେ ଭାରତ-ବାଂଲାଦେଶ ସୀମାରେ ବେଆଇନ୍ ରାକେଟ ଚାଲିଥିବା ବେଳେ ସିବିଆଇ ରେଡ୍ କରିଥିଲା। ଯେଉଁଥିରେ ଇନାମୁଲ ହକ ନାମକ ବ୍ୟକ୍ତିକୁ ସିବିଆଇ ଗିରଫ କରିଥିଲା। ଇନାମୁଲ ବେଆଇନ୍ ଖଣି କାରବାରରେ ସାମିଲ୍ ଥିବା ସିବିଆଇ ଜାଣିବାକୁ ପାଇଛି। ରାଜ୍ୟରେ ବର୍ଷ ବର୍ଷ ଧରି ଏହି ବେଆଇନ୍ କାରବାର ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story