‘ପାକିସ୍ତାନ’ ଗ୍ରେ ଲିଷ୍ଟରେ ଥିବା ବେଳେ ଆତଙ୍କୀ ହମଲା କମିଥିଲା: ଜାତିସଂଘକୁ ଜଣାଇଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ଥିବା ବେଳେ ଜମ୍ମୁ-କଶ୍ମୀରରେ ବଡ଼ଧରରଣ ଆତଙ୍କୀ ହମଲା ସଂଖ୍ୟା ହ୍ରାସ ପାଇଥିଲା ବୋଲି ଭାରତର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦର କାଉଣ୍ଟର ଟେରୋରିଜମ କମିଟି ଚିନ୍ତା କରିବା ଦରକାର ବୋଲି ଯୁଗ୍ମ ସଚିବ ସଫି ରିଜଭି କହିଛନ୍ତି। ଭାରତରେ ଆୟୋଜିତ ହେଉଥିବା ଜାତିସଂଘ ସୁରକ୍ଷା ପରିଷଦ ପ୍ୟାନେଲର ସ୍ୱତନ୍ତ୍ର ବୈଠକରେ ନିଜର ପକ୍ଷ ରଖିବା ବେଳେ ରିଜଭି ଏକଥା କହିଛନ୍ତି। ହେଲେ କୌଣସି […]

India

India

Hemant Lenka
  • Published: Saturday, 29 October 2022
  • Updated: 29 October 2022, 01:39 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ଥିବା ବେଳେ ଜମ୍ମୁ-କଶ୍ମୀରରେ ବଡ଼ଧରରଣ ଆତଙ୍କୀ ହମଲା ସଂଖ୍ୟା ହ୍ରାସ ପାଇଥିଲା ବୋଲି ଭାରତର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦର କାଉଣ୍ଟର ଟେରୋରିଜମ କମିଟି ଚିନ୍ତା କରିବା ଦରକାର ବୋଲି ଯୁଗ୍ମ ସଚିବ ସଫି ରିଜଭି କହିଛନ୍ତି।

ଭାରତରେ ଆୟୋଜିତ ହେଉଥିବା ଜାତିସଂଘ ସୁରକ୍ଷା ପରିଷଦ ପ୍ୟାନେଲର ସ୍ୱତନ୍ତ୍ର ବୈଠକରେ ନିଜର ପକ୍ଷ ରଖିବା ବେଳେ ରିଜଭି ଏକଥା କହିଛନ୍ତି। ହେଲେ କୌଣସି ବି ସ୍ଥାନରେ ସେ ପାକିସ୍ତାନର ନାଁ ନେଇ ନାହାନ୍ତି। କିନ୍ତୁ ସେ ପରୋକ୍ଷରେ ସମସ୍ତଙ୍କୁ ସୂଚାଇ ଦେଇଛନ୍ତି ଯେ ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିବା ଆଶା ବଢ଼ୁଥିବା ବେଳେ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି।

୨୦୧୪ରେ ଜମ୍ମୁ-କଶ୍ମୀରର ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସ, ମିଲିଟାରୀ ଓ ପୁଲିସ୍‌ କ୍ୟାମ୍ପ ଉପରା ୫ଥର ବଡ଼ ହମଲା କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏହାକୁ ବେଶ ଭଲ ଭାବେ ମୁକାବିଲା କରାଯାଇ ପାରିଥିଲା। ୨୦୧୫ରେ ଏହା ୮ ଓ ୨୦୧୬ରେ ହମଲା ସଂଖ୍ୟା ୧୬କୁ ବଢ଼ିଥିଲା।

କିନ୍ତୁ ୨୦୧୭ରେ ପୁଣି ସଂଖ୍ୟା ୮ ଓ ୨୦୧୮ରେ ଏହା ୩କୁ ଖସିଥିଲା। ୨୦୧୯ରେ ପୁଲୱାମା ଭଳି ବଡ଼ ହମଲା ଦେଖିବାକୁ ମିଳିଥିଲା। କିନ୍ତୁ ୨୦୨୦ରେ କୌଣସି ବଡ଼ ହମଲା ଘଟିନି। ୨୦୨୧ରେ ବଡ଼ ହମଲାର ଘଟଣା ବୃଦ୍ଧି ପାଇଥିଲା ଓ ୨୦୨୨ରେ ଏହା ଜାରି ରହିଛି।

କାହିଁକି ୨୦୧୮ରୁ ୨୦୨୧ ଯାଏ ଆତଙ୍କୀ ହମଲା ହ୍ରାସ ପାଇଥିଲା। ଏହାର ଗୋଟିଏ କାରଣ ହେଲା ଗ୍ରେ ଲିଷ୍ଟ। ସଂପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଆଧାରରେ ବାଲାକୋଟ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏହାପରେ ପୂରା ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ ହୋଇଯାଇଥିଲା।

ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତିରେ ଆହୁରି ସୁଧାର ଆସିଛି। ଏହି ସବୁ କାରଣ ପାଇଁ ମଧ୍ୟ ଆତଙ୍କବାଦୀ ହମଲା ସଂଖ୍ୟା ହ୍ରାସ ପାଇଛି। ତେବେ ଆତଙ୍କୀ ହମଲା ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି ଏଫଏଟିଏଫ ଓ ବିଶ୍ୱ ସ୍ତରୀୟ ଆତଙ୍କୀ ଘୋଷଣା।

୨୦୨୧ରେ ଯେତେବେଳେ ଗୋଟିଏ ଦେଶ(ପାକିସ୍ତାନ)କୁ ଗ୍ରେ ଲିଷ୍ଟରୁ ବାଦ ଦେବାର ସମ୍ଭାବନା ବଢ଼ିଲା ସେତେବେଳେ ସୀମା ପାର ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। ୨୦୧୮ ମଧ୍ୟ ଭାଗରେ ସୀମାର ବିଭିନ୍ନ ସ୍ଥାନରେ ୬୦୦ ଆତଙ୍କୀ ବେସ ରହିଥିଲା। କିନ୍ତୁ ଏଫଏଟିଏଫ ଲିଷ୍ଟିଂ ବେଳେ ଏହି ସଂଖ୍ୟା ୭୫% ହ୍ରାସ ପାଇଥିଲା।

ଏହା ହିଁ ଆମର ସବୁଠାରୁ ବଡ଼ ସଫଳତା ଥିଲା। ତେଣୁ ଏବେ କାଉଣ୍ଟର ଟେରୋରିଜମ କମିଟି ଏହା ଉପରେ ବିଚାର କରୁ ବୋଲି ସେ କହିଛନ୍ତି।

ଏଫଏଟିଏଫ ଏମିତି ଏକ ସଂସ୍ଥା ଯିଏ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଦେଶ ଗୁଡ଼ିକର ସମୀକ୍ଷା କରିଥାଏ ଓ ତଦନୁଯାୟୀ ଆର୍ଥିକ ସହାୟତା ମିଳିବାର ବ୍ୟବସ୍ଥା କରିଥାଏ। ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇ କରୁ ନଥିବାରୁ ଏଫଏଟିଏଫ ଇସଲାମାବାଦକୁ ୨୦୧୮ରୁ ଗ୍ରେ ଲିଷ୍ଟରେ ରଖିଥିଲା। କିନ୍ତୁ ଏବେ ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିଛି। ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳି ଥିବାରୁ ଦେଶକୁ ବିଭିନ୍ନ ରାଷ୍ଟ୍ରରୁ ପୂର୍ବଭଳି ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story